ଆଜିର ଖବର

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ…

ଖୋର୍ଦ୍ଧା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ…

ଦୁବାଇ: ଶାରଜାଠାରେ ଖେଳାଯାଉଥିବା ଅଣ୍ଡର-୧୯ ଏସିଆ କପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।…

ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ନିଜ ଅଫିସରେ ବସିଥିବା ବେଳେ ସେ ହୃଦଘାତରେ ଶିକାର ହୋଇଥିଲେ। କିଶୋରଙ୍କୁ ଝାରସୁଗୁଡା ଏକ ଘରୋଇ…

ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର…

ଭୁବନେଶ୍ୱର: କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ”। ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର…

ନୂଆଦିଲ୍ଲୀ: ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ବାସ୍ତବରେ…

ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତ ବର୍ଷର ଶେଷ ଦିନ ଏବଂ ବର୍ଷର ଶେଷ ଦିନରେ ଆପଣ ମଧ୍ୟ ଆନନ୍ଦ ଉତ୍ସବରେ ସମୟ ବିତାଇବେ। ଏହି ଆନନ୍ଦ ଉତ୍ସବକୁ ବଜାୟ…

ଭୁବନେଶ୍ବର: ଓମିକ୍ରନ ଭୟରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ତିନିଦିନ ପାଇଁ ବନ୍ଦ ରହିବ। ଏହା କେବଳ ସର୍ବ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏ…

ଚଣ୍ଡିଗଡ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚାନ୍ନି ସରକାର କ୍ରମାଗତ ଭାବରେ ଜନସାଧାରଣଙ୍କୁ ଉପହାର ଦେଉଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଦେଶ ଗସ୍ତରେ ଯାଇଥାଆନ୍ତେ। ଏଥର ସେ ଜାନୁୟାରୀ 6 ତାରିଖରୁ ୟୁଏଇ ଏବଂ କୁଏତ ଗସ୍ତ କରିଥାଆନ୍ତେ। ଏହି…

ଭୁବନେଶ୍ଵର: ଆଜି ରାଜ୍ୟରେ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ଵାରା ଧୀରେ ଧୀରେ ରାଜ୍ୟ ପାଇଁ ଚିନ୍ତା ବଢୁଛି। ଆଜି ସକାଳେ ଆଉ…

ନୂଆଦିଲ୍ଲୀ: ଛତିଶଗଡରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନଜନକ ଶବ୍ଦ କହିଥିବା କାଲିଚରନ୍ ମହାରାଜଙ୍କୁ ରାୟପୁର ପୋଲିସ ଗିରଫ କରିଛି। କାଲିଚରନ୍ କୁ ଧରିବା ପାଇଁ ରାୟପୁର…

ଗୋପ: କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ପିଠାରେ…

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଗତକାଲି ଏସଟିଏଫ ଚଢ଼ାଉ କରି ବେଆଇନ ଚିତ୍ତାବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ…

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ…

ନୂଆଦିଲ୍ଲୀ: ଆଜି ଦେଶରୁ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୬୮ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ…

ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ପାଇଁ ଏବେ ସ୍ପଷ୍ଟ ହୋଇଛି। ସ୍କୁଲ ଖୋଲିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୩…

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ…