ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ଓ ବଣ୍ଡାଘାଟି ସୀମାରେ ମାଓବାଦୀ ଏବଂ ସୁରକ୍ଷାବାହିନୀଙ୍କ ମଧ୍ୟରେ ବୁଧବାର ସକାଳୁ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଖଇରପୁଟଠାରୁ ୫ ରୁ […]
ସମୀକ୍ଷା ବ୍ୟୁରୋ ଗୋଟିଏ ବାଇକର ଦାମ ହେଉଛି 5 ଲକ୍ଷ 47 ହଜାର ଶହେ 50 ଟଙ୍କା। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏପରି ବାଇକ ବଜାରରେ ଉପଲବ୍ଧ ହେଉଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ବଜାରରେ ଏହି […]
ଝାରଖଣ୍ଡ ସରକାର ସାମ୍ବାଦିକଙ୍କ ନିମନ୍ତେ ଅବସର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଏଣିକି ସାମ୍ବାଦିକଙ୍କୁ ମାସିକ ୭୫୦୦ ଟଙ୍କାର ପେନ୍ସନ୍ ରାଶି ମିଳିବ। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛି। […]
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଛି। ଭାରତରେ ଆୟୋଜିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜିତ ହେବାକୁ ଯାଉଛି। ୨୧ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି […]
ବରିଷ୍ଠ ନେତା ପି ଚିଦାମ୍ବରମ୍ଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟର ଆବେଦନ କରିବ ସିବିଆଇ । ଏ ନେଇ ସିବିଆଇ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିବ ବୋଲି ଜଣାପଡିଛି । ପି ଚିଦାମ୍ବରମଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇଥିବାରୁ ସିବିଆଇ ଏହି ଆବେଦନ […]
ଜମ୍ମୁ-କଶ୍ମୀର ପାଇଁ ଲଢ଼େଇ କରିବାକୁ କହୁଥିବା ଇମ୍ରାନ୍ ଖାନ୍ ସରକାର ଏବେ ପାକ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଚାପରେ ରହିଛନ୍ତି ବୋଲି କହିଛନ୍ତି ବିଲ୍ଓ୍ବାଲା ଭୁଟ୍ଟୋ । ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍ ଖାନ୍ ସରକାର ସମର୍ଥ ହେବେନାହିଁ ବୋଲି ଆଜି […]
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭାରି ପଡିଛି । ଦଳୀୟ ନେତାଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି । ପୂର୍ବରୁ ଦଳର ସାଂସଦମାନେ ଶଶିଙ୍କ ଏହି ବୟାନକୁ ନେଇ ସମାଲୋଚନା କରିଥିଲେ ଏବେ କେରଳ କଂଗ୍ରେସ […]
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦକୁ ବିରୋଧ କରି ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆମିକସ୍ କ୍ୟୁରି ଓ ସଲିସିଟର୍ ଜେନେରାଲଙ୍କୁ ପୁରୀ ଆସି ସ୍ଥିତି ପରଖିବାକୁ କହିଛନ୍ତି କୋର୍ଟ । ଉଭୟ ପୁରୀ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି […]
ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍କୁ ଅରୁଣ ଜେଟ୍ଲୀ କ୍ରିକେଟ ଷ୍ଟାଡିୟମ୍ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି ଡିଡିସିଏ। ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଦେହାନ୍ତ ପରେ ଡିଡିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜେଟ୍ଲୀ […]
ଆସନ୍ତା ୧୦ ବର୍ଷ ଭିତରେ ୫୦ ହେକ୍ଟର ଟାଙ୍ଗରା ଜମିକୁ ଉତ୍ପାଦିତ ଜମିରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ବୋଲି କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ୍କର୍ ପ୍ରକାଶ କରିଛନ୍ତି । ଏହା […]
ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ନାମରେ ସରକାର ରାଷ୍ଟ୍ରାୟତ ବ୍ୟାଙ୍କକୁ ଲୁଟୁଛନ୍ତି ବୋଲି ଟ୍ବିଟ୍ […]
ଭାରତୀୟ ଟେନିସ୍ ଖେଳାଳି ସୁମିତ୍ ନାଗଲ ୟୁଏସ୍ ଓପନ୍ରେ ପଦାର୍ପଣ କରିଛନ୍ତି । ପ୍ରଥମ ରାଉଣ୍ଡରେ ସ୍ବିସ୍ ତାରକା ରୋଜର ଫେଡେରରଙ୍ ମୁକାବିଲା କରିଥିବା ସୁମିତ୍ ନାଗଲ କଡା ସଂଘର୍ଷ ସତ୍ତ୍ବେ ପରାଜୟ ବରଣ କରିଛନ୍ତି । ଏହି ମ୍ୟାଚ୍ର ପ୍ରଥମ […]
ଜମ୍ମୁ କାଶ୍ମୀରର ମେହେବୁବା ମୁଫ୍ତିଙ୍କ ଦଳକୁ ଏକ ବଡ଼ ଝଟ୍କା ଲାଗିଛି । ଦଳର ପରିଚିତ ଚେହେରା ଅନାୟତ୍ ଅଲ୍ଲୀଙ୍କ ସମେତ ଆଠ ଜଣ ନେତା ବିଜେପିରେ ସାମିଲ୍ ହୋଇଛନ୍ତି । ଜମ୍ମୁକାଶ୍ମୀର ବିଧାନ ପରିଷଦର ସଭାପତି ହାଜି ଅନାୟତ ଅଲ୍ଲୀଙ୍କ […]
ବାଂଲାଦେଶର ସୁପ୍ରିମ୍କୋର୍ଟ ମହିଳାଙ୍କ ପାଇଁ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ସୁପ୍ରିମ୍କୋର୍ଟଙ୍କ ଆଦେଶାନୁସାରେ ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍ ଶବ୍ଦକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶର ସୁପ୍ରିମ୍କୋର୍ଟରେ ଏପରି ଏକ ଅପମାନଜନକ ତଥା ଭେଦଭବାପୂର୍ଣ୍ଣ ଶବ୍ଦ […]
ବଲିଉଡ୍ର ଦୁଇ ଆକ୍ସନ୍ ଷ୍ଟାର ହ୍ରିତିକ୍ ରୋଶନ୍ ଏବଂ ଟାଇଗର ଶ୍ରଫ୍ଙ୍କ ଫିଲ୍ମ ଓ୍ବାରର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରଟିରେ ଜବରଦସ୍ତ ଆକ୍ସନ୍ ସିନ୍ ଏବଂ ବାଇକ୍ ଏବଂ କାର୍ ଚେଜ୍ ସିନ୍ ଦେଖିବାକୁ ମିଳିଛି । କାହାଣୀର ପୃଷ୍ଠ […]
ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ରୋଜ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଶାହାଜାହାନ ଜିଲ୍ଲାର ରୋଜ ଥାନା ଅଂଚଳ ଅନ୍ତର୍ଗତ ଲକ୍ଷ୍ନୌ-ଦିଲ୍ଲୀ […]
ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପରମାଣୁ ଆକ୍ରମଣର ଧମକ ଦେଇଥିବା ବେଳେ ଆଜି ପାକିସ୍ତାନ ରେଳବାଇ ମନ୍ତ୍ରୀ ପୁନର୍ବାର ସମାନ ମତ ଦେଇଛନ୍ତି । ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେଖ୍ ରଶିଦ୍ ଅହମ୍ମଦ୍ ମଙ୍ଗଳବାର ଦିନ କାଶ୍ମୀର ସମସ୍ୟା ଉଭୟ […]
ଡ. ଅଶ୍ବିନୀ ପୂଜାହାରୀଙ୍କୁ ପୁଣି ବଢିଲା ଅଡୁଆ । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ର(ଭିମସାର)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଅଶ୍ୱିନୀ ପୂଜାହାରୀଙ୍କୁ ଲୁଣ ଚିକିତ୍ସ ନେଇ ନୋଟିସ ଜାରି କରାଯାଇଛି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ଗତକାଲି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ଫେରିବା ପରେ ଅନ୍ତରଙ୍ଗ ବନ୍ଧୁ ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କୈଳାଶ କଲୋନୀ ସ୍ଥିତ […]
ତାମିଲନାଡୁରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସୋମବାର ଏହି ବସ୍ ସେବାର ଉଦ୍ଘାଟନ କରିଛନ୍ତି । ଏହି ବସ୍ଟି ପ୍ରାଥମିକ ଭାବରେ ଏମ୍ଜି ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନ୍ରୁ ଥିରୁଭାୟୁନ୍ମୁର୍ ମଧ୍ୟରେ […]
ଝାରଖଣ୍ଡ ପିସିସି ମୁଖ୍ୟ ଭାବରେ ରାମେଶ୍ବର ଓରାଓଁଙ୍କୁ ନିଯୁକ୍ତ କରାଯାଇଛି । ଏହାସହିତ ଇର୍ଫାନ ଅନ୍ସାରୀ, ମାନସ ସିହ୍ନା ଏବଂ ସଞ୍ଜୟ ପଓ୍ବାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ ଓରାଓଁଙ୍କୁ ମୁଖ୍ୟ ଭାବରେ ଘୋଷଣା […]