ସମୀକ୍ଷା ବ୍ୟୁରୋ ପୋଲାଭରମ କାମକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦୁଇ ପୃଷ୍ଠାର ଏକ ଚିଠି ଲେଖି ଜଣାଇଛନ୍ତି ଯେ, ବର୍ତ୍ତମାନ ପୋଲଭରମ ମାମଲା ବିଚାରଧିନ […]
ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ ଚାରି ଜୁଲାଇ୨୦୧୬ରେ ଆରବିଆଇରେ ତିନି ବର୍ଷ ପାଇଁ ଡେପୁଟି ଗଭର୍ଣ୍ଣର […]
ରାଜ୍ୟରେ ବଢି ଚାଲିଛି ଋଣଭାର। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ମୁଣ୍ଡପିଛା ହାରାହାରି ଋଣ ପରିମାଣ ପ୍ରାୟ ୧୬,୪୫୧ ଟଙ୍କା ଥିଲା। ଯାହା ଏବେ ବୃଦ୍ଧି ପାଇ ୧୭ ହଜାର ୬୩୦ ଟଙ୍କା ୪୮ ପଇସାରେ ପହଞ୍ଚିଛି। […]
ଆଜି ଜିଏସ୍ଟି ଲାଗୁ ହେବାର ଦୁଇ ବର୍ଷ ପୂରଣ ହୋଇଛି । ୨୦୧୭ ମସିହା ଜୁଲାଇ ୧ ତାରିଖରେ ଦେଶରେ ଐତିହାସିକ ଟ୍ୟାକ୍ସର ସୁଧାର କରାଯାଇ ଏକକଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଜିଏସ୍ଟିକୁ ନେଇ ଦେଶରେ ଲମ୍ବା ବିତର୍କ ମଧ୍ୟ […]
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭୁବନେଶ୍ବର କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣୀ କରାଯାଇଥିଲା । ତେବେ ଜାମିନ ଆବେଦନର ଆଜି ଶୁଣାଣୀ ଜୁଲାଇ ୫କୁ ଘୁଞ୍ଚି ଯାଇଛି। ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସ୍ପେଶାଲ […]
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ରାଜସ୍ଥାନରୁ ରାଜସଭା ସାଂସଦ ରୂପେ ନିର୍ବାଚିତ ହେବେ ବୋଲି ଜଣାପଡିଛି । ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ମଦନଲାଲ୍ ସୈନୀଙ୍କ ନିଧନ ପରେ ରାଜସ୍ଥାନରେ ରାଜ୍ୟସଭାର ଏକ ଆସନ […]
ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଚଢାଉ କରାଯାଇଥିବା ସ୍ଥାନ ମଧ୍ୟରେ ନ୍ୟୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଏବଂ ଅନ୍ୟାନ୍ୟ ଚିଟ୍ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମଚାରୀ ରହିଛନ୍ତି। ସୋମବାର ସକାଳୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ […]
ଦେଶର ବିଭିନ୍ନ ରାଜ୍ୟରେ ଆଉ ୪୫ଟି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲାଯିବ । ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରେ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ନିଶଙ୍କଙ୍କ କହିବା ମତରେ […]
ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଆନନ୍ଦ ସିଂ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଜୟନଗର ଆସନରୁ ବିଧାୟକ ରହିଥିବା ଆନନ୍ଦ ସିଂ ସୋମବାର ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବିଜୟନଗର ଆସନରୁ ତିନିଥର ବିଧାୟକ ରହିଥିବା […]
ପୁଣି ଯୋଡ଼ା ଶିଶୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଯମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି […]
କ୍ରିକେଟ୍ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି । ଟିମ୍ ଇଣ୍ଡିଆର ପରାଜୟ ପରେ ସୋସିଆଲ୍ ମିଡ଼ିଆରେ ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବହୁତ୍ ମଜାକ୍ କମେଣ୍ଟ ଦେଖିବାକୁ ମିଳିଛି । ଏହି କ୍ରମରେ […]
ବଲିଉଡ୍ ଅଭିନେତା ଇମ୍ରାନ୍ ହାସ୍ମୀ ବାୟୁସେନା ଅଫିସର କେସି କୁରୁଭିଲ୍ଳାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଫିଲ୍ମ ବାୟୁସେନାରେ କୁରୁଭିଲ୍ଳାଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ଇମ୍ରାନ ହାସ୍ମୀ । ଫିଲ୍ମର ସୁଟିଂ ଆସନ୍ତା […]
ଯୋଗୀ ଆଦିତ୍ୟନାଥଙ୍କ ସରକାର ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ତାଲିକାରେ ଆରକ୍ଷଣ ଦେଇଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏହି ପ୍ରସଙ୍ଗରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ପଛୁଆ ବର୍ଗଙ୍କୁ ଆରକ୍ଷଣ […]
ଭାରତୀୟ ବିଶ୍ବକପ୍ ଅଭିଯାନକୁ ଏକ ବଡ ଝଟ୍କା ଲାଗିଛି । ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଶିଖର ଧଓ୍ବନ୍ଙ୍କ ପରେ ଦ୍ବିତୀୟ ଖେଳାଳି ଭାବରେ ଆହତ ହୋଇ ବାଦ ପଡିଛନ୍ତି ଶଙ୍କର । ଶଙ୍କରଙ୍କ […]
ବର୍ଷାରେ ବେହାଲ୍ ମୁମ୍ବାଇ ନଗରୀ । ଗତକାଲି ପରେ ଆଜି ମଧ୍ୟ ମାୟାନଗରୀ ମୁମ୍ୱାଇ ବର୍ଷାରେ ଉବୁଟୁବୁ ହୋଇଛି। ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି […]
ପୁଣି ଗୃହରେ ଉଠିଲା ଘରୋଇ ହସ୍ପିଟାଲର ମନମୁଖୀ ପ୍ରସଙ୍ଗ । ଶୂନ୍ୟକାଳରେ ଘରୋଇ ହସ୍ପିଟାଲର ମନମୁଖୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତେବେ କେବଳ ବିରୋଧୀ ନୁହନ୍ତି ଶାସକ ଦଳରବିଧାୟକ ମାନେ ମଧ୍ୟ ଏନେଇ […]
ଜମ୍ମୁ କାଶ୍ମୀରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୫ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ମୋଦି ଟ୍ବିଟ୍ କରି ମୃତକଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଆହତ ମାନଙ୍କୁ ଚିକିତ୍ସା ସୁବିଧା […]
ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତ୍ତି ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ବିବୃତି ଦିଅନ୍ତୁ ବୋଲି ମିଶ୍ର କହିଛନ୍ତି। ଓକିଲ ଆନ୍ଦୋଳନକୁ ନେଇ ଗୃହରେ ନରସିଂହ ଉଦ୍ବେଗ ପ୍ରକାଶ […]
ସୁପ୍ରିମ୍କୋର୍ଟଙ୍କ ଅବମାନନା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ତରଫରୁ ସୋମବାର ଏକ ନୋଟିସ୍ ପ୍ରଦାନ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ତୁରନ୍ତ ଜାମିନ୍ରେ ଛାଡିବା ନିମନ୍ତ ମେ ୧୪ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ମାତ୍ର ସର୍ବୋଚ୍ଚ କୋର୍ଟଙ୍କ […]
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଶ୍ରୀଜୀଉ ଜ୍ବରରେ ପଡ଼ିଥିଲେ। ତେବେ ଆଜି ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ମହାପ୍ରଭୁଙ୍କଠାରେ ଘଣା ଲାଗି ହେବା ପରେ ଅନୁଷ୍ଠିତ ହେବ […]
କଂଗ୍ରେସ ଛାଡ଼ିଲେ ଭୀମ୍ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ। ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ପୂଜାହାରୀ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ବିଧାନସଭା ଆସନରୁ ଲଢିଥିଲେ। ତେବେ […]