ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ତୃତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ବଳବନ୍ତ ସିଂହ, ଉପ ଜିଲ୍ଲାପାଳ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ […]
ମାଲେସିଆର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବି ଅବସର ଗ୍ରହଣ କରିଛନ୍ତି। କ୍ୟାନ୍ସରରେ ପୀଡିତ ହୋଇ ଲି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତିନି ଥର ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ପୂର୍ବତନ ବିଶ୍ବ ଏକ […]
ବଲିଉଡ୍ ନାୟିକା ଦିଶା ପଟ୍ଟାନୀ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ତେଲଗୁ ଫିଲ୍ମ ‘ଲୋଫର୍’ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍ରେ ବେଶ୍ ଆକ୍ଟିଭ୍ ରହିଛନ୍ତି। ଦିଶାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଅଭିନୟଠାରୁ […]
ଗୁରୁବାର ଅପରାହ୍ନରେ ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ସାହୋର ଟ୍ରେଲର। ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ବେଳେ ୟୁଟ୍ୟୁବ୍ରେ ଏହାକୁ ବଢିଆ ରେସ୍ପନ୍ସ ମିଳିଛି। ରିଲିଜ୍ର ମାତ୍ର କିଛି ମିନିଟ୍ […]
ଚଳିତ ଥରର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଜୁଲାଇ ୮ରୁ ଆରମ୍ଭ ହୋଇ ଜୁଲାଇ ୧୪ରେ ଶେଷ ହେବ। ସକାଳ ୯ଟାରୁ ୧୧ଟା୩୦ ମିନିଟ୍ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୮ତାରିଖରୁ ଆରମ୍ଭ ହୋଇ […]
ସାରା ବିଶ୍ବରେ ମୋଦିଙ୍କୁ ନେଇ ବେଶ୍ ଚର୍ଚ୍ଚା ରହିଛି। ନିକଟରେ ମୋଦିଙ୍କ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ ଉତ୍ସବକୁ ବିମ୍ଷ୍ଟେକ୍ର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ମୋଦିଙ୍କ ନିର୍ବାଚନୀ ନାରାକୁ ବେଶ୍ ପସନ୍ଦ କରିଥିବାବେଳେ ଏବେ ମୋଦିଙ୍କ […]
ସାମୁଦ୍ରିକ ଝଡ ବାୟୁର ପ୍ରଭାବ ସେୟାର ବଜାର ଉପରେ ଅନୁଭୂତ ହୋଇଛି। ବିଗତ ପାଞ୍ଚ ଦିନ ଧରି ସବୁଜ ରହିଥିବା ଶେୟାର ବଜାର ଆଜି ଲାଲକୁ ଆସିଛି। ସେନସେକ୍ସ ଏହି ସମୟରେ ୧୦୦ ପଏଣ୍ଟ ତଳକୁ ଖସି ଆସିଥିବା ବେଳେ ନିଫ୍ଟୀ […]
ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ମୁଖ୍ୟମାନଙ୍କ ସହ ବୈଠକ କରୁଛନ୍ତି। ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦୀଲିପ ଘୋଷ, ବିନୟ ସହଶ୍ରବୁଧେ, ଜେପି ନଡ୍ଡା ଏବଂ […]
କପିଲ୍ ଶର୍ମା ଶୋ’ର ପ୍ରଯୋଜନା କରିବା ପରେ ଏବେ ଭାଇଜାନ୍ ନୃତ୍ୟଭିତ୍ତିକ ରିଅଲିଟି ଶୋ’ କରିବାକୁ ଯୋଜନା ରଖିଛନ୍ତି ବୋଲି ସୂଚନା ରହିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ସଲମାନ୍ ଖାନ୍ ସେଲି୍ବ୍ରିଟି କପଲ୍ଙ୍କ ଡ୍ୟାନ୍ସ ଶୋ’ ‘ନଚ୍ ବଲିୟେ’କୁ ପ୍ରଯୋଜନା […]
୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ […]
ଦିଲ୍ଲୀ ପୋଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଓ୍ବେଭ୍ ଗ୍ରୁପ୍ର ଭାଇସ୍ ଚେୟାରମ୍ୟାନ୍ ମନ୍ପ୍ରୀତ ସିଂ ଚଢ୍ଢା ଆଲିଆସ୍ ମଣ୍ଟି ଚଢ୍ଢାଙ୍କୁ ଗିରଫ କରାଯାଇଛି। ୧୦୦ କୋଟିରୁ ଅଧିକ ଦୁର୍ନୀତି ଅଭିଯୋଗରେ ମଣ୍ଟିଙ୍କୁ ଦିଲ୍ଳୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ […]
ବିଶ୍ବକପ୍ର ୧୮ ତମ ମ୍ୟାଚ୍ରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ଅପରାଜେୟ ରହିଥିବାରୁ ନିଜର ଅପରାଜେୟ ଧାରା ବଜାୟ ରଖିବାକୁ ଦୁଇ ଦଳ ଉଦ୍ୟମ କରିବେ। ଆଜି(ଗୁରୁବାର) ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ରେ […]
ଗାଜାର ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲୀ ସେନାବାହିନୀ ପକ୍ଷରୁ ଗାଜା ଉପରେ ଆକ୍ରମଣ କରାଯାଇଛି। ବୁଧବାର ରାତିରେ ଇସ୍ରାଏଲ୍ର ଦକ୍ଷିଣ ଭାଗରେ ଆତଙ୍କୀ ମାନେ ଏକ ରକେଟ ମାଡ କରିଥିଲେ। ଗୁରୁବାର ସକାଳୁ ଇସ୍ରାଏଲ୍ ପକ୍ଷରୁ […]
ସର୍ବୋଚ୍ଚ କୋର୍ଟ ବୁଧବାର ଦିନ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଚତୁର୍ଥ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭାବରେ ଏହି ବିବାହ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛି ଇକ୍ବେଡର। ପୂର୍ବରୁ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ କଲମ୍ବିଆ ମଧ୍ୟ ସମଲିଙ୍ଗୀ […]
ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ବିଧାୟକଙ୍କ ଯୋଗଦାନକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହିତ ବିଧାୟକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଏବଂ ଡରାଇ ଏପରି କରାଯାଇଛି ବୋଲି ଅଭିଯୋଗ […]
ଉତ୍ତର ପ୍ରଦେଶ ବାର୍ କାଉନ୍ସିଲ୍ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ ହରାଇଛନ୍ତି ଦର୍ବେଶ। ମନୀଷ ଶର୍ମା ନାମକ ଏହି ଓକିଲ ଜଣକ ପ୍ରଥମେ ଦର୍ବେଶଙ୍କୁ […]
ଭୟଙ୍କର ରୂପ ନେଇଥିବା ସାମୁଦ୍ରିକ ଝଡ ବାୟୁ ଗୁଜୁରାଟ ମଧ୍ୟ ଦେଇ ପ୍ରବେଶ କରିବ ନାହିଁ ବୋଲି ଜଣା ପଡିଛି। ଏହା ଭେରାଭାଲ, ପୋରବନ୍ଦର ଏବଂ ଦ୍ବାରକା ନିକଟ ଦେଇ ଯିବ ବୋଲି ଏମ୍ଇଟି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା […]
ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ୨୦୧୯ ବିଶ୍ୱକପ କ୍ରିକେଟର ୧୭ ତମ ମ୍ୟାଚ। ଏହି ମ୍ୟାଚରେ ପାକିସ୍ତାନ ଟସ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ […]
ଆଜି ଭୁବନେଶ୍ୱରରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମରାମତି ଏବଂ ଘୋଷଯାତ୍ରାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ ବୋଲି ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ […]
ଜମ୍ମୁକାଶ୍ମୀରରେ ଅନନ୍ତନାଗରେ ଆତଙ୍କୀ ହମ୍ଲାରେ ସିଆରପିଏଫ୍ର ୫ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏହି ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଅନନ୍ତ ନାଗରେ ସିଆରଏପଏଫ୍ ଓ ପୁଲିସ୍ ଟିମ୍ ଉପରେ ଆତଙ୍କୀ ଆକ୍ରମଣ […]
ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡିଆ ପର୍ଯ୍ୟଟକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ ଏସ. ଜୟଶଙ୍କରଙ୍କୁ ମୃତ୍ୟୁବରଣ କରିଥିବା ବିଜୟ ଜେନା, ଚରଣ ବିଶ୍ୱାଳଙ୍କ ମୃତଦେହ ଫେରାଇ […]