ମୋଦିଙ୍କ ନେତୃତ୍ବରେ ବିଜେପି ସଂସଦୀୟ ଦଳର କାର୍ଯ୍ୟକାରୀ କମିଟି ଗଠିତ ହୋଇଛି । ଲୋକସଭାରେ ଦଳର ଉପନେତା ରାଜନାଥ ସିଂହ ଓ ରାଜ୍ୟଓଭାରେ ଦଳର ଉପନେତା ପୀୟୂଷ ଗୋଏଲ୍ ରହିଛନ୍ତି । ସେହିପରି ରାଜ୍ୟସଭାରେ ସଂସଦୀୟ ଦଳର ନେତା ହୋଇଛନ୍ତି ଥାଓ୍ବରଚନ୍ଦ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲିଠାରୁ ଦୁଇଦିନିଆ ଗସ୍ତରେ କିର୍ଗିଜ୍ସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ସମିତିରେ ଭାଗ ନେବା ପାଇଁ ବିଶ୍କେକ୍ ଯାତ୍ରା କରିବେ କିନ୍ତୁ ସେ ପାକିସ୍ତାନର ବାୟୁ ସୀମା ବ୍ୟବହାର କରିବେ ନାହିଁ ବୋଲି […]
ବୁଧବାର ତାମିଲନାଡୁରେ ଶାସକ ଦଳ ଏଆଇଡିଏମ୍କେର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅନୁଷ୍ଠିତ ହେବାର କିଛି ମିନିଟ୍ ପୂର୍ବରୁ ଡିଏମ୍କେ ଦଳରୁ ବିତାଡିତ ବିଧାୟକ ରାଧା ରବି ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ଉପସ୍ଥିତିରେ ଏଆଇଡିଏମ୍କରେ ପୁନଃ […]
ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ତଥା ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀ ଗସ୍ତ କରିଛନ୍ତି। ନିର୍ବାଚନ ପରେ ଏହା ସୋନିଆ ଏବଂ ପ୍ରିୟଙ୍କାଙ୍କ ପ୍ରଥମ ରାଏବରେଲୀ ଗସ୍ତ। ଜନ ସାଧାରଣଙ୍କୁ ବିଜୟ ପାଇଁ ଧନ୍ୟବାଦ […]
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ନିରବ ମୋଦିଙ୍କୁ ଆଜି ଲଣ୍ଡନ ହାଇକୋର୍ଟରୁ ଝଟ୍କା ଲାଗିଛି। ଅଦାଲତ ନିରବ ମୋଦିଙ୍କ ଜାମିନ୍କୁ ଅଗ୍ରାହ୍ୟ କରିଛନ୍ତି। ଏତଦ୍ବ୍ୟତୀତ ବିଚାରପତି ନିରବ ମୋଦିଙ୍କୁ ନେଇ କଡ୍ଡା ଟିପ୍ପଣୀ ମଧ୍ୟ କରିଛନ୍ତି। […]
ବୁଧବାର କଂଗ୍ରେସର ଏକ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅଧ୍ୟକ୍ଷତା କରିବାକୁ ରାଜି ନଥିବାରୁ ବରିଷ୍ଠ ନେତା ଏ କେ ଆଣ୍ଟୋନୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅହମଦ୍ ପଟେଲ, ପୂର୍ବତନ […]
ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ବେଙ୍ଗାଲୁରୁର ସାମ୍ବାଦିକ ସମ୍ମଳିନୀରେ ଚନ୍ଦ୍ରାୟନ-୨ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟ୍ରେ ପ୍ରକ୍ଷେପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଇସ୍ରୋର ଅଧ୍ୟକ୍ଷ ଏହି ସମ୍ବନ୍ଧୀୟ ସୂଚନା […]
ଗଲିବୟରେ ନଜର ଆସିଥିବା ଅଭିନେତା ବିଜୟ ବର୍ମା ମୀରା ନାୟାରଙ୍କ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି। ବିକ୍ରମ ସେଠ୍ଙ୍କ ଉପନ୍ୟାସ ଏ ସୁଇଟେବଲ୍ ବୟକୁ ପରଦାରେ ଦେଖାଇବେ ମୀରା ନାୟାର। ଏହି ପ୍ରକଳ୍ପ ସହିତ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିବେ […]
ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର(ଏଚଏସଟିଡ଼ି)ର ଉତକ୍ଷେପଣ ସଫଳ ହୋଇଛି। […]
ଓ୍ବାଇ ଏସ୍ ଜଗନ ମୋହନ ରେଡ୍ଡୀ ବିଭାଜିତ ଆନ୍ଧ୍ରପ୍ରଦେଶର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ବିଧାନସଭା ଅଧିବେଶନ ଚଳାଇଛନ୍ତି। କାମଚଳା ବାଚସ୍ପତି ସମ୍ବାଙ୍ଗୀ ଅପ୍ପାଲା ନାଇଡୁ ୧୧.୦୫ରେ ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଶପଥ ଗ୍ରହଣ କରାଇଥିଲେ। ପ୍ରଥମେ ଜଗନ […]
ସନ୍ଦେହରେ ତାମିଲନାଡୁର କୋଏମ୍ବାଟୋରର ୭ଟି ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀଲଙ୍କାରେ ଘଟିଥିବା ଇଷ୍ଟର ବୋମା ବିସ୍ଫୋରଣ ସହିତ ଏହି ଚଢାଉର ସମ୍ପର୍କ ରହିଥିବା ଜଣାପଡିଛି। ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ଏକକାଳୀନ ସହରର ୭ ସ୍ଥାନରେ ଚଢାଉ କରାଯାଇଥିଲା। […]
ମିଚେଲ୍ ମାର୍ଶଙ୍କୁ ମାର୍କସ୍ ଷ୍ଟୋଇନିସ୍ଙ୍କ ବଦଳ ଖେଳାଳି ଭାବରେ ଦଳରେ ସାମିଲ୍ କରାଯାଇଛି । ହାର୍ମଷ୍ଟ୍ରିଙ୍ଗ ଆଘାତ ଯୋଗୁଁ 29 ବର୍ଷୀୟ ଷ୍ଟୋଇନିସ୍ଙ୍କୁ ଅଷ୍ଟ୍ରେଲିଆର ଆସନ୍ତା ମୁକାବିଲାରୁ ବାଦ ଦିଆଯିବା ସହିତ ବଦଳ ଖେଳାଳି ଭାବରେ ଯୋଗ ଦେବା ପାଇଁ ମାର୍ଶଙ୍କଳୁ […]
ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଜୁନ୍ ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତ ୩ […]
ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆଜମ ଖାନ୍ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଓ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କୁ […]
ଜୁନ୍ ୧୨, ୨୦୧୯ରେ ଭାରତୀୟ ବଜାରରେ ପ୍ରବେଶ କରିଛି ଡୁକାଟି ହାଇପରମୋଟାର୍ଡ ୯୫୦। ଭାରତୀୟ ବଜାରରେ ପୂର୍ବରୁ ଚାଲୁଥିବା ହାଇପରମୋଟାର୍ଡ ୯୩୯ର ଏହା ଉନ୍ନତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିରେ ୯୩୭ ସିସିକର ଇଞ୍ଜିନ୍ ରହିଥିବା ବେଳେ ପୂର୍ବ ମଡେଲ […]
ଲୋକସଭାର ଉପ-ବାଚସ୍ପତି ପାଦ ପାଇଁ ଏବେବି ଚାଲିଛି ସଂଶୟ। ଏହି ପଦବୀ ପାଇଁ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାମ ଶୁଣିବାକୁ ମିଳୁଥିବାବେଳେ ଏହି କ୍ରମରେ ସାମିଲ୍ ହୋଇଛନ୍ତି ଆଉ ଏକ ନାମ। ସୂଚନା ଅନୁସାରେ ଏହି ପଦବୀ ପାଇଁ ବିଜେପି ଆନ୍ଧ୍ରପ୍ରଦେଶର […]
ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରିକେଟର ପ୍ରଚାର ପ୍ରସାର କରିଥିବାରୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି ସଚିନ୍ । ନିଜର ମାଳଦ୍ବୀପ ଗସ୍ତ ସମୟରେ ଭାରତୀୟ ଜାତୀୟ ଦଳ ଦ୍ବାରା ଦସ୍ତଖତ […]
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବାୟୁ’ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର – ମହୁବା ଦେଇ ଅତିକ୍ରମ କରିବ । ଏହି ବାୟୁର ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିମି ରହିବ ବୋଲି ଜଣାପଡିଛି । ଗୁଜୁରାଟ ମୁହାଁ ହୋଇଥିବା […]
ମୋଦି ସରକାରଙ୍କ ଦ୍ବିତୀୟ ସରକାରରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ପରେ କେନ୍ଦ୍ରୀୟ […]
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକମାତ୍ର ଭାରତୀୟ ତଥା କ୍ରିକେଟର ଭାବରେ ଫୋବର୍ସର ସର୍ବାଧିକ ଆୟକାରୀ କ୍ରିକେଟର ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିରାଟ କୋହଲି ୧୦୦ ତମ […]
ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରର ଆତଙ୍କ ଦେଖା ଦେଇଛି। ଏହି ରୋଗରେ ବିଗତ ୪୮ ଘଣ୍ଟା ମଧ୍ୟରେ ୩୬ ଜର ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ୧୩୩ ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାତ୍ର ୯୦ ପ୍ରତିଶତ ଶିଶୁଙ୍କ […]