ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ବୀପ ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରୁଛି। ଘଣ୍ଟା ପ୍ରତି […]
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଗିରଫ । ଜର୍ଦ୍ଦାରୀଙ୍କ ଗିରଫଦାରୀକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା ଦେଇଛି । ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟ ମାମଲାରେ ଗିରଫ ହୋଇଛନ୍ତି ଜର୍ଦ୍ଦାରୀ । ଇସଲାମବାଦରୁ ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ ତାଙ୍କୁ ଗିରଫ […]
ଜମ୍ମୁ କାଶ୍ମୀରର କଠୁଆରେ ୮ ବର୍ଷୀୟ ବାଳିକାର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପଠାନକୋର୍ଟର ତଳ କୋର୍ଟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ କୋର୍ଟ ଦୋଷୀ […]
ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍ କରିଛି। ସୋମବାର ଦିନ ଶିବସେନା ତା’ ମୁଖପତ୍ର ‘ସାମ୍ନା’ରେ କହିଛି ଯେ, ଯଦି ବିଜୟ ଉତ୍ସବ ଶେଷ ହୋଇଛି, ତେବେ ଆଲିଗଡ଼ରେ ହୋଇଥିବା ଯନ୍ତ୍ରଣାଦାୟକ ଘଟଣାକୁ ଦେଖିବା ଦରକାର […]
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍ ରୁଟ୍ ପ୍ରଦାନ ଦୁର୍ନୀତିରେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ପଟେଲ । ପଟେଲ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳୁଥିବା ବେଳେ ଏହି ଦୁର୍ନୀତି […]
କରନ୍ ଜୋହର୍ଙ୍କ ଧର୍ମା ପ୍ରଡକ୍ସନର ହରର୍ ସିରିଜକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଏବେ ଏହି ସିରିଜ୍ର ପ୍ରଥମ ଫିଲ୍ମର ସବିଶେଷ ତଥ୍ୟ ମିଳିଛି । କରନ୍ ଜୋହର୍ଙ୍କ ପ୍ରଥମ ହରର୍ ଫିଲ୍ମର ଶୀର୍ଷକ ରହିଛି ‘ଭୂତ ପାର୍ଟ ଓ୍ବାନ୍’ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ତିରୁପତି ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି ମୋଦି । ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ କେନ୍ଦ୍ର ସର୍ବଦା ପ୍ରଚେଷ୍ଟାରତ ଏବଂ ଏଥିପାଇଁ ଜଗନ ମୋହନଙ୍କ […]
ଭାରତୀୟ ଭେଟେରାନ କ୍ରିକେଟର ତଥା ଭାରତର ବିଶ୍ବକପ୍ ହିରୋ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ପ୍ରେସ୍ମିଟ୍ ଜରିଆରେ ନିଜର ଅବସର ଘୋଷଣା କରିଛନ୍ତି ଯୁବରାଜ ସିଂ । ଭାରତ ପକ୍ଷରୁ 304ଟି […]
ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ […]
ଆଫଗାନିସ୍ତାନରେ ଏକ ଏୟାର ଷ୍ଟ୍ରାଇକ୍ରେ 14 ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ଘଟିଥିବା ଏହି ବିମାନ ଆକ୍ରମଣ ଉରୁଜ୍ଗାନ୍ ପ୍ରଦେଶରେ ସଂଗଠିତ ହୋଇଥିଲା । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ସେନା ପକ୍ଷରୁ […]
ବାଗୀ-3ରେ ନଜର ଆସିବାକୁ ଯାଉଛନ୍ତି ରୀତେଶ ଦେଶମୁ୍ଖ । ଏକ ଭିଲିଆନ୍ର ସଫଳତା ପରେ ଶ୍ରଦ୍ଧାଙ୍କ ସହିତ ରୀତେଶଙ୍କ ଏହା ଦ୍ବିତୀୟ ଫିଲ୍ମ ହେବାକୁ ଯାଉଛି । ପୂର୍ବରୁ ବାଗୀର ତୃତୀୟ ଭାଗ ପାଇଁ ଟାଇଗର ଏବଂ ଶ୍ରଦ୍ଧା ସାଇନ୍ ହୋଇ […]
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ପଞ୍ଜାବରେ ସୀମିତ ନାହିଁ ଏବେ ଏହି କଥା ଦିଲ୍ଲୀ ଦରବାରରେ ପହଁଚିଛି । ଅମରିନ୍ଦରଙ୍କ ଉପରେ ରାଗିଥିବା ସିଦ୍ଧୁ ଏଆଇସିସି ଅଧ୍ୟକ୍ଷ […]
ସୋମବାର ଶେୟାର ବଜାର ଖୋଲିବା ପରେ ନିବେଶକଙ୍କୁ ଭଲ ଫାଇଦା ମିଳିଥିଲା । ଏହି ସମୟରେ ସେନସେକ୍ସ 350 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ 70 ପଏଣ୍ଟ ଉପରକୁ ଉଠିଥିଲା । 350 ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ 39887.97 […]
ଯମୁନା ଏକ୍ସପ୍ରେସ୍ ଓ୍ବେରେ ଏକ ଦୁର୍ଘଟଣା ଘଟି 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ୍ ଓ୍ବେର ସୁରିର ଅଞ୍ଚଳରେ ସୋମବାର ସକାଳେ ଏକ କାର ଏବଂ ବାଇକ୍ ମଧ୍ୟରେ ଏହି ଦୁର୍ଘଟଣା […]
ଜମ୍ମୁ କାଶ୍ମୀରର କଠୁଆରେ 8 ବର୍ଷୀୟ ବାଳିକାର ଧର୍ଷଣ ଓ ହତ୍ୟା ମାମଲାରେ କୋର୍ଟ 6 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପଠାନକୋର୍ଟର ତଳ କୋର୍ଟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । 7 ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ କୋର୍ଟ […]
କାଳବୈଶାଖୀ ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି । ଆଜି ଦିନ 1ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ […]
ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା କୋରାପୁଟ ସେମିଳିଗୁଡ଼ାର କଲେଜ ଛାତ୍ରୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରଛନ୍ତି । ଗତ ଜୁନ […]
ପ୍ରସିଦ୍ଧ ଲେଖକ, ଅଭିନେତା, ନିର୍ଦ୍ଦେଶକ ତଥା ସାହିତ୍ୟ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଗିରିଶ କର୍ଣ୍ଣଡଙ୍କ ପରଲୋକ ହୋଇଛି। ସାହିତ୍ୟରେ ଦେଶର ଶ୍ରେଷ୍ଠ ସମ୍ମାନ ଜ୍ଞାନପୀଠ ପୁରସ୍କାର ହାସଲ କରିଥିବା କର୍ଣ୍ଣଡ ସୋମବାର ସକାଳେ ୮୧ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। କର୍ଣ୍ଣଡ […]
ସ୍ପାନିଶ୍ ତାରକା ରାଫେଲ ନାଦାଲ ଦ୍ବାଦଶ ଥର ପାଇଁ ଫ୍ରେଞ୍ଚ ଓପନ୍ ଟାଇଟଲ ହାସଲ କରିଛନ୍ତି । ରବିବାର ଅଷ୍ଟ୍ରେଲିଆର ଡୋମିନିକ୍ ଥିମ୍ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ତିନିଘଣ୍ଟାର ସମୟ ନେଇ ନାଦାଲ ଥିମ୍ଙ୍କୁ 6-3, 5-7, […]
ଚୀନ୍ରେ ଏକ ପଥର ଖଣି ଭୁଶୁଡି 9 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ 10 ଜଣ ଆହତ ହୋଇଛନ୍ତି । ଚୀନ୍ର ଉତ୍ତର ପୂର୍ବୀୟ ଅଞ୍ଚଳରେ ଥିବା ଜିଲିନ୍ ପ୍ରଦେଶରେ ଏହିୀ ଅଘଟଣ ସୋମବାର ଦିନ […]
ଆଜିର ବିଶ୍ବକପ୍ ମ୍ୟାଚ୍ରେ ମୁକାବିଲା କରିବେ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟ ଇଣ୍ଡିଜ୍ । ଚଳିତ ବିଶ୍ବକପ୍ରେ ଆଫ୍ଗାନିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ଖେଳିଥିବା ସମସ୍ତ ୩ଟି ଲିଗ୍ ମ୍ୟାଚ୍ରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ସୋମବାର ଅପରାହ୍ନ 3ଟାର […]