ଆଜିର ଖବର

ଭୁବନେଶ୍ବର: ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ହୋଇଛି। ଆଜି ଖୋର୍ଦ୍ଧା…

କୋଲକାତା, ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କର ସ୍ବାସ୍ଥ୍ୟ ଖରପା ହେବାରୁ ସେ ଏକ ଘରୋଇ ହସପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ…

ଭୁବନେଶ୍ବର:  ରାଜ୍ୟରେ ଆଜି ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…

ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ…

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୧ ହଜାର…

ନୂଆଦିଲ୍ଲୀ, ଦୀପାବଳିରେ ସୁରକ୍ଷା ବାହିନୀଙ୍କ ପାଇଁ ଦୀପଟିଏ ଜାଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଅନୁସାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହାକୁ ପାଳନ କରୁଛନ୍ତି।

ପାଟନା, ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ନୀତିଶ କୁମାର ଆଜି ସଂଧ୍ୟାରେ ଦୀପ ଲଗାଇ ପାଳନ କରିଛନ୍ତି ବିଜୟ ଦୀପାବଳି

କୋଲକାତା, ଆଜି ଦୀପାବଳିରେ କୋଲକାତାର ଏକ ବସ୍ତି ହୁ ହୁ ହୋଇ ଜଳିବାରେ ଲାଗିଛି। କୋଲକାତାର ନୂଆ ଟାଉନର ନିବେଦିତା ପଲ୍ଲୀ ବସ୍ତିରେ ଏହି ନିଆ ଲାଗିଛି।…

ନୂଆଦିଲ୍ଲୀ, ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ନ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ଉଷା ପାଢୀ ନିଜ କାର୍ଯ୍ୟାଳୟରେ ମୁତୟନ ସିଆଇଏସଏଫ ଯବାନଙ୍କ ସହିତ ଦୀପାବଳି…

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ…

ଯାଜପୁର, ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରୀ ମନା କରାଯାଇଥିବା ବେଳେ କେତେ ସ୍ଥାନରେ ବାଣ ବିକ୍ରେତାମାନେ ଚୋରାରେ ବାଣ ବିକ୍ରୀ କରୁଛନ୍ତି। ସେ ସବୁକୁ ଜବତ…

ଲକ୍ଷ୍ମୌ, ଉତ୍ତର ପ୍ରଦେଶରେ ସବୁଠାରୁ ମହଙ୍ଗା ଜମି ରେଜିଷ୍ଟ୍ରେସନ ଗତ ଶୁକ୍ରବାର ଦିନ ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ରେଜିଷ୍ଟ୍ରେସନ ଫି ବାବଦକୁ…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୫…

ବୀରମହାରାଜପୁର: ନିଜ ଦେହରେ କିରୋସିନ ଢାଳି ‌ଜଣେ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ଏପରି ଏକ…

ମୁମ୍ବାଇ, ଆସନ୍ତା ସୋମବାରଠାରୁ ମହାରାଷ୍ଟ୍ର ସମସ୍ତ ମନ୍ଦିର ଓ ଧର୍ମସ୍ଥଳ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ସରକାର ଏକ ବିଜ୍ଞପ୍ତି…

ନୂଆଦିଲ୍ଲୀ, ମାତ୍ର 12 ଖଣ୍ଡ ଭୋଟରେ ହାରି ଯାଇଛନ୍ତି ବିହାରର ଜଣେ ପ୍ରାର୍ଥୀ। ସେ ହେଉଛନ୍ତି ହିଲସା ନିର୍ବାଚନ ମଣ୍ଡଳିର ଆରଜେଡି ପ୍ରାର୍ଥୀ ଶକ୍ତି ସିଂ ଯାଦବ।…

ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ…

ପାଟନା, ଦୁଇଜଣ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ନେଇ ଚାଲିଛ ଚର୍ଚ୍ଚା। ଗତକାଲି ରାତିରେ ମହାମେଣ୍ଟର କଂଗ୍ରେସ ଦଳ ବିଧାୟକଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଦୁଇଜଣଙ୍କୁ…

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର,…

ଯୋଧପୁର, ରେଳବିଭାଗ ତରଫରୁ ଦୀପାବଳି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତକାଲିଠାରୁ ଯୋଧପୁର ରେଳ ଷ୍ଟେସନକୁ ରଂଗୀନ ଆଲୋକମାଳାରେ ସଜାଯାଇଛି।