ବରିଷ୍ଠ ଅଭିନେତା ତଥା ରାଜନେତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ…
ଆଜିର ଖବର
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତୋପ ଏବଂ ନିଜକୁ ଏକେ ୪୭ ସହିତ ତୁଳନା କରିଛନ୍ତି କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ଏହା ସହିତ…
୨୦୧୯ ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ଏକ ବୃହତ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି…
ରାଜସ୍ଥାନର ଅଲଓ୍ବାରରେ ଗଣଧର୍ଷଣର ଶିକାର ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ…
ପଶ୍ଚିମବଙ୍ଗରେ ଜାରି ରହିଥିବା ନିର୍ବାଚନୀ ହିଂସାକୁ ଆଖିରେ ରଖି ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।…
ଫ୍ରେଞ୍ଚ ଓପନ୍ରୁ ଓହରିବା ନେଇ ଘୋଷଣା କରିଛନ୍ତି ମାରିଆ ସାରାପୋଭା । ନିଜର ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏକ ଭାବବିହ୍ବଳ ମେସେଜ୍ ଜରିଆରେ ଏହି ଘୋଷଣା କରିଛନ୍ତି ଏହି…
ଗୁରୁବାର ପୁଲଓ୍ବାମାରେ ଚାଲିଥିବା ସେନାର ଏନକାଉଣ୍ଟରରେ ୫ଜଣଙ୍କ ପ୍ରାଣହାନି ଘଟିଛି । ନିହତଙ୍କ ମଧ୍ୟରେ ୪ଜଣ ଆତଙ୍କବାଦୀ ରହିଥିବା ବେଳେ ୟୁନୁସ ଜଲାଲ ନାମକ ଜନୈକ ସାଧାରଣ…
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସର୍କଟ ହାଉସ୍ରେ ବାତ୍ୟା ଫନିର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରେ ପ୍ରଳୟଙ୍କାରୀ…
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବୁଧବାର ଦିନ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି।…
ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଉ ହାତରେ ୪ଟି ଦିନ। ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ…
ଆଜି ହେଉଛି ଧକ୍ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ୍ଙ୍କ ଜନ୍ମଦିନ। ୧୯୬୭ ମସିହାରେ ଆଜିର ଦିନରେ ମୁମ୍ବାଇଠାରେ ଏହି ଅଭିନେତ୍ରୀ ଜଣକ ଜନ୍ମ ହୋଇଥିଲେ। ଫିଲ୍ମି ବ୍ୟାକ୍ ଗ୍ରାଉଣ୍ଡରୁ…
ଫନି ବାତ୍ୟା ଯୋଗୁଁ ଓଡ଼ିଶାରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆଜି ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି। ସେହି ପ୍ରାଥମିକ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟରେ ୧୧ହଜାର…
ଚଳିତ ଲୋକସଭା ନିର୍ବାଚନର ୬ଟି ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଛି। ଶେଷ ହୋଇଥିବା ସମସ୍ତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖାଦେଇଛି।…
ସମୀକ୍ଷା ବ୍ୟୁରୋ ଫନି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି…
ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ କେତେ ତାରିଖରେ…
ଚଳିତ ବର୍ଷର ସିଏଟ୍ କ୍ରିକେଟ୍ ରେଟିଂ (ସିସିଆର୍) ଇଣ୍ଟରନ୍ୟାସନାଲ୍ ଆଓ୍ବାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଦିଆଯାଇଥିବା ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରିକେଟ୍ ଖେଳାଳୀମାନଙ୍କୁ…
ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ହାତରେ କେଇଟା ଦିନ। ସବୁ ରାଜନୈତିକ ଦଳ ଏବେ ଜୋର୍ସୋର୍ରେ ପ୍ରଚାର ପ୍ରସାର ଚଳାଇଥିବାବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟ ବେଶ୍…
ବଲିଉଡରେ ଡେବ୍ୟୁ କରିବେ ଆଲିଆ। କଥାଟି ଟିକେ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଠାରେ ଆଲିଆ ଭଟ୍ଟଙ୍କ କଥା କୁହାଯାଉନାହିଁ। ପୂଜା ବେଦୀଙ୍କ ଝିଅ ଆଲିଆ ଫଣ୍ଣିଚରଓ୍ବାଲାଙ୍କ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋଶାଲ୍ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି।…
ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜବାଦ ଜରୀଫ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜରୀଫ ଇରାନରୁ ତୈଳ ଆମଦାନୀକୁ ନେଇ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ନେଇ ଭାରତୀୟ…
ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍କୁ ଏକ ବଡ଼ ସଫଳତା ମିଳିଛି। ସ୍ପେଶାଲ ସେଲ୍ ଜୈଶ୍-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ସଦସ୍ୟ ଅବଦୁଲ ମଜିଦ ବାବାକୁ ଗିରଫ କରିଛି। ସ୍ପେଶାଲ…

