ଭୁବନେଶ୍ଵର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିନକିଆ ନବରଙ୍ଗପୁର ଗ୍ରସ୍ତରେ ଯାଇ ରାଜସ୍ୱ ବିଭାଗ ଓ ଧାନ କିଣା ପ୍ରକ୍ରିୟାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଏହି ଅବସରରେ ମିଲରମାନଙ୍କୁ ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଧାନ କିଣିବା ପାଇଁ ଜିଲ୍ଲା […]
ନୂଆଦିଲ୍ଲୀ: ନ୍ୟାସନାଲ୍ ଷ୍ଟାଡିୟମରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ୩ କିଲୋମିଟର ଯାତ୍ରା ପାଇଁ ପାଖାପାଖି ୫୦୦ ସାଇକେଲ ଉତ୍ସାହୀ ଯୋଗ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ସାଇକେଲିଂକୁ ଏକ ସ୍ଥାୟୀ ଏବଂ ସୁସ୍ଥ ପରିବହନ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ଭୁବନେଶ୍ୱର: ବରିଷ୍ଠ ଆଇଏସ ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ଏସସି ଏସଟି ବିଭାଗରୁ ତାଙ୍କୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ସେ ୩ ଟି ପ୍ରମୁଖ ବିଭାଗର ସଚିବ ଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡିଆ ଭାଷା […]
ନୂଆଦିଲ୍ଲୀ: ସମ୍ବିଧାନର ୭୫ ବର୍ଷ ଉପରେ ରାଜ୍ୟସଭା ଆଲୋଚନା ବେଳେ ଗୃହମନ୍ତ୍ରୀ ଅମିତ ଶାହା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି), ମୁସଲିମ୍ ବ୍ୟକ୍ତିଗତ ଆଇନ ଏବଂ ଧାର୍ମିକ ସଂରକ୍ଷଣ ସମେତ ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଲୋକପାତ କରିଥିଲେ। ଦୁଇ ଦିନିଆ ମାରାଥନ୍ […]
ଭୁବନେଶ୍ୱର: ଆଜି କଟକ ସହରରେ ଫିଟ୍ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଇକେଲ୍ ଚଳାଇବା ଏବଂ ଶାରୀରିକ ଭାବେ ଫିଟ୍ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ସାଇକେଲ୍ ଶୋଭାଯାତ୍ରା ଐତିହାସିକ କଟକ ବାରବାଟୀ ଦୁର୍ଗ […]
ନୂଆଦିଲ୍ଲୀ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଲ୍ ଆଜି ସଂସଦରେ ଉପସ୍ଥାପିତ ହୋଇଛି। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏହାର ସାଂସଦମାନଙ୍କୁ ହ୍ଵିପ ଜାରି କରି ସେମାନଙ୍କୁ ଉପସ୍ଥିତ ରହିବାକୁ କହିଥିଲା। ଏହା ସତ୍ତ୍ୱେ ୨୦ ରୁ ଅଧିକ ସାଂସଦ ଅନୁପସ୍ଥିତ […]
ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି। ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି, କଂଗ୍ରେସ […]
ନୂଆଦିଲ୍ଲୀ: ବ୍ରିସବେନରେ ବର୍ଷା ହେତୁ ‘ଗାବା’ ଟେଷ୍ଟ ଡ୍ର ଆଡକୁ ଗତି କରୁଥିବା ଜଣାପଡିଛି। କେବଳ ବର୍ଷା ନୁହେଁ, ‘RRR’ ମଧ୍ୟ ଏହି ଟେଷ୍ଟ ଡ୍ର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣାପଡିଛି। ବର୍ତ୍ତମାନ ଆପଣ ଭାବୁଥିବେ ଏହି […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ତିନି ଦିନ ଅର୍ଥାତ ୧୮, ୧୯ ଓ ୨୦ ତାରିଖ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା କୋରାପୁଟ ଜିଲ୍ଲା ମହୋତ୍ସବ “ପରବ […]
ପୁରୀ: ଆଜିଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଆରମ୍ଭ ହୋଇଅଛି। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ରତ୍ନ ଭଣ୍ଡାର ଭିତରେ ଭାରା ବନ୍ଧା କାର୍ଯ୍ୟ ଆରମ୍ଭ କରାଯାଇଅଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ […]
ଲକ୍ଷ୍ନୌ: ବିଧାନସଭାର ଶୀତକାଳୀନ ଅଧିବେଶନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତା ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, କଂଗ୍ରେସ ନେତା ଏଥର ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ଚାଲୁଛନ୍ତି। ସିଏମ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତରେ ଯିବେ। ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ। ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ […]
ନୂଆଦିଲ୍ଲୀ: ରୁଷର ଆଣବିକ ସୁରକ୍ଷା ପ୍ରଭାରୀ ରୁଷୀୟ ଜେନେରାଲ୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ମସ୍କୋରେ ଏହି ବିସ୍ଫୋରଣ ଘଟିଛି। ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ ଆଜି ଏକ ଆବାସିକ ବ୍ଲକରୁ ବାହାରକୁ ଯାଉଥିବାବେଳେ ଏକ ସ୍କୁଟରରେ ରଖାଯାଇଥିବା ବୋମା ବିସ୍ଫୋରଣ […]
ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଥିବାବେଳେ ଅନ୍ୟ ପଟେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ଜାରି […]
ଭୁବନେଶ୍ଵର: ଗତକାଲି ସୋମବାର ପୁରୀ ଜିଲ୍ଲା ବଳଙ୍ଗା ଥାନାର ନବ ନିର୍ମିତ ଅତ୍ୟାଧୁନିକ ଥାନା ଗୃହ ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଏହି ଥାନା ବ୍ୟତୀତ ଜିଲ୍ଲାର ଅନ୍ୟ ଦୁଇ ପ୍ରମୁଖ ଥାନା ଡେଲାଙ୍ଗ ଓ […]
ଭୁବନେଶ୍ଵର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ନୟାଗଡ଼ ଜ଼ିଲ୍ଲା ଗଣିଆ ବ୍ଲକ ବଡମୂଳ ଗ୍ରାମରେ ଥିବା ମା ବଡରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ପୁରୀରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୧-୨୨ ତାରିଖରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଲ୍ଫ ଦେଶ କୁଏତ ଗସ୍ତକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଭାରତ ଆସି କୁଏତ ଗସ୍ତ ପାଇଁ […]
ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଥିବାବେଳେ ଅନ୍ୟ ପଟେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ […]
ନୂଆଦିଲ୍ଲୀ: ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ। ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଏସିଆ […]
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସୋମବାର ଦିନ “ପାଲେଷ୍ଟାଇନ” ଲେଖାଥିବା ହ୍ୟାଣ୍ଡବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି। ଏହି ପଦକ୍ଷେପକୁ ପାଲେଷ୍ଟାଇନ ଲୋକଙ୍କ ସହ ସମର୍ଥନ ଏବଂ ଏକତାର ପ୍ରଦର୍ଶନ ଭାବରେ ଦେଖାଯାଉଛି। ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପ୍ରତୀକାତ୍ମକ ପଦକ୍ଷେପ ଉପରେ […]
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ବାଲିନାସୀ ରଘୁରାୟ ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୨୯ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ପକ୍ଷୀ ଶିକାରୀଙ୍କୁ ଗିରଫ […]