ଭୁବନେଶ୍ୱର: ଜୁଲାଇ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି(SLBC)ର ୧୮୪ତମ ବୈଠକ ୫ ସେପ୍ଟେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ…
ଆଜିର ଖବର
ନୂଆଦିଲ୍ଲୀ: ମଞ୍ଚରେ ଥିଲା ଦୁନିଆର ନଜର। ହାତରେ ଥିଲା ଆତ୍ମବିଶ୍ୱାସ ଓ ମନରେ ଥିଲା ସମାଜ ପାଇଁ କିଛି କରିବାର ସ୍ୱପ୍ନ। ଶେଷ ପର୍ଯ୍ୟାୟରେ ନିଜ ଚିନ୍ତାଧାରା…
ଜଗତସିଂହପୁର: ମଦ ପିଇବା ପାଇଁ ଟଙ୍କା ମାଗିଥିଲା ସ୍ୱାମୀ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ରାଗରେ ନିୟନ୍ତ୍ରଣ ହରାଇ…
ପାଟନା: ରବିବାର ଭୋର ସମୟରେ ବିହାରର ଆରା ରେଳ ଷ୍ଟେସନ ନିକଟରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଛି। ପୂର୍ବ…
କଟକ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ MMIT ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ…
ଭୁବନେଶ୍ୱର: ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି। ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି। ଏହିସବୁ…
ମେଷ : ଆଜି ଧାଁଧପଡ ଅଧିକ ହେବ। କଥାବାର୍ତ୍ତାରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ଲାଭରେ ହ୍ରାସ ହୋଇପାରେ।…
ରଣପୁର: ପବିତ୍ର ଗୁରୁ ଦିବସ ଅବସରରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା…
ନୂଆଦିଲ୍ଲୀ: ଗୁରୁ ଦିବସର ପବିତ୍ର ଅବସରରେ ନୂଆଦିଲ୍ଲୀସ୍ଥିତ ଏକ ବିଶେଷ ସମାରୋହରେ ସାରା ଦେଶର ଅସାଧାରଣ ଓ ଉତ୍ସର୍ଗୀକୃତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ…
ରାୟପୁର: ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ୨୦୧୩ ମସିହାର ବହୁଚର୍ଚ୍ଚିତ ଛତିଶଗଡ଼ ଝୀରମ ଘାଟୀ ନକ୍ସଲ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥାର ବିଶେଷ ଅଦାଲତ ଗୁରୁତ୍ୱପୂର୍ଣ୍ଣ…
ଭୁବନେଶ୍ବର: ରାଜ୍ୟରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ ଜାରି…
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ମାର୍ଚ୍ଚ ମାସ ଶେଷ ଅଥବା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏ ନେଇ ରାଜ୍ୟ ନିର୍ବାଚନ କମିଶନର…
ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯିବ। ଏନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇସାରିଛନ୍ତି ବୋଲି ଶନିବାର ଆଶ୍ୱାସନା ଦେଇଛନ୍ତି ଉଚ୍ଚଶିକ୍ଷା…
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚୂଡ଼ାନ୍ତ ହୋଇଛି ଶୁଭ ଲଗ୍ନ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହେବାକୁ ଥିବା ଏହି ପାରମ୍ପରିକ କୃଷିଭିତ୍ତିକ…
ଭୁବନେଶ୍ବର : ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର । ରସୁଲଗଡ଼ ଫ୍ଲାଏଓଭର ଉପରେ ବାଇକ୍ ରହିଥିବାବେଳେ ହଠାତ୍ ତଳକୁ ଖସିପଡ଼ିଲେ ଜଣେ ଯୁବକ। ଫ୍ଲାଏଓଭର ଉପରୁ…
ତେହେରାନ: ଇରାନର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ (ଖାର୍ଗ ଆଇସଲାଣ୍ଡ) ନିକଟରେ ଆଜି ଏକ ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ଆକ୍ରମଣ…
ବାଲିପାଟଣା: ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ବାଲିପାଟଣା ଥାନା ବସନ୍ତମାଳ ଓରିସ ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଦୀର୍ଘଦିନ ଧରି ଚାଲିଥିବା…
ନୂଆଦିଲ୍ଲୀ: ବିଶ୍ୱ ମାନଚିତ୍ରରେ ଦେଶ ଏବଂ ମହାଦେଶର ଆକାର ପ୍ରାୟତଃ ସେମାନଙ୍କର ପ୍ରକୃତ ସ୍ଥିତିଠାରୁ ଭିନ୍ନ। ଜାତିସଂଘ ସାଧାରଣ ସଭା ଏହାକୁ ସଂଶୋଧନ କରିବା ପାଇଁ ଏକ…
ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବ। ଟିମ୍ ଇଣ୍ଡିଆ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିସାରିଛି, କିନ୍ତୁ ଏହା…
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବଢ଼ିଥିବା ବିବାଦ ମଧ୍ୟରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଗତକାଲି ବିଳମ୍ବିତ…

