ଆଜିର ଖବର

ଦୁଇଥର ମଧ୍ୟଦୂରଗାମୀ ବିଭାଗରେ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କାଷ୍ଟର ସେମେନ୍ୟାଙ୍କ ଆବେଦନ ଖାରଜ ହୋଇଛି । ହାଇପର ଆଣ୍ଡ୍ରୋଜେନ୍‌କୁ ନେଇ ସେମେନ୍ୟା କୋର୍ଟ ଅଫ ଆର୍ଟିବେସନ୍‌ରେ…

ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ 50 ସପ୍ତାହ ବା ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଜାମିନ ନିୟମ ଭଙ୍ଗ କରିଥିବାରୁ ଗତମାସରେ ଇକ୍ବେଡରର ଲଣ୍ଡନ…

ଫନି ବାତ୍ୟା କ୍ଷୟକ୍ଷତି ଲକ୍ଷ ରଖି ପୂର୍ବତଟ ରେଳବାଇ 74ଟି ଟ୍ରେନକୁ ବାତିଲ କରିଛି। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି…

ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଅପୂର୍ବୀ ଚାଣ୍ଡେଲା। ବୁଧବାର ଆଇଏସଏସ୍‌ଏଫ୍‌ ପକ୍ଷରୁ ୧୦ ମି. ଏୟାର ପିସ୍ତଲ ମାନ୍ୟତା ପ୍ରକାଶ ପାଇଛି। ଏହି…

ନିର୍ବାଚନ କମିଶନଙ୍କ ନୋଟିସ୍‌ର ଗୋଟିଏ ଦିନ ପରେ ସମାଜବାଦୀ ପାର୍ଟିର ସାଂସଦ ପ୍ରାର୍ଥୀ ତେଜ୍‌ ବାହାଦୂରଙ୍କ ନାମାଙ୍କନ ଖାରଜ କରିଛନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଭାରତୀୟ ବ୍ୟାଡମିଣ୍‌ଟନ ଷ୍ଟାର ସାଇନା ନେହ୍ବାଲ ନିଜର ଖରାପ ଫର୍ମ ଜାରି ରଖିଛନ୍ତି। କ୍ରମାଗତ ଭାବରେ ଚତୁର୍ଥ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ସାଇନା। ସାଇନା ପ୍ରଥମ ରାଉଣ୍ଡରେ…

ବନ୍ଦ ହୋଇଯାଇଥିବା ଏୟାର ଲାଇନ୍ସ ଜେଟ୍‌ ଏୟାରଓ୍ବେଜ୍‌କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ବନ୍ଦ ହେବା ପୂର୍ବରୁ ହୋଇଥିବା ଆଡଭାନ୍ସ ବୁକିଂ ଗୁଡିକ…

ମହାରାଷ୍ଟ୍ରର ଗଡିଚିରୋଲୀରେ ନକ୍ସଲଙ୍କ ତାଣ୍ଡବ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଦିବସ ପାଳନ ଅବସରରେ ନକ୍ସଲ ମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଯଦ୍ବାରା ୧୬ ସୁରକ୍ଷାକର୍ମୀ…

ରାଜ୍ୟରେ ମେ ୧୫ ଯାଏଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ରେଳ ଚଳାଚଳ ସ୍ଥଗିତ ରଖିବା…

ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ଇଷ୍ଟରରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବୁର୍ଖା ସହିତ ଚେହେରା ଢ଼ାଙ୍କିବା ଭଳି…

ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସ୍‌ମିଟ୍‌ରେ ମତଦାନ ହାର ସମ୍ପର୍କରେ ସୂଚନା ଦେଇଛନ୍ତି। ଚତୁର୍ଥ…

ତାମିଲ୍‌ ଫିଲ୍ମ ଜଗତର ସୁପରଷ୍ଟାର ଅଜିତ୍‌ କୁମାର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ମେ୧,୧୯୭୧ରେ ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ ଅଜିତ୍‌। ଜଣେ ପେସାଦାର ରେସର୍‌…

ବଲାଙ୍ଗୀର ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ମାଓବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି କମ୍ବିଂ…

ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସ୍‍ଏ) ମୁଖ୍ୟ ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କୁ ‘ଜେଡ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ବ୍ୟତୀତ ପଶ୍ଚିମବଙ୍ଗରୁ…

ଚଳିତ ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ଦରରେ ବୃଦ୍ଧି ଘଟିଛି। ସରକାରୀ ସେକ୍ଟରରେ ତୈଳ କମ୍ପାନୀଗୁଡ଼ିକ…

ଗୁଗୁଲ୍‌ର ଚେୟାରମ୍ୟାନ୍‌ ଏରିକ୍‌ ସ୍ମିଡ୍‌ଟ ଗୁଗୁଲ୍‌ ଛାଡିବେ ବୋଲି ଜଣାପଡିଛି । ଗୁଗୁଲ୍‌ର ମୂଳ କମ୍ପାନୀ ଆଲ୍ଫାବେଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ଜୁନ୍‌ରେ…

ସମାଜବାଦୀ ପାର୍ଟି ନେତ୍ରୀ ତଥା ପୂବର୍ତନ ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜୟା କହିଛନ୍ତି ବର୍ତ୍ତମାନ ଦେଶର ସୁରକ୍ଷା ଦାୟିତ୍ବରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ମୋଦି ଘୋଡା ବେପାରରେ ବ୍ୟସ୍ତ ଅଛନ୍ତି ବୋଲି ମମତା କଟାକ୍ଷ କରିଛନ୍ତି। ଟିଏମ୍‌ସିର ୪୦…

ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଗୁଳିକାଣ୍ଡରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫାନି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି 2…