ଆଜିର ଖବର

ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଏବଂ ବିଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବଙ୍କ ସହିତ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାମେଣ୍ଟରେ…

ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ଅନ୍ୟ ୩ ଜଣ ସେକ୍ଟର…

ହିଲିୟମ୍‌ ହାଇଡ୍ରାଇଡ୍‌ ଆୟନ ଯାହାକୁ ବିଶ୍ବର ପ୍ରଥମ କଣିକା ବୋଲି ବିବେଚନା କରାଯାଏ ମହାକାଶରେ ଏହାର ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ନାସାର ପରୀକ୍ଷଣ ଯାନ ସୋଫିଆ ଏହି…

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମାରାଥନ ପ୍ରଚାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ…

ବିଜେପିରେ ନୂତନ ଭାବରେ ଯୋଗ ଦେଇଥିବା ସାଧ୍ବୀ ପ୍ରଜ୍ଞା ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିରୋଧରେ ବୟାନ ଦେଇଛନ୍ତି। ସାଧ୍ବୀ କହିଛନ୍ତି ମୋ ଅଭିଶାପରେ ଏହି…

ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ବୁଲନ୍ଦସହରର ଶିକାରପୁର ଅଞ୍ଚଳର…

ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ନାଗପୁର ସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ…

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡେନକର ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ତାଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। ମୁହଁରେ ଗମ୍ଭୀର ଭାବରେ…

ଥାନା ମଧ୍ୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଅଭିଯୋଗରେ ତ୍ରିପୁରା କଂଗ୍ରେସ ମୁଖ୍ୟ ପ୍ରଦ୍ୟୋତ ଦେବ ବର୍ମନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୂର୍ବ ତ୍ରିପୁରାର ସାଂସଦ ପ୍ରାର୍ଥୀ…

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦ୍ଦିକ ପଟେଲଙ୍କୁ ଏକ ନିର୍ବାଚନୀ ସଭାରେ ଆକ୍ରମଣ କରାଯାଇଛି। ଗୁଜରାତର ସୁରେନ୍ଦ୍ରେ ନଗରରେ ଏକ ଜନ ଆକ୍ରୋଶ ସଭାକୁ ସମ୍ବୋଧି୍ତ…

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ସେକିଛି କର୍ମୀଙ୍କ ଦଳରେ ସାମିଲ ହେବା ନେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ।…

ଜାପାନିଜ୍‌ କାର୍‌ ନିର୍ମାଣକାରୀ କମ୍ପାନୀ ଟୟୋଟା ଏବଂ ନିବେଶକ କମ୍ପାନୀ ସଫ୍ଟ ବ୍ୟାଙ୍କ ଭିଜନ୍‌ ଫଣ୍ଡ ଉବରରେ ୧ ବିଲିୟନ୍‌ ଡଲାର ନିବେଶ କରିବାକୁ ଯାଉଛନ୍ତି। ଶୁକ୍ରବାର…

ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ଗୁରୁବାର ଠାରୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ…

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍‌ଙ୍କୁ ପୋଲିସ୍‌ ରିମାଣ୍ଡରେ…

ଅନୁଗୁଳର ସନ୍ଥପଡାରେ ଏକ ହାତୀ ଅଭାବନୀୟ କାଣ୍ଡ ଘଟାଇଛି। ଏହି ଗାଁରେ ହାତୀଟି ପାଞ୍ଚ ଜଣଙ୍କୁ ଦଳି ମାରି ଦେଇଛି। ଏଥିରେ ଗୋଟିଏ ପରିବାରର ଚାରି ଜଣ…

ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସହ ନେତାଙ୍କ ବିବାଦୀୟ ବୟାନବାଜି ମଧ୍ୟ ଜାରି ରହିଛି। ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ଆରୋପ ପ୍ରତ୍ୟାରୋପର ରାଜନୀତି…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ…

ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ।  ଆଜି ବିଜେଡ଼ି ସୁପ୍ରିମୋ ନବୀନ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ…

ଏ ଆର ମୁରୁଗାଦୋସ ନିର୍ଦ୍ଦେଶିତ ତଥା ରଜନୀକାନ୍ତ ଅଭିନୀତ ଦରବାରରେ ଖଳନାୟକ ଭୂମିକାରେ ଆସିବେ ପ୍ରତୀକ ବବ୍ବର। ପ୍ରଥମ ଥର ପାଇଁ ମୁରୁଗାଦୋସ ରଜନୀକାନ୍ତଙ୍କୁ ନିର୍ଦ୍ଦେଶନା ଦେଉଥିବା…