ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ ରେ ମକ୍ ପୋଲ ପରେ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।…
ଆଜିର ଖବର
ଆସନ୍ତା କାଲି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଗୋଛାପଡ଼ା…
କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଆଜି ନିଜ ଦଳ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, କଂଗ୍ରେସରେ ଗୁଣ୍ଡାଙ୍କୁ ସାମିଲ୍ କରିବାକୁ ନେଇ…
ଢେଙ୍କାନାଳ ପଲ୍ଲିଶ୍ରୀ ପଡ଼ିଆରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା…
ରାଜନୀତିରେ ରୋଡ୍ ଶୋ’ ଏକ ପ୍ରମୁଖ ଅଂଶବିଶେଷ ପାଲଟିଛି। ପ୍ରାୟ ସମସ୍ତ ରାଜନୈତିକ ଦଳ ରୋଡ୍ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରାଉଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ…
୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଗୁରୁବାର ଭୋପାଳ ବିଜେପି ମୁଖ୍ୟ…
ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣାର ଦୁଇ ଦିନ ପରେ ବିସିସିଆଇ ଅତିରିକ୍ତ ଖେଳାଳିଙ୍କ ନାମ ଘୋଷଣା କରିଛି। ୧୫ ଜଣିଆ ଦଳରୁ ବାଦ ପଡିଥିବା ଦୁଇ…
ସ୍ଥାନୀୟ ନିଳାଦ୍ରିବିହାର ମଙ୍ଗଳାବସ୍ତିରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ବେଳେ ଆକ୍ରମଣ କରାଯିବାରୁ ୯ଜଣ ଭାଜପା କର୍ମୀ…
ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍କୁ ଯାଉଥିବା ବେଳେ ପୋଲିଂ ଗାଡିକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଉକ୍ତ ଗାଡିରେ ପୋଲିଂ କର୍ମଚାରୀମାନେ ଯାଉଥିଲେ। ଦୁର୍ବୃତ୍ତମାନେ ପୋଲିଂ କର୍ମଚାରୀଙ୍କୁ ବାହାରକୁ…
ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିବାଦୀୟ ବୟାନ ନେଇ ବିଭିନ୍ନ ନେତାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଲାଗିଥିଲେ ମଧ୍ୟ ବିବାଦୀୟ ବୟାନରୁ କ୍ଷାନ୍ତ ରହୁନାହାନ୍ତି ନେତା।…
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ବୁଧବାର ଦିନ ଓ୍ବାୟନଡ଼ ସଂସଦୀୟ କ୍ଷେତ୍ରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କହିଛନ୍ତି ଯେ, ଆମେ ମିଛ ପ୍ରତିଶ୍ରୁତି…
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଡିଏମ୍କେ ସାଂସଦ ପ୍ରାର୍ଥୀ କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢାଉକୁ ସମାଲୋଚନା କରିଛନ୍ତି। ବୁଧବାର ଚିଦାମ୍ବରମ୍…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଳବୈଶାଖୀ ଝଡତୋଫାନରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କ ପାଇଁ ୨ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ, ଗୁଜରାତ, ରାଜସ୍ଥାନ ଏବଂ ମଣିପୁରରେ…
ନିର୍ବାଚନ କମିଶନଙ୍କ ଆମ୍ବାସଡର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର…
ପଶ୍ଚିମବଙ୍ଗର ଟିଏମସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଂଲାଦେଶର ଅଭିନେତା ଫିର୍ଦ୍ଦୋସ୍ ଅହମଦଙ୍କ ଭିସାକୁ ରଦ୍ଦ କରାଯାଇଛି। ଏହାସହ ତାଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି।…
ଆଜି ପରଦାକୁ ଆସିଛି କରନ୍ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍ ଧୱନ,…
ଏପ୍ରିଲ୍ ୧୮ ତାରିଖ ଅର୍ଥାତ୍ ଗୁରୁବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା…
କ୍ରିକେଟର ତଥା ରାଜନେତା ନଭଜୋତ ସିଂ ସିଦ୍ଧୁଙ୍କୂୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ମୁସଲିମ୍ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସିଦ୍ଧୁ ଦେଇଥିବା ବିବାଦୀୟ ବୟାନକୁ…
ମହାରାଷ୍ଟ୍ରରେ ମାଢାଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କଂଗ୍ରେସ ମୋତେ ଗାଳି ଦେଉ…
ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କୁ ଆକ୍ରମଣ କରିଛନ୍ତି କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ। ଗଲିବୟ ଚଳଚିତ୍ରରେ ଆଲିଆଙ୍କ ଅଭିନୟକୁ ସମାଲୋଚନା କରିଥିଲେ କଙ୍ଗନା। କଙ୍ଗନା କହିଥିଲେ…
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଧମକ ଦେଇଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ରାହୁଲ ନିଜ ମନ୍ତବ୍ୟରେ ମୋଦି…

