ଆଜିର ଖବର

ମହିଳା ମାନଙ୍କ ମସ୍‌ଜିଦ୍ ପ୍ରବେଶ ଏବଂ ପ୍ରାର୍ଥନା ଉପରେ ରହିଥିବା କଟକଣାକୁ ନେଇ ଦାୟର କରାଯାଇଥିବା ଏକ ମାମଲାକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜନୈକ ମହାରାଷ୍ଟ୍ର…

ରାଜକୁମାର ଗୁପ୍ତାଙ୍କ ବହୁ ପ୍ରତୀକ୍ଷିତ ହିନ୍ଦି ଫିଲ୍ମ ଇଣ୍ଡିଆସ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟିଜର୍‌ ରିଲିଜ୍‌ ହୋଇଛି। ଫିଲ୍ମର ୯୦ ସେକେଣ୍ଡର ଟିଜରରେ ଅର୍ଜୁନଙ୍କ ଚରିତ୍ର ପ୍ରଭାତ କପୁରଙ୍କ…

ନିକଟ ଅତୀତରେ ଅନ୍ୟୁନ ୩୬ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ଜଜ୍ ଅରବିନ୍ଦ କୁମାରଙ୍କ…

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍‌। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ…

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ ୨୦୧୯ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ  ଆଜି ଠାରୁ ଏପ୍ରିଲ୍‌ ୨୭…

ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ…

ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ…

ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଥମେ ସମ୍ବଲପୁରୀ ଭାଷାରେ…

୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିକୁ ନେଇ ସୁପ୍ରିମ୍‌କୋର୍ଟ ଓଡିଶା, କର୍ଣ୍ଣାଟକ ଏବଂ ଝାଡଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଖଣି ଆବଣ୍ଟନ ନେଇ ହୋଇଥିବା…

ଇକ୍ବେଡରର ସରକାରୀ ଓ୍ବେବ୍‌ସାଇଟ୍‌ ଗୁଡିକ ଉପରେ ୪ କୋଟିରୁ ଅଧିକ ଥର ଆକ୍ରମଣ ହୋଇଥିବା ନେଇ ଇକ୍ବେଡର ରାଷ୍ଟ୍ରପତି ଲେନିନ୍‌ ମରେନୋ ସୂଚନା ଦେଇଛନ୍ତି। ଓ୍ବିକିଲିକ୍ସର ପ୍ରତିଷ୍ଠାତା…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍‌,…

ଫ୍ରାନ୍ସର ପ୍ୟାରିସ୍‌ରେ ଅବସ୍ଥିତ ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ରା-ଡାମ୍‌ କ୍ୟାଥେଡ୍ରଲରେ ସୋମବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୮୦୦ ବର୍ଷ ପୁରୁଣା ଏହି ବିଶ୍ଵ ଐତିହ୍ୟ ଜଳିପୋଡ଼ି ପାଉଁଶ…

ନ୍ୟାସଲାସିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରମୁଖ ଶରଦ ପଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍…

ରାଜଧାନୀର ଏକ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। କମିଶନରେଟ ପୁଲିସ ଏହି କାରଖାନାକୁ ଠାବ କରିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ଜଣେ…

ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ ବୋଲି ଡିଜିପି ବିଜୟ କୁମାର ଶର୍ମା ସୂଚନା…

ଆଇସିସି କ୍ରିକେଟ ବିଶ୍ୱକପ୍ ପାଇଁ ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମା ଉପ-ଅଧିନାୟକ ରୂପେ ନିଜର ସ୍ଥାନ ସଂରକ୍ଷିତ…

୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୧ତମ ସୂଚୀ ଜାରି କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ…

ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ…

କଂଗ୍ରେସ ସାଂସଦ ଶଶି ଥରୁର ଏକ ମନ୍ଦିରରେ ପୂଜା ସମୟରେ ତଳେ ପଡିଯାଇଛନ୍ତି। ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଛି। ମନ୍ଦିରରେ ତୁଳାଭରମ ପୂଜା କରୁଥିବା ସମୟରେ ସେ…

ଭାରତ ଆଜି ୧୦୦୦ରୁ ୧୫୦୦  କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ସ୍ୱଦେଶୀ ସବ ସୋନିକ କ୍ରୂଜ ମିଶାଇଲ ନିର୍ଭୟର ସପଳ ପରୀକ୍ଷଣ କରିଛି। ଓଡ଼ିଶାର ଉପକୂଳରେ…