ଆଜିର ଖବର

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ନବୀନ ଏହି ଚିଠିରେ…

ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆଜି ଗିରଫ ହୋଇଛନ୍ତି। ତାଙ୍କ ସରକାରୀ ଗାଡିରୁ ଜବତ ହୋଇଥିବା ଟଙ୍କାର ହିସାବ…

ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନୀଦୀ ଜଳ ବିବାଦ ମାମଲାରେ ଶୁଣାଣୀ ହୋଇଛି।…

ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ଭୟଙ୍କର ରୂପ ନେଇଛି। ପ୍ରବଳ ବର୍ଷାରେ ରାଜ୍ୟରେ ୧୩୩ଟି କୋଠା ଭୁଷୁଡିବା ସହିତ ୧୪ଟି ଜିଲ୍ଲାରେ ୧୫ ଜଣଙ୍କ ପ୍ରାଣହାନି ଘଟିଛି।…

ସ୍ବିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ଦ୍ବାଦଶ ଥର ପାଇଁ ଓ୍ବିମ୍ବିଲଡନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁ୍ଷ୍ଠିତ ସେମିଫାଇନାଲରେ ସ୍ପେନ୍‌ର ରାଫେଲ ନାଦାଲଙ୍କୁ ପରାସ୍ତ କରି…

ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ଷୀର ଚାଷୀଙ୍କ ଠାରୁ ଓମଫେଡ କ୍ଷୀର ନେଇନଥିବା କାରଣରୁ ଚାଷୀମାନେ ସେହି କ୍ଷୀରକୁ ରାସ୍ତାରେ ଢାଳି ନିଜର ଆକ୍ରୋଶକୁ…

ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ଅର୍ଥନୈତିକ ଅଫିସର (ସିଏଫ୍‌ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ଏ ସମ୍ପର୍କରେ…

ସରକାରଙ୍କୁ ଚିଟ୍‌ଫଣ୍ଡ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି । ଜଷ୍ଟିସ୍‌ ଏମଏମ୍‌ ଦାଶ କମିଶନଙ୍କ ଶୁକ୍ରବାର ଏହି ରିପୋର୍ଟ ଦାଖଲ ହୋଇଛି । ରାଜ୍ୟ ଗୃହ ବିଭାଗରେ ରିପୋର୍ଟ…

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଆସନ୍ତା ଅଗଷ୍ଟ ୧ ତାରିଖରୁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲଗାଇବାକୁ ଯାଉଛି। ପୂର୍ବରୁ ନେଟ୍‌ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲାଗୁଥିଲେ…

ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ…

ଅଭିନେତା ବିକ୍ରାନ୍ତ ମେସେ ଏବେ ଅଭିନେତ୍ରୀ ୟାମି ଗୌତମଙ୍କ ସହ ଏକ ରୋମାଣ୍ଟିକ୍‌ ଫିଲ୍ମ ‘ଗିନ୍ନି ଓ୍ବେଡସ୍‌ ସନି’ରେ ନଜର ଆସିବେ । ଏହି ଫିଲ୍ମକୁ ସୌନ୍ଦର୍ଯ୍ୟା…

ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଜୁଆନ୍‌ ଗୁଆଡିଓଙ୍କୁ ସମର୍ଥନ ଜଣାଇଛି ଗ୍ରୀସ୍‌ର ନୂତନ ସରକାର। ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍‌ ମଦୁରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧୨ ତାରିଖରେ ଶେଷ…

କର୍ଣ୍ଣାଟକରେ ରାଜନୈତିକ ହାଇଡ୍ରାମା ସରିବାର ନାଁ ଧରୁନାହିଁ । ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତୁତ…

ଚଳିତ କ୍ରିକେଟ ବିଶ୍ବକପ୍‌ରର ବିରାଟ କୋହଲିଙ୍କ ଭାରତୀୟ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଦଳର ଏହି ପରାଜୟ ପରେ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର…