ଆଜିର ଖବର

ଛତିଶଗଡରେ ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଦାନ୍ତେଓ୍ବାଡେରେ ରବିବାର ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ନକ୍ସଲ…

କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂ ସିଦ୍ଧୁ ଶେଷରେ ପଞ୍ଜାବ କ୍ୟାବିନେଟ୍‌ରୁ  ଇସ୍ତଫା ପ୍ରଦାନ କରିଛନ୍ତି। ରବିବାର ନିଜର ଇସ୍ତଫାପତ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ…

ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଜାତୀୟ ଦଳର ମୁଖ୍ୟ ହୁସେନ୍‌ ମହମ୍ମଦ ଇର୍ସାଦ ରବିବାର ଦିନ ପ୍ରାଣ ହରାଇଛନ୍ତି। ରବିବାର ଦିନ ଏକ ସାମରିକ ହସ୍ପିଟାଲରେ ଚିକିତ୍ସିତ…

ତାଇଓ୍ବାନ ଏବଂ ହାଇତି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ହାଇତି ଗସ୍ତରେ ଯାଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍‌ ନିଜର…

ମୁମ୍ବାଇ କଂଗ୍ରେସର ମୁଖ୍ୟ ଭାବରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ସଭାପତି ଅଶୋକ ଚଭନଙ୍କ ସ୍ଥାନରେ ଶନିବାର ରାତିରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀ…

ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଆ ଏକ ନୂଆ ବିଶ୍ବ ଚାମ୍ପିୟନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍‌ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରୀ ମଦ ଦୋକାନୀ ଏଣିକି ଅଧିକ ମଦ ବିକିଲେ ସେମାନଙ୍କୁ ପୁରସ୍କାର କରାଯିବ। ଏପରି ଏକ ନିୟମ କରାଯାଉ ବୋଲି ବିଧାନସଭା…

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ…

ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା…

କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ସଂକଟରେ  ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର ଗୃହରେ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି…

ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀ, ମହାନାଟୀ, ଗୀତା ଗୋବିନ୍ଦମ ଏବଂ ନୋଟାର ସଫଳତା ପରେ ବିଜୟ ଦେବରକୋଣ୍ଡାଙ୍କ ଡିଅର କମ୍ରେଡ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରଟି…

ଭିଡ଼ହିଂସାକୁ ନେଇ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ଶନିବାର ଭିଡ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଭିଡହିଂସା କବଳରେ କେବଳ ଦଳିତ, ଆଦିବାସୀ…

କର୍ଣ୍ଣାଟକ ରାଜନୀତିରେ ଆଉ ଏକ ନୂତନ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବରୁ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ସହିତ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଚସ୍ପତି…

ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ…

ଆଜି ଶ୍ରୀଜୀଉଙ୍କ ସୁନା ବେଶ। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା…

ପାଟକୁରା ନିର୍ବାଚନ ପ୍ରସଙ୍ଗ ନେଇ ବିଜେପି ନେତା ଦାମ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପାଟକୁରାରେ ପୋଲିସ ସାଧାପୋଷାକରେ ଆସି ପ୍ରଚାର କରୁଛନ୍ତି । ଏବଂ…