ୱେଭ୍ସ ୨୦୨୫ ଅଧୀନରେ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ସିଜନ୍-୧ର ଅଂଶବିଶେଷ ଭାବେ ଏନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରୁଥିବା ଡାନ୍ସିଂ ଆଟମ୍ସ ୨୩ ଜାନୁଆରୀ ୨୦୨୫ରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇଆଇଏମସି) ଠାରେ ଏକ କାହାଣୀ ବର୍ଣ୍ଣନା କର୍ମଶାଳା […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନରେ ନାକଟିଦେଉଳ ନିକଟସ୍ଥ ଟିକିରା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବିଏସଏଫ ଯବାନ ମୃତ୍ୟୁବରଣ କରିଥିବା ଖବର ଜଣାପଡିଛି। ମୃତକ ଯବାନ ହେଲେ ଜଗନାଥପ୍ରସାଦ ଗ୍ରାମର ଜଗ ଦେହୁରୀ। ପ୍ରକାଶ ଯେ, ନାକଟିଦେଉଳ ଥାନା ଜଗନ୍ନାଥ […]
ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବିବାଦ କରନ୍ତୁ ନାହିଁ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା […]
ପ୍ରୟାଗରାଜ: ୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି। ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ କରାଯାଇଛି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏହା ଭିତରେ […]
ନୂଆଦିଲ୍ଲୀ: ବୁଧବାର ଦିନ ଆହ୍ଲାବାଦ ସଂଗ୍ରହାଳୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ସମସ୍ତେ ଚଳିତ ମହାକୁମ୍ଭକୁ ସାକାର କରିବା ପାଇଁ ଚେଷ୍ଟା କରୁଥିବା ସେ ଉଲ୍ଲେଖ କରିଥିଲେ। ପ୍ରୟାଗରାଜ ସଂଗ୍ରହାଳୟରେ […]
ଭୁବନେଶ୍ୱର: ଓଡ଼ିଶାରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି, ଯେଉଁଥିରେ ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ ସେକ୍ସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ (କ୍ଲିୟରାନ୍ସ) କରିବା ଅନ୍ତର୍ଭୁକ୍ତ। ଏହି ଅନୁମୋଦନ […]
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଯୁବ ବନ୍ଧୁମାନଙ୍କ ସହ ଆଲୋଚନା କରିଛନ୍ତି। ୨୦୪୭ ସୁଦ୍ଧା ଦେଶର ଲକ୍ଷ୍ୟ କ’ଣ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ, ଯାହାର ଉତ୍ତରରେ […]
ନୂଆଦିଲ୍ଲୀ: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ନିଷ୍ପତ୍ତି ନେଇଛି ଯେ, କୌଣସି ଅପରାଧୀଙ୍କୁ ଟିକେଟ୍ ଦିଆଯିବ ନାହିଁ। ପାର୍ଟି ମୁଖପାତ୍ର ଶକ୍ତି ସିଂ ଯାଦବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]
ସମ୍ବଲପୁର: ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ। ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, […]
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ […]
ନୂଆଦିଲ୍ଲୀ: ଯଦି ଆପଣ ଦୀର୍ଘ ବୈଧତା, ପର୍ଯ୍ୟାପ୍ତ ଡାଟା ଏବଂ ଅସୀମିତ କଲିଂ ଭଳି ଲାଭର ଏକ ଯୋଜନା ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ଖବର ହେବ। ଆମେ ଆପଣଙ୍କୁ ସରକାରୀ କମ୍ପାନୀ BSNL ର ଏପରି ଏକ […]
ମୁମ୍ବାଇ: ରିଲାଏନ୍ସ ଡିଜିଟାଲ ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ ପ୍ରତ୍ୟାବର୍ତ୍ତନର ଘୋଷଣା କରିଛି ଯେଉଁଥିରେ ଇଲେକ୍ଟ୍ରୋନିକ୍ସର ବିସ୍ତୃତ ଶୃଂଖଳ ଉପରେ ଅତୁଳନୀୟ ଛାଡ଼ ପ୍ରଦାନର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ […]
ଅହମ୍ମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଅହମ୍ମଦାବାଦଠାରେ ହିନ୍ଦୁ ଆଧ୍ୟାତ୍ମିକ ଓ ସେବା ମେଳାକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। […]
ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ଫେବୃୟାରୀ 13 ତାରିଖରୁ ଆରମ୍ଭ ହେବ। ତେବେ ତାପୂର୍ବରୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ବୟାନ ବାଜି ଆରମ୍ଭ ହୋଇଯାଇଛି। ବିଶେଷ କରି ବାଚସ୍ପତି ସୁରମା ପାଢୀଙ୍କ ଏକ ମନ୍ତବ୍ୟକୁ ନେଇ ଚେଇଁ ଉଠିଛି […]
ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ଆୟୋଗର କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ତାରିଖଠାରୁ ଆରମ୍ଭ ହୋଇ ଛଅ ମାସ […]
ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡଗୁଡିକୁ ପୁନର୍ଜୀବିତ କରିବା ଦିଗରେ କମ୍ପାନୀର ରଣନୀତିର […]
ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର କ୍ଷତିଗସ୍ତ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଏସି ମୋ ବସ ରାଜମହଲ […]
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଦିନ ଖବର କାଗଜର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ପିଆଇବି କମିଟର ସଦସ୍ୟ ହୋଇଛନ୍ତି। ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ହେଉଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର […]
ଭୁବନେଶ୍ବର: ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛନ୍ତି। 1995 ମସିହା ବ୍ୟାଚର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଏମଏସଏମଇ ଏବଂ ଇପିକଲର […]
ଜାମନଗର: ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ‘ବନ୍ତାରା ‘ ଏବେ ଇସ୍କନ ମାୟାପୁରରୁ ଦୁଇ ପୋଷା ହାତୀ ୧୮ ବର୍ଷୀୟା ବିଷ୍ଣୁପ୍ରିୟା ଏବଂ ୨୬ ବର୍ଷୀୟା ଲକ୍ଷ୍ମୀପ୍ରିୟାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ। […]
ଜୟା ବର୍ମା ସିହ୍ନା ଭାରତୀୟ ଉପମହାଦେଶର ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ନଦୀ ଭାବରେ ବିବେଚିତ ଗଙ୍ଗା କେବଳ ଭାରତର ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ ବରଂ ସମଗ୍ର ଭାରତୀୟ ସମାଜର ଜୀବନର ଏକ ଅବିଚ୍ଛେଦ୍ୟ […]