ଆଜିର ଖବର

ନୂଆଦିଲ୍ଲୀ: ଡକ୍ଟର ଏସ ଜୟଶଙ୍କର ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଦେଶ ସେବା କରିବାକୁ ଯାଉଛନ୍ତି। ଆଜି ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦକୁ ଚଳିତ ମାସ ମୋଟ୍‌ ୧,୩୯,୭୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୨୪ ଜୁନ୍ ମାସର ନିୟମିତ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀ (ଆଇଏମଏ)ର ପୋର୍ଟାଲରୁ ୧୦ଟି ବନ୍ଧୁରାଷ୍ଟ୍ରର ୩୯ ଜଣଙ୍କୁ ମିଶାଇ ୧୫୪ଟି ରେଗୁଲାର କୋର୍ସ ଓ ୧୩୭ଟି ଟେକ୍ନିକାଲ ଗ୍ରାଜୁଏଟ୍…

ନୂଆଦିଲ୍ଲୀ: ବାଂଲାଦେଶକୁ ଦକ୍ଷିଣ ଆଫ୍ରିକା ୪ ରନରେ ପରାସ୍ତ କରିଛି। ଅନ୍ତିମ ୫ ଓଭରରେ ଦକ୍ଷିଣ ଆଫ୍ରିକା ବହୁତ କଞ୍ଜୁସ ବୋଲିଂ କରିଥିଲା ​​ଯେଉଁଥିରେ ସେମାନେ ମାତ୍ର…

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ଜାରି କରି ସମ୍ବଲପୁରୀ ଭାଷାରେ “ଶୀତଳଷଷ୍ଠୀ”ର ଶୁଭେଚ୍ଛା ଜଣାଇଛନ୍ତି। ଶୀତଳଷଷ୍ଠୀ ହେଉଛି…

ମେଷ- ପରିବାର ଏବଂ ସମାଜରେ ଆପଣଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଏହାର ମୂଲ୍ୟ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବେ। ବିପଦ କରନ୍ତୁ ନାହିଁ ।…

ଭୁବନେଶ୍ୱର: ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ…

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜଣେ ଆମ୍ବୁଲାନ୍ସ କର୍ମଚାରୀ ରକ୍ତଦାନ କରି କର୍କଟ ରୋଗୀର ଜୀବନ ବଞ୍ଚାଇ ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଥାନା ଅନ୍ତର୍ଗତ…

ନୂଆଦିଲ୍ଲୀ: ଅଭିନେତା ସୁରେଶ ଗୋପୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ମୋଦୀ ସରକାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ଦାୟିତ୍ୱ ଏହି ଅଭିନେତାଙ୍କୁ ଦେଇଛନ୍ତି। ପ୍ରକାଶ ଯେ, ସୁରେଶ…

ନୂଆଦିଲ୍ଲୀ: ଓଡିଶାର ତିନି ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ତାଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସେହି ଅନୁସାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ଶିକ୍ଷା…

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣି ଥରେ ଓଡିଶାକୁ ଫେରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଆଜି ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ବେଳେ ତାହା ଜଣାପଡିଛି।…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା…

ନୂଆଦିଲ୍ଲୀ: ଘୋଷଣା ହେଲା ନୂଆ ମନ୍ତ୍ରୀ ମଣ୍ଡଳର ବିଭାଗ ବଣ୍ଟନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ଆସିଥିବା…

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ହେବ। ମଙ୍ଗଳବାର ଦିନ ଦିଲ୍ଲୀରୁ ଏକ ବନ୍ଦ ଲଫାପାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଧରି ଓଡିଶା…

ନୂଆଦିଲ୍ଲୀ: NEET ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହି ଆବେଦନରେ NEET ଫଳାଫଳକୁ ବାତିଲ କରି ପୁନର୍ବାର ପରୀକ୍ଷା ପାଇଁ ଦାବି କରାଯାଇଛି। ପରୀକ୍ଷାରେ…

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ନମ୍ବର ୧ ଚାନେଲ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ଦେଇଚାଲିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଦର୍ଶକଙ୍କ…

ନୂଆଦିଲ୍ଲୀ: ଗଦର ସିରିଜରୁ ଅଭିନେତ୍ରୀ ଅମିଶା ପଟେଲଙ୍କୁ ବହୁତ ସଫଳତା ମିଳିଥିଲା। ୨୦୨୩ରେ ମୁକ୍ତିଲାଭ କରିଥିବା ଗଦର-୨, ଏକ ବମ୍ପର ସଫଳତା ପାଇଥିଲା। ସେହି ସମୟ ମଧ୍ୟରେ…

ନୂଆଦିଲ୍ଲୀ: କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀଙ୍କ ଇସ୍ତଫା ବିବୃତ୍ତି ପରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସୁପ୍ରିୟା ଶ୍ରୀନେତ କହିଛନ୍ତି…

ନୂଆଦିଲ୍ଲୀ: କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମୋଦୀ କ୍ୟାବିନେଟରୁ ଇସ୍ତଫା ନେଇଥିବା କଳ୍ପନା ଜଳ୍ପନାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ କୌଣସି…

ନୂଆଦିଲ୍ଲୀ: ମଣିପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସନ୍ଦିଗ୍ଧ ମାଓବାଦୀମାନେ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସୁରକ୍ଷା ବାହାନ ଉପରେ ଆକ୍ରମଣ କରିଥିଲେ।…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ। ଯେଉଁଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ…