ଆଜିର ଖବର

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିର୍ବାଚନୀ ଚାନ୍ଦା ବିଷୟରେ ସୂଚନା ପ୍ରକାଶ କରିବାର ସମୟସୀମା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି। ଏ ସମ୍ପର୍କରେ…

ନୂଆଦିଲ୍ଲୀ: ମାର୍ଚ୍ଚ ୧୪-୧୫ ତାରିଖରୁ ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ବିଶେଷ ସୂତ୍ରଋ ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାର ଧମକ ଦେଇ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ମହମ୍ମଦ ରସୁଲ ତାଙ୍କ ସୋସିଆଲ ମିଡିଆ…

ନୂଆଦିଲ୍ଲୀ: ଋଷ ପୁଣି ଥରେ ଭାରତର ପ୍ରଶଂସା କରିଛି। ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଈ ଲାଭ୍ରୋଭ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଋଷର…

ନୂଆଦିଲ୍ଲୀ: ଭାରତର ତ୍ରିସ୍ତରୀୟ ପରମାଣୁ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିବା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କଲପକ୍କମଠାରେ ଭାରତର…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ…

ନୂଆଦିଲ୍ଲୀ: ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ ସାଇବର ଅପରାଧ ଏବଂ ଆର୍ଥିକ…

ମେଷ: – ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ।…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଆଦିଲାବାଦ ଠାରେ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ, ରେଳ ଏବଂ ସଡ଼କ କ୍ଷେତ୍ର ସହିତ ଜଡ଼ିତ…

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସମାଜ ମଙ୍ଗଳ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରବାଙ୍କିରୁ ବିଜେପି ସାଂସଦ ଉପେନ୍ଦ୍ର ସିଂ ରାୱତ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏକ ଆପତ୍ତିଜନକ ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସକୁ ଝଟକା ଲାଗିଛି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଅର୍ଜୁନ ମୋଢୱାଡିଆ ଦଳରୁ ଇସ୍ତଫା ଦେଇଛନ୍ତି।…

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଏକ ବଡ ପରିବର୍ତ୍ତନ କରିଛି ଏବଂ ପ୍ୟାଟ୍ କମିନ୍ସଙ୍କୁ ନୂତନ ଅଧିନାୟକ କରିଛି। ଗତ ସଂସ୍କରଣରେ ଅର୍ଥାତ୍ ୨୦୨୩ରେ…

ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସମୟ…

କୋଲକାତା: ଦଳର କାର୍ଯ୍ୟପ୍ରଣାଳୀକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତାପସ ରୟ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଲୋକସଭା…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ସେ ଆଜି ଏହା ଜାଣି ନଥିଲେ, କିନ୍ତୁ ଭାରତର ଉଚ୍ଚାଭିଳାଷୀ…

ମୁମ୍ବାଇ: ମହାରାଷ୍ଟ୍ରର ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରେ ଆସନ ବାଣ୍ଟିବା ପ୍ରସଙ୍ଗ ଫସି ରହିଛି। ସୂଚନାନୁସାରେ, ମହାରାଷ୍ଟ୍ରର ୪୮ ଟି ସିଟ୍ ମଧ୍ୟରୁ ବିଜେପି ୩୦…

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟ ଆଜି (ଫେବ୍ରୁଆରି ୪) କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ସଞ୍ଜୀବ…

ନୂଆଦିଲ୍ଲୀ: ନୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ପରେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ X (ପୂର୍ବରୁ…

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ବରିଷ୍ଠ ଡେପୁଟି ମେୟରଙ୍କ ମଧ୍ୟରେ ଏଏପି-କଂଗ୍ରେସ ମେଣ୍ଟକୁ ବଡ ଝଟକା ଲାଗିଛି। ଏହି ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଜିତିଛନ୍ତି। ବିଜେପିର କୁଲଜିତ ସାନ୍ଧୁ ୧୯…