ବିଜେଡି ଛଅ ଜଣ ନେତାଙ୍କୁ ଦେଲା ନୂଆ ନିଯୁକ୍ତି, ତିର୍ତୋଲ ବିଧାୟକଙ୍କୁ ଥଇଥାନ

Published: May 5, 2024, 8:32 am IST

ଭୁବନେଶ୍ବର: ବିଜୁ ଜନତା ଦଳ ଛଅ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେଥିରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେଡି ନୂଆ ନିଯୁକ୍ତି ପ୍ରଦାନ କରିଛି। ତାଙ୍କୁ ଦଳ ବାଙ୍ଗିରପୋଷୀ ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ଅନ୍ୟମାନେ ହେଲେ..

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts