ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କୁ ସାକ୍ଷାତ କରିଛନ୍ତି। ସମାଜ ସେବା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଧୁଲେରେ […]
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଟଙ୍କା ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଲଣ୍ଡନ ଗସ୍ତ […]
ଭୁବନେଶ୍ଵର: ସୁବୋଧ ମେହେର ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ତେଇଷ ବର୍ଷରୁ କମ କର୍ଣ୍ଣେଲ ସିକେ ନାଇଡ଼ୁ କ୍ରିକେଟ ଟ୍ରଫି ଉଦଘାଟିତ ହୋଇଯାଇଛି। ବିସିସିଆଇ ଓ ଓଡିଶା କ୍ରିକେଟ ଏସୋସିଏସନ କଟକ ସହଭାଗିତାରେ ଜିଲ୍ଲା କ୍ରୀଡା ସଂଘର ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଆଜିର ଯୁଗରେ, ଅଭିନେତ୍ରୀମାନେ ସୁନ୍ଦର ଦେଖାଯିବା ପାଇଁ ମେକଅପ୍ କରିବାକୁ ପସନ୍ଦ କରନ୍ତି। ଦକ୍ଷିଣରେ ମଧ୍ୟ ଏପରି ସୌନ୍ଦର୍ଯ୍ୟ ଅଛି, ଯିଏ କେବଳ ବାସ୍ତବ ଜୀବନରେ ନୁହେଁ, ଚଳଚ୍ଚିତ୍ରରେ ମଧ୍ୟ କୌଣସି ମେକଅପ୍ ପଲିସି ସହିତ କାମ କରନ୍ତି। ସେ […]
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନଃ ନିର୍ବାଚିତ ହେବା ପରେ ତେଲେଙ୍ଗାନାର ଜନଗାଓଁ ଜିଲ୍ଲାର କନ୍ନେ ଗ୍ରାମରେ ଗ୍ରାମବାସୀ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ। ଏଠାରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ପୁଷ୍ପ ମାଲ୍ୟାର୍ପଣ କରାଯାଇ […]
ଇନ୍ଦୋର: ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଡୁ ଫିଲ୍ମ ଡି’ଆନିମେସନ, ଏକ ଅନ୍ତର୍ଜାତୀୟ ଆନିମେଟେଡ ଫିଲ୍ମ ଆସୋସିଏସନ ଯାହା 1960 ମସିହାରୁ ଏକ ଅଣଲାଭକାରୀ ଅନୁଷ୍ଠାନ ଏବଂ ଚଳଚ୍ଚିତ୍ର ଆନିମେସନକୁ ଏକ କଳା ଏବଂ ଯୋଗାଯୋଗ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରେ। ଆନିମେସନ୍ ର ପ୍ରୋତ୍ସାହନ […]
ନୂଆଦିଲ୍ଲୀ: ୫-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ୫-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସଏମଏ ରିପୋର୍ଟରୁ ଜଣାପଡ଼ିଛି। ବ୍ୟାପକ ସରକାରୀ […]
ନୂଆଦିଲ୍ଲୀ: କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରସାୟନ ଓ ସାର ଏବଂ […]
ମେଷ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ । ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। […]
ନୂଆପଡା: ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀଙ୍କ ସ୍ବାଗତ […]
ନୟାଗଡ଼: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ […]
କେନ୍ଦ୍ରାପଡ଼ା: ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି। ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ […]
ପୁରୀ: ଏଣିକି ପେନସନ ଉପଭୋକ୍ତାଙ୍କୁ ସେମାନଙ୍କର ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡିବ ନାହିଁ। କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ କଲ୍ୟାଣ ବିଭାଗ ପକ୍ଷରୁ ଲୋକଙ୍କ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱତନ୍ତ୍ର ଭାବେ […]
ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ୫୭ ତମ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଉତ୍କଳ ବିଶ୍ବ ବିଦ୍ୟାଳୟ, କିଟ୍ ବିଶ୍ବ ବିଦ୍ୟାଳୟ, ସମ୍ବାଦ ସ୍କୁଲ ଅଫ ମାସ୍ କମ୍ୟୁନିକେଶନ, ଆଇ.ଏମ.ଏସ୍ ଏବଂ ଅମିତ କଲେଜର ସାମ୍ବାଦିକତା ବିଭାଗ […]
ମୁମ୍ବାଇ: କାଲବାଦେବୀ, ଭୁଲେଶ୍ୱର ମାର୍କେଟରେ ବିପୁଳ ପରିମାଣର ନଗଦ ଟଙ୍କା ନେଉଥିବା ସନ୍ଦେହରେ ୧୨ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ କୋଟି ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପୋଲିସ ତାଙ୍କୁ ଗିରଫ କରି ଜେରା କରୁଛି। […]
ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ ହୋଇଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବିଜେପିର ସଂଗଠନ ପର୍ବ ଓ ଜିଲ୍ଲା କର୍ମଶାଳା ଜୟୀ ରାଜଗୁରୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ଉକ୍ତ କର୍ମଶାଳାରେ ପୂର୍ତ୍ତ, ଅବକାରୀ ଓ ଆଇନ […]
ଭୁବନେଶ୍ଵର: କଟକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାକୁ ନେଇ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ବର୍ତ୍ତମାନ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଆସିଛି। ଆଇନ ମନ୍ତ୍ରୀ କହିଛନ୍ତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରର ପ୍ରେମ୍ ନଗର ସ୍ଥିତ ରୋଟାରୀ ହଲ୍ ଠାରେ ଛାତ ଉପରେ ଏବଂ ଘରୋଇ ବଗିଚା ଉପରେ ଏକ ଆଲୋଚନା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଯ଼ୋଜନ କରାଯାଇଥିଲା। ଓଡ଼ିଶାର ପାଞ୍ଚଟି ମନୋନୀତ ସହରରେ ଛାତ ବଗିଚା […]
ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ସାକ୍ଷାତ କରିଥିଲେ। […]