ଆଜିର ଖବର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ ଡକ୍ଟରର୍ସ ଫୋରମ୍ ର ଚଳିତ ସେପ୍ଟେମ୍ୱର…

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି କୋଠା ଭୁଶୁଡ଼ିବା ଘଟଣା। ଜରାଜୀର୍ଣ୍ଣ ଓ ଅସୁରକ୍ଷିତ କୋଠା, ବେଆଇନ ନିର୍ମାଣ ଏବଂ ପ୍ରଶାସନିକ ଅବହେଳାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିଲେ ମଧ୍ୟ…

କଟକ: କଟକ ଜିଲ୍ଲା ନିଆଳି ଅଞ୍ଚଳର ସୁଆଁଲୋ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା…

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି ଲୁହା ରଡ୍‌ ବୋଝେଇ ଏକ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ପଣାଜୀଠାରେ ଗୋଆ ମୁଖ୍ୟମନ୍ତ୍ରୀ ଡଃ ପ୍ରମୋଦ ସାୱନ୍ତଙ୍କ ସହ ରାଜ୍ୟର ବିଭିନ୍ନ ସମସ୍ୟା ନେଇ ଏକ…

ଭୁବନେଶ୍ଵର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିଛନ୍ତି। ପୁରୀରେ ପହଞ୍ଚିବା…

ଭୁବନେଶ୍ଵର: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ପ୍ରାୟ ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିଛନ୍ତି। ସେ…

ଭୁବନେଶ୍ବର: ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକଙ୍କ ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ…

ଭୁବନେଶ୍ଵର: ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ…

ମେଷ : ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। ନୂଆ ଚିନ୍ତାଧାରା ମନକୁ ଆସିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ…

ନୂଆଦିଲ୍ଲୀ: ୨୦୨୯ ଲୋକସଭା ନିର୍ବାଚନକୁ ଆହୁରି ଅନେକ ସମୟ ବାକି ଥିଲେ ମଧ୍ୟ ଏବେଠାରୁ ଆରମ୍ଭ ହୋଇଗଲା ରାଜନୈତିକ ମୁହାଁମୁହିଁ। ବିଶେଷକରି ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ରବିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ତେବେ ଭଗ୍ନାବଶେଷ ତଳେ ଆହୁରି…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୋଲାସିହିରିଆ ଗ୍ରାମରେ ରବିବାର ବଜ୍ରପାତ ଯୋଗୁଁ ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ…

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ଅଘଟଣ। ମନମୋହନ ସ୍କୁଲ ନିକଟରେ ଯାଉଥିବା ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା।…

ଖଲ୍ଲିକୋଟ: ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତ ଜଳିଶଙ୍ଖ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ କଣ୍ଟେନର ଧକ୍କା ଦେବାରୁ ଗୋଟିଏ ପରିବାରର…

ଭୁବନେଶ୍ବର: କଟକ ସହରରେ ଅବସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ରାଜନୈତିକ ଚିଠା ପ୍ରସ୍ତାବ…

ଭୁବନେଶ୍ୱର: ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର, ଲଜିଷ୍ଟିକ୍ସ କେନ୍ଦ୍ର ଏବଂ ବନ୍ଦରଗୁଡ଼ିକୁ ସଂଯୋଗ କରୁଥିବା ଏକ ଉଚ୍ଚ କ୍ଷମତାସମ୍ପନ୍ନ, ଦକ୍ଷ ଏବଂ ଦ୍ରୁତ ମାଲ…

ଭୁବନେଶ୍ବର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ଅତି ମନୋରମ ଓ ଆକର୍ଷଣୀୟ ବଣଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି।…

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଅନୁଷ୍ଠିତ ଦ୍ୱାଦଶ ଆନ୍ତଃ-ସଂସଦୀୟ ସଂଘ (IPU) ସମ୍ମିଳନୀରେ ବିଜେପି ସାଂସଦ ରାଘବ ଚଢା ଡିଜିଟାଲ୍ ଅଧିକାର ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରବେଶ ସହିତ ଭାରତର ଅଭିଜ୍ଞତା…

ଭୁବନେଶ୍ୱର: ସକାଳର ଟ୍ରେନ୍‌ରେ ପ୍ରତିଦିନ ଭଳି ଯାତ୍ରୀମାନେ ଥିଲେ। କିନ୍ତୁ ଏଥର ଟ୍ରେନରେ ଥିଲା କିଛି ଅସାଧାରଣ—ବହି, କବିତା ଏବଂ ଶତାଧିକ ଲୋକ, ଯେଉଁମାନେ କେବଳ ଓଡ଼ିଶାରେ…