ଆଜିର ଖବର

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି…

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକସଭା ନୈତିକତା କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ…

ନୂଆଦିଲ୍ଲୀ: ନାବାଳିକାମାନଙ୍କ ଯୌନ ଇଚ୍ଛାକୁ ନେଇ କଲିକତା ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଆପତ୍ତି ଉଠାଇଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଶୋରୀମାନଙ୍କୁ ସେମାନଙ୍କ ଯୌନ ଇଚ୍ଛାକୁ…

ଭୁବନେଶ୍ୱର: ନିକଟରେ ବଲାଙ୍ଗୀର ସମ୍ବଲପୁରରୁ ମଦ ବ୍ୟବସାୟୀଙ୍କ ଘରୁ ଗଦାଗଦା ଟଙ୍କା ବାହାରିବା ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଏହି ଟଙ୍କା ଶାସକ ବିଜେଡିର କି…

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ। ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ…

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି। ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୂରୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ବିଚାରପତି ପ୍ରଭାତ କୁମାର ରାଜଗୁରୁ ଏକ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ବିଚାର କରି…

ନୂଆଦିଲ୍ଲୀ: ନଗଦ ଟଙ୍କା ମାମଲାରେ ଲୋକସଭାରୁ ଗୃହ ସଦସ୍ୟ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରା ଆଜି ନୈତିକତା କମିଟିକୁ ଟାର୍ଗେଟ କରି…

ନୂଆଦିଲ୍ଲୀ: ମାତ୍ର କିଛିବର୍ଷ ମଧ୍ୟରେ ଭାରତ ବୈଷୟିକ ଜ୍ଞାନ କ୍ଷେତ୍ରରେ ଏପରି ସଫଳତା ହାସଲ କରିବାରେ ଲାଗିଛି, ଯାହା ଅନ୍ୟ ଦେଶକୁ ଏକ ପିଢ଼ି ନେଇଗଲାଣି। ପ୍ରଧାନମନ୍ତ୍ରୀ…

ଅହମ୍ମଦାବାଦ: ଗୁଜୁରାଟର ମରୁଭୂମି ଅଞ୍ଚଳରେ କଚ୍ଛର ରଣରେ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ୭୨୬ ବର୍ଗ କିଲୋମିଟର…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ବିଜେପି ଘୋଷଣା କରିଛି। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ ଆଲୋଚନା କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ଭାରତୀୟ ଦଳ ବିଶ୍ୱକପ ୨୦୨୩ର ଫାଇନାଲ ହାରିବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏକ ବଡ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ,…

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ରେ ଅଭିଜିତ୍ ମୁହର୍ତ୍ତରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଲୋକଙ୍କୁ ନିମନ୍ତ୍ରଣ…

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଙ୍କ ଗୋଡରେ ଆଘାତ ଲାଗିବା ପରେ ତାଙ୍କୁ…

ନୂଆଦିଲ୍ଲୀ: ଡିସେମ୍ବର ୧୧ ତାରିଖରେ ଅନୁଚ୍ଛେଦ ୩୭୦ ମାମଲା ଉପରେ ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ସେପ୍ଟେମ୍ବର ୫ ତାରିଖରେ, ସମ୍ବିଧାନ ବେଞ୍ଚ ୧୬ ଦିନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନ୍ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଡେରାଡୁନର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ‘ଉତ୍ତରାଖଣ୍ଡ ଗ୍ଲୋବାଲ…

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସରୁତାଙ୍କ ଇସ୍ତଫା ଗ୍ରହଣ…

ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯, ୨୦୨୩ ପୂର୍ବାହ୍ନ ୧୦ ଟା ୩୦ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ…