ଭୁବନେଶ୍ଵର: କୁହାଯାଏ ଯେ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ସ୍ଥାନ ନେପାଳରେ ଅଛି। ମାତ୍ର ୨୯ ବର୍ଷ ବୟସରେ ବୁଦ୍ଧ ନିଜ ଘର ଛାଡି ଦିବ୍ୟ ଜ୍ଞାନ ଅନ୍ୱେଷଣରେ ବାହାରିଥିଲେ। […]
ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ । ଖୁସି ହେବେ। ବିପଦ କରନ୍ତୁ ନାହିଁ । ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ । ବୃତ୍ତି […]
ଭୁବନେଶ୍ୱର: ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ […]
ନୂଆଦିଲ୍ଲୀ: ବୋତ୍ସୱାନାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦୁମା ବୋକୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛାଜଣାଇଛନ୍ତି। ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସଫଳ କାର୍ଯ୍ୟକାଳ କାମନା କରିବାସହ ବୋତ୍ସୱାନା ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାଦିଗରେ ଭାରତର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଭାଇ ଦୁଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ସମସ୍ତ ଦେଶବାସୀଙ୍କୁ ଭାଇ ଦୁଜ୍ର ଅନେକ ଶୁଭକାମନା। ଏହି ପବିତ୍ର ଉତ୍ସବ ଅବସରରେ ଭାଇ-ଭଉଣୀମାନଙ୍କର ପରସ୍ପର ପ୍ରତି ସ୍ନେହ ଓ ଭଲପାଇବା ଅଧିକ ଗଭୀର […]
ଭୁବନେଶ୍ବର: “ଅଧିକାର” ପତ୍ରିକା ତରଫରୁ ଗାଜା ଉପରେ ଇସ୍ରାଏଲ ତରଫରୁ ନର ସଂହାର ର ପ୍ରତିବାଦ କରି ଭୁବନେଶ୍ଵର ଆନନ୍ଦ ବଜାର ଛକସ୍ଥିତ ସାମ୍ୟବାଦୀ ଅଫିସ ସଭାଗୃହରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅଧିକାରର ସମ୍ପାଦକ ତଥା ବର୍ଷୀୟାନ ବାମପନ୍ଥୀ […]
ନୂଆଦିଲ୍ଲୀ: ରବିନ୍ଦର ରାଇନାଙ୍କୁ ଜମ୍ମୁ କାଶ୍ମୀର ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସତ ଶର୍ମାଙ୍କୁ ଜମ୍ମୁ କାଶ୍ମୀରର ନୂତନ ବିଜେପି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଇନାଙ୍କୁ ସଭାପତି ପଦରୁ ହଟାଇବା ପରେ ତାଙ୍କୁ ବିଜେପି […]
ନୂଆଦିଲ୍ଲୀ: ଆଜି ଶ୍ରୀନଗର, ଜମ୍ମୁ କାଶ୍ମୀରରେ ଏକ ବଡ଼ ଗ୍ରେନେଡ ଆକ୍ରମଣ ହୋଇଛି। ଅଲ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ବଙ୍କର ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତକୁ ଆଉ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ୦-୩ ରେ ପରାସ୍ତ କରିଛି। ଏହି ପରାଜୟ ଯୋଗୁଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଭାରତ ମଧ୍ୟ କ୍ଷତି […]
ମୁମ୍ବାଇ: ମୁମ୍ବାଇରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ଟିମ୍ ଇଣ୍ଡିଆ ହରାଇଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ମୁମ୍ବାଇ ଟେଷ୍ଟରେ ୨୫ ରନ୍ ରେ ପରାସ୍ତ ହୋଇଛି। ଭାରତରେ ୩ ମ୍ୟାଚ୍ ବିଶିଷ୍ଟ […]
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ଦୁର୍ଘଟଣା ଘଟିଛି। ଆଜି ଭୋର ୫ଟା ସମୟରେ ଦୁର୍ଘଟଣା ଘଟି ଜଣେ ମୃତ ୫ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଏନେଇ ଟାଙ୍ଗୀ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇଙ୍କୁ ଫୋନ ଜରିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ମିଳିଛି। ହତ୍ୟା ଧମକର ଅଭିଯୁକ୍ତ ଜଣକ ପୁର୍ବତନ ପୌର ନିର୍ବାହୀ ଯନ୍ତ୍ରୀ ଲଳିତ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ରାମନଗର ରେଳ ଧାରଣାରେ ଜଣେ ଅଚିହ୍ନା ଯୁବର ଶବ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଶୁଣି ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। କିନ୍ତୁ ଶବର ପରିଚୟ ମିଳିନାହିଁ। ମୃତ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି, ଯେଉଁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଏହି ବାର୍ତ୍ତା ପାଇବା ପରେ ମହାରାଷ୍ଟ୍ର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ମାଁ ସିଦ୍ଧ ବାଙ୍କେଶ୍ଵରୀ ମନ୍ଦିର ନିକଟସ୍ଥ ବାଣ୍ଡେଶ୍ଵର ଗ୍ରାମରେ ଏକ ସଡକ ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀ ସିମାଞ୍ଚଳ ରେଡି ଓ କୁନ୍ତୀ ରେଡ଼ି ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ […]
ନୂଆଦିଲ୍ଲୀ: ଭାରତୀୟ ରେଳ ସବୁବେଳେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍) ର ମୁଖ୍ୟ ଅଂଶଗ୍ରହଣକାରୀ ରହିଆସିଛି ଏବଂ ସ୍ଵଛ ରେଳ, ସ୍ଵଛ ଭାରତ ଏବଂ ଯାତ୍ରୀମାନଙ୍କ ପାଇଁ ଏକ ପରିଷ୍କାର ଏବଂ ସ୍ୱଚ୍ଛତା ଯାତ୍ରା ଅଭିଜ୍ଞତାକୁ ସୁନିଶ୍ଚିତ କରିବା […]
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ […]
ଅଙ୍ଗୋଲା: ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ। କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ […]
ନୂଆଦିଲ୍ଲୀ: ଗ୍ରୀସ୍ର ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିତ୍ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମ୍ପ୍ରତି ଉଚ୍ଚ ସ୍ତରୀୟ ବିନିମୟ […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, […]
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ଗତ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ […]