ଅଙ୍ଗୋଲା: ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ। କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ […]
ନୂଆଦିଲ୍ଲୀ: ଗ୍ରୀସ୍ର ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିତ୍ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମ୍ପ୍ରତି ଉଚ୍ଚ ସ୍ତରୀୟ ବିନିମୟ […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, […]
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ଗତ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ […]
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି […]
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ […]
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି। ସୋଆର […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ୩୫୨ ତମ ଗଭର୍ଣ୍ଣିଂ ବଡି ବୈଠକ ୨୮ ଅକ୍ଟୋବରରୁ ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଜେନେଭା (ସୁଇଜରଲ୍ୟାଣ୍ଡ)ରେ ଅନୁଷ୍ଠିତ ହେଉଛି। ପ୍ରଥମ ସପ୍ତାହରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଭାରତୀୟ […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାର ପ୍ରମୁଖତାକୁ ଗୁରୁତ୍ଵ ଦେବା ସହିତ ପ୍ରଥମକରି ଚଳିତ ବର୍ଷ, ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ସାଲେଭଟ୍ଟା ପଞ୍ଚାୟତ ନେଭରାପାଳ ଗ୍ରାମ ପାଖ ବିଲରେ ବାରାହା ତଥା ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଜଣ ଆହତ ହୋଇଥିଲେ। ଏନେଇ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ୍ କିସିଣ୍ଡା ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କୁଟ୍ରାଖୋଲ ଠାରେ ଜଣେ ଆଦିବାସୀ ମହିଳାକୁ ପ୍ରଥମେ ବିଷ ପିଆଇ ଦେବା ପରେ ତାଙ୍କର ସ୍ବାମୀ ନିସ୍ତୁକ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଏନେଇ ୧୧ […]
ଖୋର୍ଦ୍ଧା: ଆଜି ଶ୍ରୀ ଅନ୍ନ ଓ ବିଲୁପ୍ତ ପୁଷ୍ଟି ଶସ୍ୟ ମେଳା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଖୋର୍ଦ୍ଧା, ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିଲେ। ଏତଦବ୍ୟତିତ […]
ମଙ୍ଗଳପୁର/ଢେଙ୍କାନାଳ: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡିବ। ଯେଉଁ […]
ନୂଆଦିଲ୍ଲୀ: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଚେୟାରମ୍ୟାନ୍ ଭାବରେ ବୋଲିନେନି ରାଜଗୋପାଲ ନାଇଡୁଙ୍କୁ ନିଯୁକ୍ତ କରାଯାଇଛି। ନୂତନ ଦାୟିତ୍ଵ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ତିରୁପତି ମନ୍ଦିରରେ ବର୍ତ୍ତମାନ କେବଳ ହିନ୍ଦୁମାନେ କାମ କରିବେ। ତାଙ୍କର […]
ନୁଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ପେନସନଭୋଗୀଙ୍କୁ ନଭେମ୍ବର ମାସ ଶେଷ ସୁଦ୍ଧା ନିଜ ନିଜ ପୂର୍ବ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ବର୍ତ୍ତମାନ ଏହାକୁ ଡିଜିଟାଲ୍ କରିବା ପାଇଁ ସରକାର ବରିଷ୍ଠ ନାଗରିକମାନଙ୍କୁ ସୁବିଧା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ […]
ଭୁବନେଶ୍ୱର: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨୮ ଓ […]
ଭୁବନେଶ୍ବର: ରାଜ୍ୟର ବାକି ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ମହିଳାମାନେ ଦ୍ବନ୍ଦରେ ରହିଛନ୍ତି। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଟଙ୍କା ମିଳିବା ନେଇ ବଡ ସୂଚନା ଦେଇଛନ୍ତି। ଆଜି […]
ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା, ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ […]
ନୂଆଦିଲ୍ଲୀ: ଅଧିକାଂଶ ଲୋକ ଗାଡିରେ ଯାତ୍ରା ସମୟରେ ବାନ୍ତି କରନ୍ତି। ଫଳରେ ସେମାନେ ଯାତ୍ରାକୁ ଉପଭୋଗ କରିପାରନ୍ତି ନାହିଁ। ଏହା ଦ୍ବାରା ସେମାନଙ୍କର ବହୁତ ଅସୁବିଧା ହେବା ସହିତ ସହଯାତ୍ରୀ ମଧ୍ୟ ଅସୁବିଧାରେ ପଡନ୍ତି। ବାନ୍ତି ହେବା ଦ୍ବାରା ଥକ୍କା ଏବଂ […]