ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଆରମ୍ଭ କରାଯାଇଥିବା ‘‘ଗଙ୍ଗା ପୁଷ୍କରାଲା ଯାତ୍ରା’’ ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ। ଏହି ଟ୍ରେନ ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ବେଳେ ପୁରୀ, […]
ଭୁବନେଶ୍ଵର: ଆଜିର ସମୟରେ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି। ଏହା ଲୋକମାନଙ୍କୁ ଖର୍ଚ୍ଚ କରିବାର ସ୍ୱାଧୀନତା ଦେଇଥାଏ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ, କିନ୍ତୁ ତା’ପରେ ମଧ୍ୟ ଆପଣ ଅନେକ ସୌଖୀନ ଏବଂ ଅନେକ ଆବଶ୍ୟକତା କ୍ରେଡିଟ୍ କାର୍ଡ […]
ଭୁବନେଶ୍ୱର: ଜି୨୦ ଶିକ୍ଷା କାର୍ଯ୍ୟକାରୀ ଦଳର ବୈଠକ ଅବସରରେ ସ୍ଥାନୀୟ ଆଇଆଇଏମ୍ଟି ପରିସରରେ ଅନୁଷ୍ଠିତ ହୋଇଥିବା ଛଅ ଦିନିଆ “ଫିଉଚର ଅଫ୍ ୱାର୍କ’ ପ୍ରଦର୍ଶନୀରେ ଜିଓର ଭର୍ଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ୍ ଓ ମିଶ୍ର ରିଆଲିଟି ଉପକରଣ ଜିଓ ଗ୍ଲାସ୍ର […]
ନୂଆଦିଲ୍ଲୀ: ଭାରତ ଖୁବ୍ ଶୀଘ୍ର ୟୁଏଇରୁ ରିହାତି ମୂଲ୍ୟରେ ୧୪୦୦ ନିୟୁତ ଟନ୍ ସୁନା ଆମଦାନୀ କରିପାରେ। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଏହି ଆମଦାନୀ କରାଯିବ। ବାଣିଜ୍ୟ ଭାଷାରେ ଟାରିଫ୍ ରେଟ୍ କୋଟା (TRQ) ନାମକ କୋଟା ସିଷ୍ଟମ ମାଧ୍ୟମରେ […]
ନୂଆଦିଲ୍ଲୀ: ଦେଶର ସର୍ବାଧିକ ଜନସଂଖ୍ୟା ଭାରତୀୟ ରେଳ ଯୋଗେ ଯାତ୍ରା କରିଥାଏ। ଉଚ୍ଚ ଶ୍ରେଣୀ, ମଧ୍ୟବିତ୍ତ ଏବଂ ସ୍ୱଳ୍ପ ଆୟ କରୁଥିବା ସମସ୍ତ ଲୋକ ରେଳ ବ୍ୟବହାର କରନ୍ତି। ନିଜ ଘରଠାରୁ ଦୂରରେ ଅନ୍ୟ କେତେକ ସହରରେ କାର୍ଯ୍ୟ କରୁଥିବା ଲୋକଙ୍କ […]
ଭୁବନେଶ୍ବର: ଭୁବନେଶ୍ବରରୁ ସିଧା ସିଙ୍ଗାପୁର ଓ ବ୍ୟାଙ୍କକୁ ଉଡିବ ବିମାନ। ଏ ନେଇ ଇଣ୍ଡିଗୋ ବିମାନ ତାହାର ପ୍ରସ୍ତୁତି ଆରମ୍ଭ କରିଛି। ସେହି ଅନୁସାରେ ଇଣ୍ଡିଗୋ ଏୟାରଲାଇନସ ଜୁନ୍ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଆରମ୍ଭ କରିବ। […]
ନୂଆଦିଲ୍ଲୀ: ବିଶେଷକରି ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ ଟିକସ କିମ୍ବା ଶୁଳ୍କ ଆଦାୟ ନକରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି। ଏହା ସହିତ ପୂର୍ବରୁ ଲାଗୁ ହୋଇଥିବା ଟ୍ୟାକ୍ସ ପ୍ରତ୍ୟାହାର କରିବାକୁ କୁହାଯାଇଛି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟ […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ମୋବାଇଲ୍ ଓ କନେକ୍ଟେଡ୍ ଟିଭି ଜରିଆରେ ଜିଓ ସିନେମା ଦ୍ୱାରା କରାଯାଉଥିବା ଆଇପିଏଲ୍ ମ୍ୟାଚ୍ଗୁଡ଼ିକର ଡିଜିଟାଲ୍ ଷ୍ଟ୍ରିମିଂକୁ ଟିଭିରେ କରାଯାଉଥିବା ପ୍ରସାରଣ ତୁଳନାରେ ଦର୍ଶକମାନେ ଅଧିକ ଦେଖୁଛନ୍ତି। “ସ୍କୋର’ ରିପୋର୍ଟ ଅନୁସାରେ ଡିଜିଟାଲ୍ ଷ୍ଟ୍ରିମିଂ ୭୩ ପ୍ରତିଶତ ଆଇପିଏଲ୍ […]
ଲଣ୍ଡନ: ବ୍ରିଟେନରେ କାର୍ଯ୍ୟ କରୁଥିବା ଏକ ଦାନକାରୀ ସଂସ୍ଥା ଲଣ୍ଡନରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିବାକୁ ଯୋଜନା କରୁଛି। ତାଙ୍କ ଯୋଜନାକୁ ସମର୍ଥନ କରି ଓଡିଶାର ଜଣେ ଉଦ୍ୟୋଗୀ ୨୫ ନିୟୁତ ପାଉଣ୍ଡ (ପ୍ରାୟ ୨୫୪ କୋଟି ୪୦ […]
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ପାଇଁ ଡକାଯାଇଥିବା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି […]
ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ […]
ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଏକ ସାତଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ଆୟୁକ୍ତ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଭାରତ-ଯୁକ୍ତରାଜ୍ୟ ଅର୍ଥନୈତିକ […]
ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦୁ୍ୟତ୍ ନିଗମର ଟ୍ରେନ୍ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଆଜି ପୂର୍ବାହ୍ନରେ ଉଦ୍ଘାଟନ କରିଛନ୍ତି। ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ସିଙ୍ଗଲ ବେଡେଡ୍ […]
ଭୁବନେଶ୍ବର: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ଅକ୍ଷୟ ତୃତୀୟା ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ପର୍ବ ବେଶ ଗୁରୁତ୍ବ ବହନ କରେ। ଯେହେତୁ ଏହା ସବୁଠାରୁ ଶୁଭ ଦିନ ବୋଲି ବିବେଚନା […]
ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍କ୍ଲେଭ୍ର ୨ୟ ଦିନରେ ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, […]
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ […]
ଭୁବନେଶ୍ଵର: ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେରେ ନାହି ନଥିବା ଭିଡ। ଭାଇଜାନଙ୍କ ଫଟୋକୁ କେକ ଖୁଆଇ […]
ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି […]
ଭୁବନେଶ୍ୱର: ଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି […]
ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା […]
ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍ ୨୦୨୩କୁ ଉଦ୍ଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି। ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଲାଗି […]