ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱରେ ଭାରତ ସରକାର ଘରୋଇ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନାକୁ ମଞ୍ଜୁର କରିଛନ୍ତି, ଯେଉଁଥିରେ ବିଶେଷ ଭାବରେ ବୈଦ୍ୟୁତିକ ଯାନବାହନ (ଇଭି) ଉପରେ ଧ୍ୟାନ ଦିଆଯାଇଛି। ଏହି ଐତିହାସିକ […]
ଭୁବନେଶ୍ବର: ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ। ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ଏହି ପ୍ରସ୍ତୁତି ଆରମ୍ଭ […]
ନୂଆଦିଲ୍ଲୀ: ଟେସଲା ମାଲିକ ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ ରବିବାର ଭାରତରେ ପହଞ୍ଚିଛନ୍ତି। ଏରୋଲ୍ ମସ୍କଙ୍କ ଏହି ଗସ୍ତ ୫ ଦିନର, ଯାହା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଏରୋଲ୍ ମସ୍କ ଦିଲ୍ଲୀ, ହରିୟାଣା […]
ନୂଆଦିଲ୍ଲୀ: ଗୋଟିଏ ସମୟ ଥିଲା ଯେତେବେଳେ ଲୋକଙ୍କ ଘରେ ମାଟି ଚୁଲିରେ କାଠ ବ୍ୟବହାର କରି ଖାଦ୍ୟ ରନ୍ଧା ହେଉଥିଲା। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ଏବେ ପ୍ରାୟ ପ୍ରତ୍ୟେକ ଘରେ ଗ୍ୟାସ ଚୁଲି ବ୍ୟବହାର ହେଉଛି। ଗ୍ରାମାଞ୍ଚଳରେ ମଧ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର କାନପୁରରେ 47,573 କୋଟି ଟଙ୍କାରୁ ଅଧିକ ମୂଲ୍ୟର 15 ଟି ମେଗା ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସେ ଚୁନିଗଞ୍ଜ ଏବଂ ନୟାଗଞ୍ଜ ମଧ୍ୟରେ କାନପୁର ମେଟ୍ରୋର […]
ନୂଆଦିଲ୍ଲୀ: ଭାରତୀୟ ସହକାରୀ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା, ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (IFFCO) ଏହି ବିତ୍ତୀୟ ବର୍ଷ 2024-25 ରେ ଏକ ନୂଆ ମିଳକ ସ୍ଥାପନ କରି ₹3,811 କୋଟିର ପୂର୍ବ କର ଲାଭ ଅର୍ଜନ କରିଛି। ଏହା […]
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ […]
ନୂଆଦିଲ୍ଲୀ: ୨୦୨୫ ରେ ବିଦେଶୀ ନିବେଶକମାନେ ଭାରତରେ ବହୁ ପରିମାଣରେ ନିବେଶ କରିଛନ୍ତି। ମଙ୍ଗଳବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ପାଇ […]
ମୁମ୍ବାଇ: ଜିଓବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଭାରତରେ ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ କରିବା ପାଇଁ ସେବି ଅନୁମୋଦନ ଲାଭ କରିଛି। ଏହି କମ୍ପାନୀ ଜିଓ ଫାଇନାନ୍ସ ସର୍ଭିସେସ୍ ଲିମିଟେଡ୍ (ଜେଏଫଏସଏଲ) ଏବଂ ବ୍ଲାକରକ୍ କମ୍ପାନୀର ଏକ ମିଳିତ ଉଦ୍ୟୋଗ। […]
ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆସନ୍ତା 28 ତାରିଖରେ ନୂଆଦିଲ୍ଲୀଠାରେ ଡାର୍କ ପ୍ୟାଟର୍ଣ୍ଣ ବା ଅନଲାଇନ କ୍ରୟ ସମୟରେ ଗ୍ରାହକଙ୍କୁ ପ୍ରଲୋଭନ ସମସ୍ୟାର […]
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ଅନ୍ତର୍ଜାତୀୟ ସ୍ତରରେ ଦେଖାଯାଉଛି ଏବଂ ସବୁଠାରୁ ବଡ଼ ଆଘାତ ତୁର୍କୀର ପର୍ଯ୍ୟଟନ ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଲାଗିଛି। ବିଶେଷକରି ଗତ ଗୋଟିଏ ମାସରେ ତୁର୍କୀସ୍ ଏୟାରଲାଇନ୍ସର ସେୟାର […]
ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆସନ୍ତା 28 ତାରିଖରେ ନୂଆଦିଲ୍ଲୀଠାରେ ଡାର୍କ ପ୍ୟାଟର୍ଣ୍ଣ ବା ଅନଲାଇନ କ୍ରୟ ସମୟରେ ଗ୍ରାହକଙ୍କୁ ପ୍ରଲୋଭନ ସମସ୍ୟାର ସମାଧାନ […]
ନୂଆଦିଲ୍ଲୀ: ଯଦି ଆପଣ ଜଣେ Jio ଉପଭୋକ୍ତା ଏବଂ OTT କଣ୍ଟେଣ୍ଟ ଦେଖିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଅଫର ଆସିଛି। ଏବେ ମାତ୍ର ୧୦୦ ଟଙ୍କାରେ ଆପଣ ତିନି ମାସ ପାଇଁ Jio Hotstarର ମଜା […]
ନୂଆଦିଲ୍ଲୀ: ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥିତିକୁ ଉତୀର୍ଣ୍ଣ ହୋଇଛି।। ନୀତି ଆୟୋଗର ସିଇଓ ବି.ଭି.ଆର. ସୁବ୍ରହ୍ମଣ୍ୟମ୍ କହିଛନ୍ତି, ଭାରତ ଆଗାମୀ ୨.୫ ରୁ ୩ ବର୍ଷ ମଧ୍ୟରେ ତୃତୀୟ […]
ନୂଆଦିଲ୍ଲୀ: ନିକଟରେ ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଯାହା ପରେ ପାକିସ୍ତାନ ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ ଭାରତ ଉପରେ ଗୋଟିଏ ପରେ ଗୋଟିଏ […]
ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗତ ଦଶ ଦିନ ଧରି ଦେଶରେ ସୁନା ମୂଲ୍ୟରେ ଉତ୍ଥାନ-ପତନ ଚାଲିଛି। ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ ଏବଂ କୋଲକାତା ଭଳି ଅନେକ ପ୍ରମୁଖ ସହରରେ ଆଜି […]
ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି (World’s 4th Largest Economy India) ହୋଇପାରିଛି। ଏହି ସୂଚନା ଶନିବାର (୨୪ ମଇ, ୨୦୨୫) ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଦେଇଛନ୍ତି। ନୀତି ଆୟୋଗର […]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଟଙ୍କାର ଲାଭାଂଶ ଘୋଷଣା କରିଛି। ଏହା କୌଣସି ବର୍ଷ ମଧ୍ୟରେ ସରକାରଙ୍କୁ ମିଳିଥିବା ସବୁଠାରୁ ବଡ଼ ବଳକା ରାଶି। ପୂର୍ବରୁ, RBI ୨୦୨୩-୨୪ […]
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ବୀମା ପଲିସି ବିକ୍ରି କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏଲଆଇସି ପକ୍ଷରୁ କୁହାଯାଇଛି ଯେ, ଏହା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ […]
ଭୁବନେଶ୍ବର: ଢେଙ୍କାନାଳର ପ୍ରସିଦ୍ଧ ଆମ୍ରପଲ୍ଲୀ ଆମ୍ବ ଏବଂ ଇଂଲଣ୍ଡ ବଜାରକୁ ମହକାଇବ। ରାଜ୍ୟ କୃଷି ବିଭାଗର ସହଯୋଗରେ ଏହି ମିଠା ଆମ୍ବକୁ ଏଥର ଇଂଲଣ୍ଡ ପଠାଯାଇଛି। ତିନିଦିନରେ ପ୍ରାୟ ପାଞ୍ଚ ମେଟ୍ରିକ ଟନ ଆମ୍ବ ବିଦେଶକୁ ରପ୍ତାନୀ କରାଯାଇଛି। ଯାହା ଓଡିଶା […]
ମୁମ୍ବାଇ: ବିଶ୍ୱବ୍ୟାପୀ ଅନିଶ୍ଚିତତା ସତ୍ତ୍ୱେ ସୁନା ଏବଂ ରୂପା ମୂଲ୍ୟରେ ପୁଣି ବୃଦ୍ଧି ଦେଖାଯାଉଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୮୯,୭୬୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୭,୯୨୦ ଟଙ୍କା। […]