ଭୁବନେଶ୍ୱର/କଟକ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର କଟକ ଜିଲ୍ଲାର ନିଆଳି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର […]
ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା (EBG) କାର୍ଯ୍ୟକାରୀ କରିବାରେ ଜଡ଼ିତ ଥିବା ପ୍ରକ୍ରିୟା ବିଷୟରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । […]
ଭି ଅନନ୍ତ ନାଗେଶ୍ୱରମ୍ ଏବଂ ଚଂଚଳ ସିି. ସରକାର ଆର୍ଥିକ ପ୍ରଗତି ଏବଂ ବିକାଶ ନିମନ୍ତେ ଆର୍ଥିକ ଅନ୍ତର୍ଭୁକ୍ତିର ଆବଶ୍ୟକତା ଦୀର୍ଘଦିନ ହେଲା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାର ଭାବରେ ସ୍ୱୀକୃତି ପାଇଛି। ଉତ୍ପାଦନକ୍ଷମ ଅର୍ଥନୀତି ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ, ଲୋକଙ୍କ ସଶକ୍ତିକରଣ […]
ନୂଆଦିଲ୍ଲୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍ଏସ୍ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍ରେ କୁଟା ଯାଇଥିବା ବାସମତୀ, ଏକଉଁସା (ଆଂଶିକ ସିଝାଯାଇଥିବା)ଧୂସର ବାସମତୀ ଚାଉଳ ଅନ୍ତର୍ଭୁକ୍ତ। ୨୦୨୩ […]
ନୂଆଦିଲ୍ଲୀ: ବର୍ତ୍ତମାନ, ଅନଲାଇନ୍ ଦେୟର ସବୁଠାରୁ ଲୋକପ୍ରିୟ ମାଧ୍ୟମ UPI, ବର୍ତ୍ତମାନ ଅନ୍ୟ ଦେଶରେ ରହୁଥିବା ଭାରତୀୟ (NRI) ପାଇଁ ଏହି ସେବା ଆରମ୍ଭ ହୋଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ, NRI ବର୍ତ୍ତମାନ UPI ଅର୍ଥାତ୍ ୟୁନିଫାଏଡ୍ […]
ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସଙ୍କଟ ଜାରି ରହିଛି। ପଡୋଶୀ ଦେଶ ସମଗ୍ର ବିଶ୍ୱ ସାମ୍ନାରେ ଟଙ୍କା ମାଗିବାକୁ ବାଧ୍ୟ ହେଉଛି। ପାକିସ୍ତାନର ଅବସ୍ଥା ସୁଧୁରିନାହିଁ। ବରଂ ସମସ୍ୟା ବଢିବାରେ ଲାଗିଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ସ୍ତରରେ […]
ବ୍ରହ୍ମପୁର/ଭୁବନେଶ୍ବର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁର ସହରର ବଡ଼ବଜାରଠାରେ ଏକ ନୂଆ ଅତ୍ୟାଧୁନିକ ଷ୍ଟୋର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରେ ଟ୍ରେଣ୍ଡ୍ସର ଏହା ତୃତୀୟ […]
ଭୁବନେଶ୍ୱର: ୧୦୦ ଦିନରେ ଦେଶରେ ୧୦୧ଟି ସହରରେ ଟ୍ରୁ ୫ଜି ପ୍ରଚଳନ କରି ଜିଓ ନୂଆ ରେକର୍ଡ ସୃଷ୍ଟିକରିଛି। ବୁଧବାର ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଟି.ମନୋଥଙ୍ଗରାଜ୍ ରାଜ୍ୟର କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ସହରରେ ଜିଓ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ […]
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓ-ହବ୍ଠାରେ ଆୟୋଜିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନେ ସକରାତ୍ମକ ମନୋଭାବ […]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟରେ ସୁଖୁ ସରକାର ଭ୍ୟାଟ୍ ବୃଦ୍ଧି କରିଛନ୍ତି। ହିମାଚଳ ପ୍ରଦେଶରେ ସୁଖୁ ସରକାର ଡିଜେଲ ଉପରେ ଭ୍ୟାଟ୍ 3 ଟଙ୍କା ବୃଦ୍ଧି କରିଛନ୍ତି, ଯାହା ପରେ ବର୍ତ୍ତମାନ ମୂଲ୍ୟ ଲିଟର […]
ଭୁବନେଶ୍ୱର: ଏକ ଅତ୍ୟାଧୁନିକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିସିଆଇ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଭାରତର ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି; ଯାହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍ […]
ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ କରିଛନ୍ତି। ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ପ୍ରଦୂଷଣ ଏବଂ ଭବିଷ୍ୟତର ଶକ୍ତି ସଙ୍କଟକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଅନେକ ସ୍ତରରେ ଉଦ୍ୟମ ଚାଲିଛି। ଋଷ-ୟୁକ୍ରେନ ଯୁଦ୍ଧ ପରେ ତୈଳ ଓ ଗ୍ୟାସ ମୂଲ୍ୟ ଯେପରି ବଢିଚାଲିଛି, ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। […]
ଭୁବନେଶ୍ୱର: ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ […]
ଭୁବନେଶ୍ୱର: ୱାନ୍ପ୍ଲସ୍, ଶାଓମି ଓ ରେଡ୍ମି ପରେ ଏବେ ମୋଟୋରୋଲା ପକ୍ଷରୁ ୫ଜି ସ୍ମାର୍ଟଫୋନ୍ର ନୂତନ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ଯାହା ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍-ଏଲୋନ୍ ୫ଜି ନେଟ୍ୱର୍କକୁ ସପୋର୍ଟ କରୁଛି। ଦୁନିଆରେ ୫ଜି ସ୍ମାର୍ଟଫୋନ୍ର ଶୁଭାରମ୍ଭ କରିଥିବା ପ୍ରଥମ କଂପାନି […]
ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ଖୁସିର ଖବର। କାରଣ ଆସନ୍ତାକାଲି ଓଡିଶାର ଆରମ୍ଭ ହେବ 5ଜି ସେବା। ଏହି 5ଜି ହେଉଛି ମୋବାଇଲ ସେବାର ସବୁଠାରୁ ହାଇସ୍ପିଡ ସେବା। ଏହାକୁ କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ […]
ନୂଆଦିଲ୍ଲୀ: ବର୍ତ୍ତମାନ ବାଇକ୍ ଗୁଡିକ ଆକାଶରେ ଉଡୁଥିବା ଦେଖିବାକୁ ମିଳିବ। ଏବେ ଆକାଶରେ ଉଡ଼ୁଥିବା ବାଇକ୍ ର ବୁକିଂ ଆରମ୍ଭ ହୋଇଛି। ଆମେରିକାର ବିମାନ କମ୍ପାନୀ ଜେଟପ୍ୟାକ୍ ଦୁନିଆର ପ୍ରଥମ ଫ୍ଲାଇଙ୍ଗ ବାଇକ୍ ପାଇଁ ବୁକିଂ ନେବା ଆରମ୍ଭ କରିଛି। ଏହି […]
ଭୁବନେଶ୍ବର: ଅନେକ ଅସୁବିଧା ଏବଂ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ପୂର୍ବତଟ ରେଳପଥ ରାଜସ୍ୱ ଲୋଡିଂ ସହିତ ନୂତନ ଲାଇନ ନିର୍ମାଣ, ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସହିତ ଦୋହରୀକରଣ ପ୍ରକଳ୍ପ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ନୂତନ […]
ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଆରମ୍ଭ ହୋଇଛି। ଆଜି ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକ ମହଙ୍ଗା ମାଡର ଶିକାର ହୋଇଛନ୍ତି। ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି, ଏହା ପରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆର୍ସିପିଏଲ୍) ପକ୍ଷରୁ ଲୋଟସ୍ ଚକୋଲେଟ୍ର ୫୧% ଅଂଶଧନକୁ ଅଧିଗ୍ରହଣ କରାଯାଇଛି। ଏନେଇ ଆର୍ସିପିଏଲ୍ ଏବଂ ଲୋଟସ୍ ଗ୍ରୁପ୍ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ପି […]