ନୂଆଦିଲ୍ଲୀ: ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ଦୂରସଞ୍ଚାର ଉଦ୍ୟୋଗ ଜଗତର ବିପୁଳ ସମର୍ଥନ ମିଳିଛି। ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମୀରୁ ଏହା ସ୍ପଷ୍ଟ ହୋଇଛି। ଭାରତ ସରକାର ୭୨,୦୯୮ ମେଗାହର୍ଜ ସ୍ପେକ୍ଟ୍ରମ […]
ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ […]
ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ ଜିଓ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ପରିଚାଳିତ ନିଲାମରେ ଭାଗନେଇଥିଲା। ଏଥିରେ କଂପାନୀ ୨୦୨୨ ଅଗଷ୍ଟ ୧ ତାରିଖରେ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ […]
ଭୁବନେଶ୍ବର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା ଏକ ପ୍ରକଳ୍ପ ଯାହାକି ‘ସଂକଳ୍ପ’ କେନ୍ଦ୍ରାପଡ଼ା ପ୍ରକଳ୍ପ ନାମରେ […]
ଭୁବନେଶ୍ବର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ। ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ […]
ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଶ୍ରୀ ଏସ.କେ. ଝା, ଏଭିଏସ୍ଏମ୍, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ […]
ନୂଆଦିଲ୍ଲୀ: ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ […]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆରବିଆଇକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଏକ ଭଲ କାମ କରିଛି। ଦେଶ […]
ଭୁବନେଶ୍ବର: କିଛି ମାସ ଧରି ସାମାଜିକ ଗଣମାଧ୍ୟମର ବେଶ୍ ଚର୍ଚ୍ଚା ଚାଲିଛି। ଗାଳି ମଧ୍ୟ କରାଯାଉଛି। ତାହା ହେଲା ବର୍ତ୍ତମାନର ଟିଭି ଗଣମାଧ୍ୟମ ଯେପରି ନ୍ୟୁଜ ପରିବେଷଣ କରୁଛନ୍ତି ତାହା ଋଚି ହୀନ। ଟିଆରପି ନାମରେ ଛୋଟଛୋଟ ଘଟଣାକୁ ଘଣ୍ଟାଘଣ୍ଟା ଧରି […]
ନୂଆଦିଲ୍ଲୀ: ୨୦୨୨ ବର୍ଷର ଜୁଲାଇ ମାସ ଶେଷ ହୋଇଛି। ତିନି ଦିନ ମଧ୍ୟରେ ନୂଆ ମାସ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଅଗଷ୍ଟ ମାସରେ ଏଭଳି ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଅଗଷ୍ଟ […]
ନୂଆଦିଲ୍ଲୀ: ସାରା ଦେଶରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ। ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର […]
ନୂଆଦିଲ୍ଲୀ: ଏପରି ସମସ୍ୟା ଅନେକ ବ୍ୟାଙ୍କ ସମ୍ମୁଖରେ ଆସିଥାଏ, ଯେତେବେଳେ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ରାଶି ଉପରେ କାହାର ଅଧିକାର ନଥାଏ। ଏଗୁଡିକ ଏପରି ଖାତା ଯାହାକୁ ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କଠାରୁ ଲୁଚାଇ ଚଲାଇଥାଅନ୍ତି। କିମ୍ବା ଏହି ଖାତାଗୁଡ଼ିକରେ କୌଣସି […]
ଦିଲ୍ଲୀ: ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ– ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ […]
ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ […]
ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଯେଉଁଥିରେ ରିଲାଏନ୍ସ ଜିଓ ଏବଂ ଭାରତ ଏୟାରଟେଲ ସମେତ ଚାରିଟି କମ୍ପାନୀ ଟେଣ୍ଡର କରିବେ। ଏହି ସମୟ ମଧ୍ୟରେ 4.3 ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz […]
ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ […]
ନୂଆଦିଲ୍ଲୀ: ଟୋର୍କ ମୋଟର୍ସ ଚଳିତ ବର୍ଷ ପ୍ରାରମ୍ଭରେ ଦୁଇଟି ନୂତନ ବୈଦ୍ୟୁତିକ ମୋଟରସାଇକେଲ୍ କ୍ରାଟୋସ୍ ଏବଂ କ୍ରାଟୋସ୍ ଆର ଲଞ୍ଚ କରିଥିଲା। ସେମାନଙ୍କର ଏକ୍ସ-ସୋରୁମ୍ ମୂଲ୍ୟ ଯଥାକ୍ରମେ ୧.୦୮ ଲକ୍ଷ ଏବଂ ୧.୨୩ ଲକ୍ଷ ଟଙ୍କା। ଯୋଗାଣ ଶୃଙ୍ଖଳା ସଙ୍କଟ କାରଣରୁ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ ସେ ବିଳାସପୂର୍ଣ୍ଣ କାରର ଚାବି ନେଉଥିବାର ନଜର ଆସିଛନ୍ତି। ଏହି କାରଟି ଜାଗୁଆର ଏଫ-ଟାଇପ, ଯାହାର ଏକ୍ସ ଶୋ’ରୁମ ମୂଲ୍ୟ ୯୮.୧୩ ଲକ୍ଷ ଟଙ୍କା। […]
ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ […]
ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । […]