ନୂଆଦିଲ୍ଲୀ: ଯଦି ଆପଣ 10 ହଜାରରୁ କମ୍ ମୂଲ୍ୟରେ ଏକ ଭଲ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ 2 ଡିସେମ୍ବର ପାଇଁ ଅପେକ୍ଷା କରନ୍ତୁ। ଲାଭା ବ୍ଲେଜ୍ ନେକ୍ସ୍ଟ ଫୋନ୍ ଆମାଜନରେ ଦିନ 12 ଟାରୁ ଉପଲବ୍ଧ ହେବାକୁ ଯାଉଛି। […]
ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କୃଷକମାନେ ନିଜ କ୍ଷେତରେ ବ୍ୟବହୃତ କୀଟନାଶକକୁ ଘରେ ବସି ଅର୍ଡର କରିପାରିବେ। ନିୟମ ପରିବର୍ତ୍ତନ କରି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କୀଟନାଶକ ନିୟମ, […]
ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଳେଭ-୨୦୨୨ରେ ଯୋଗ ଦେବାକୁ ଆସିଥିବାରୟାଲ ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ, ନରୱେର ସଂମ୍ମାନସ୍ପଦ ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ ଜୋହନ ଥୋମାସ ଜେରକମ ଆଜି ସଂଧ୍ୟାରେ ଲୋକସେବା ଭବନ ଠାରେ ଓଡିଶାର […]
ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଜନତା ମଇଦାନରେ ହେବ ବହୁ ପ୍ରତୀକ୍ଷିତ ‘ମେକ ଇନ ଓଡିଶା କନକ୍ଲେଭ ୨୦୨୨ ‘। ବୁଧବାର ସଂଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନରେ ଏହି ସମ୍ମିଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର […]
ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର ବିଦ୍ୟୁତ୍ କ୍ରୟ ପାଇଁ ଏକ ଯୋଜନା ଆରମ୍ଭ କରିଛି। […]
ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ […]
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’କୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପୋହି (POHI) ୨୦୨୨-୨୩ ଯୋଜନାରେ ଭୁବନେଶ୍ୱରସ୍ଥିତ ଏକାମ୍ର […]
ଭୁବନେଶ୍ବର: ଆଜି ପଦ୍ମପୁରରେ ତିନିଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର CRPF ଉପସ୍ଥିତିରେ ଚଢ଼ାଉ ଚାଲିଥିବାର ଜଣାପଡିଛି। ଏମାନେ […]
ନୂଆଦିଲ୍ଲୀ: ଅଲଟ୍ରାଭାଇଓଲେଟ୍ ର F77 ଏକ ଲୋକପ୍ରିୟ ମୋଟରସାଇକେଲ୍, କାରଣ ଏହା ସବୁଠାରୁ ପ୍ରିମିୟମ୍ ତଥା ଦେଶର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ବୈଦ୍ୟୁତିକ ବାଇକ୍। F77 ଇଲେକ୍ଟ୍ରିକ୍ ବାଇକ୍ ଦୁଇଟି ଟ୍ରିମ୍ସ, F77 ଏବଂ F77 ରେକନ୍ ସହିତ ଆସିଥାଏ, […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି […]
ନୂଆଦିଲ୍ଲୀ: ଏପ୍ରିଲରୁ ଜୁନ୍, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି। […]
Zee Hindustan to be shut down: ଖୁବ ଶିଘ୍ର ବନ୍ଦ ହେବାକୁ ଯାଉଛି ଜୀ ମିଡିଆର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’। ନିକଟରେ ‘ଜୀ ଓଡିଶା’ ଚ୍ୟାନେଲକୁ କଂପାନୀ ବନ୍ଦ କରିଥିବା ବେଳେ ଏବେ ଜାତୀୟ ନ୍ୟୁଜ […]
ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ […]
ଭୁବନେଶ୍ୱର : ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ […]
କେନ୍ଦ୍ରାପଡା : ସାମ୍ପ୍ରତିକ ସମୟରେ ଚାଷ ବ୍ୟୟବହୁଳ ହୋଇପଡିଥିବାରୁ ଚାଷୀ ଅଧିକ ଅମଳକ୍ଷମ ଫସଲ କିସମ ଏବଂ ଆଧୁନିକ କୃଷି ପ୍ରଣାଳୀ ଅନୁସରଣ କରୁଥିବାବେଳେ କେନ୍ଦ୍ରାପଡା ଜିଲା କୋରୋ ମୀର୍ଜାପୁରର ଅଧିବାସୀ ଭୀମସେନ ରାଉତ ସ୍ୱାସ୍ଥ୍ୟକର ଧାନ କିସମ ଜୈବିକ ଉପାୟରେ […]
ଭୁବନେଶ୍ୱର: ମୁମ୍ବାଇରେ ଟ୍ରାନ୍ସଫରମାନ୍ସ ଫୋରମ୍ସ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇଏସ୍ଜି ସମିଟ୍ ଆଣ୍ଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ ଟେଲିକମ୍ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ (ଇଏସ୍ଜି)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ପୁରସ୍କାର ହାସଲ କରିଛି। ଜୀବାଶ୍ମ ଇନ୍ଧନ ବଳଦରେ […]
ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ। ଯେତେବେଳେ କୌଣସିି […]
ଭୁବନେଶ୍ବର: ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଅବସରରେ ନବୀନ କହିଛନ୍ତି ଯେ, ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି। ଏମାନେ […]
ନୂଆଦିଲ୍ଲୀ: ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି ଅଟଳ ପେନ୍ସନ୍ ଯୋଜନା, ଯାହା ନିବେଶକମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା ଯୋଗାଇଥାଏ। ଏହା ହେଉଛି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଯୋଜନା। […]
ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ଦୂରସଞ୍ଚାର (ବ୍ରଡକାଷ୍ଟିଂ ଏବଂ କେବୁଲ୍) ସେବା (ଅଷ୍ଟମ) (ଆଡ୍ରେସେବଲ୍ ସିଷ୍ଟମ୍) ଟାରିଫ୍ (ତୃତୀୟ ସଂଶୋଧନ) ଆଦେଶ, 2022 (2022 ର 4) ଏବଂ ଦୂରସଞ୍ଚାର (ବ୍ରଡକାଷ୍ଟିଂ ଏବଂ କେବୁଲ୍) ସର୍ଭିସେସ୍ ଇଣ୍ଟରକନେକ୍ସନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଧାରରେ ମିଶନ ଶକ୍ତି ବିଭାଗ ଅଧୀନରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ଗଠିତ ୭ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୂଆଦିଲ୍ଲୀସ୍ଥିତ […]