ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାମାଜିକ ଗଣମାଧ୍ୟମ ହ୍ବାଚସପ ଡାଉନ ହୋଇଯାଇଛି। ଗ୍ରହାକମାନେ କିଏ ଏହି ଆପକୁ ଖୋଲିପାରୁ ନାହାଁନ୍ତି। ଏପରିକି ଯେଉଁମାନଙ୍କର ଖୋଲୁଛି ସେଥିରେ ମେସେଜ ବା ଫଟୋ ପଠେଇ ହେଉ ନାହିଁ। ହ୍ବାଟସପ ଡାଉନ ଚାଲୁଥିବାରୁ ଏ ନେଇ […]
ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା। ହେଲେ ଏଥର ଧନତରାସ ସେମାନଙ୍କୁ ମାଲେମାଲ କରିଦେଇଛି। ଏକ ବେସରକାରୀ ହିସାବରୁ ଜଣାପଡିଛି […]
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୀପାବଳି ଉତ୍ସବ। ଏହି ଉତ୍ସବରେ ବାଣଫୁଟ ଏକ ପ୍ରମୁଖ ପର୍ବ। ହେଲେ ଏହି ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ଜାରୀ କରିଛି ନିର୍ଦ୍ଦେଶନାମା। ଆପଣ ଭୁବନେଶ୍ବରରେ ମାତ୍ର ୨ ଘଣ୍ଟା ବାଣ ଫୁଟାଇବା ଲାଗି […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି। ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର […]
ଯାଜପୁର / ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ଯାଜପୁର ଜିଲ୍ଲାର ଯାଜପୁର ଟାଉନ୍ରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ […]
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି। କେନ୍ଦ୍ର ସରକାର ଲଗାତାର ଭାବେ […]
ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ବିଗ୍ ଦିୱାଲୀ ସେଲ ଆରମ୍ଭ ହୋଇଛି। ଏହି ବିକ୍ରୟ 23 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ବିକ୍ରିରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଲାପଟପ୍, ଇୟରବଡ୍, ସ୍ମାର୍ଟୱାଚ୍ ଏବଂ ଘର ଉପକରଣ ସହିତ ଅନେକ ଉତ୍ପାଦ ଉପରେ ବଡ଼ ରିହାତି ପାଉଛନ୍ତି। ଇ-କମର୍ସ […]
ଭୁବନେଶ୍ୱର: ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ଣରେ ଶ୍ରୀ ପତ୍ରୀ ଭୁବନେଶ୍ୱରସ୍ଥିତ ଓଏଲଆଇସି ମୁଖ୍ୟ କାର୍ୟ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ […]
ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ […]
ଚିଲିକା: ‘ଗୋଲ୍ଡେନ ଲ୍ୟାଣ୍ଡ’ ହିତାଧିକାରୀଙ୍କ ପାଇଁ ବଡ ଖବର। ଯେଉଁ ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡର ଜମାକାରୀମାନେ ଅନଲାଇନରେ ପଞ୍ଜିକରଣ କରିଥିଲେ, ସେମାନେ ଖୁବ ଶୀଘ୍ର ନିଜର ନଜର କାଗଜ ପତ୍ର ଆରଆଇ ଅଫିସରେ ଜମା କରିବା ପାଇଁ କୁହାଯାଇଛି। ରାଜ୍ୟସରକାର ଦେଇଥିବା […]
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ। ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ […]
ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର […]
ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ରେ ବିତରଣ ପାଇଁ ଆବଶ୍ୟକ ଅତିରିକ୍ତ ଖାଦ୍ୟଶସ୍ୟର ଚାହିଦା ପୂରଣ କରିବା ଲାଗି କେନ୍ଦ୍ରୀୟ […]
ହାଇଦ୍ରାବାଦ: ଆଜି ହାଇଦ୍ରାବାଦର ବଂଜରା ହିଲସରେ ଥିବା ହୋଟେଲ ତାଜ କ୍ରିଷ୍ଣାରେ ଆୟୋଜିତ ହୋଇଯାଇଛି ଓଡିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆଜି ସକାଳୁ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ସଂଧ୍ୟାରେ […]
ନୂଆଦିଲ୍ଲୀ: ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଜନସାଧାରଣଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର […]
ଭୁବନେଶ୍ୱର: ହାଇଦ୍ରାବାଦରେ ଆରମ୍ଭ ହୋଇଛି ଇନଭେଷ୍ଟର ବା ନିବେଶ ବୈଠକ। ହାଇଦ୍ରାବାଦର ବଂଜରା ହିଲସଠାରେ ଥିବା ହୋଟେଲ ତାଜ କ୍ରିଷ୍ଣାରେ ଏହି ବୈଠକ ଚାଲିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ […]
ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ ଅନୁମତି ରହିଛି। ତେବେ ବାଣ ବିକ୍ରୀ ନେଇ ରହିଛି କଟକଣା। ଏଥର ରାଜ୍ୟ […]
ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍ଲୋଡ୍ ସ୍ପିଡ୍ ସହିତ ଅପ୍ଲୋଡ୍ ସ୍ପିଡ୍ରେ ଏକ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ଜାରି କରାଯାଇଥିବା […]
ନୂଆଦିଲ୍ଲୀ: ପର୍ବ ପୂର୍ବରୁ ପୁଣି ଥରେ ଜନସାଧାରଣ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ଅମୁଲ କମ୍ପାନୀ ଦିଲ୍ଲୀରେ ଦୁଗ୍ଧର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି। ଏଠାରେ ବର୍ତ୍ତମାନ ଗୋଟିଏ ଲିଟର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ଟଙ୍କାକୁ […]