ଦିଲ୍ଲୀ: ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ (ବିଆର୍ଏପି)ର ‘ଆଚିଭର୍ସ’ ଶ୍ରେଣୀରେ ଓଡିଶା ସ୍ଥାନ ପାଇଛି। ଏଥିପାଇଁ ଟପ୍ ଆଚିଭର୍ସ, ଆଚିଭର୍ସ, ଅସ୍ପାୟାର୍ସ ଏବଂ ଇମର୍ଜିଙ୍ଗ ବିଜନେସ୍ ଇକୋସିଷ୍ଟମ୍ ଭଳି ଚାରୋଟି ଶ୍ରେଣୀ ରଖା ଯାଇଥିବା ବେଳେ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି। […]
ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ ମୁଦ୍ରାସ୍ଫୀତିର ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ସାଧାରଣ ଲୋକ ମୁଦ୍ରାସ୍ଫୀତି ଦ୍ଵାରା ଅସୁବିଧାରେ ପଡିଛନ୍ତି, କିନ୍ତୁ ଜିଏସଟି ପରିଷଦର ନିଷ୍ପତ୍ତି ହେତୁ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଯଦି ସାଧାରଣ ଲୋକ […]
ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି। ଏହି ଦୁଇଟି ଡକ୍ୟୁମେଣ୍ଟ ବିନା କୌଣସି କାମ କରିବା ସହଜ ନୁହେଁ। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ID ପ୍ରୁଫ୍ ଡକ୍ୟୁମେଣ୍ଟ୍, ଯେତେବେଳେ କି […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ […]
ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି […]
ସୁଧାଶ୍ରୀ ଦାସ, ଦୁବାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ ଓବରାଇରେ ବସିଥିବା ଏହି ବୈଠକରେ ବିଶ୍ବର ନାମଜାଦା ହାଇପର ମାର୍କେଟ କଂପାନୀ ଲୁଲୁ […]
ଦିଲ୍ଲୀ: ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ୨୦୨୨ ସୁଦ୍ଧା ପର୍ଯ୍ୟାୟ କ୍ରମେ ବହିଷ୍କାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନ ଅନୁସାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ […]
ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି। ଏହି ଦୁଇଟି ଡକ୍ୟୁମେଣ୍ଟ ବିନା କୌଣସି କାମ କରିବା ସହଜ ନୁହେଁ। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ID ପ୍ରୁଫ୍ ଡକ୍ୟୁମେଣ୍ଟ୍, ଯେତେବେଳେ […]
ନୂଆଦିଲ୍ଲୀ: ସାଧାରଣ ଲୋକମାନେ କ୍ରମାଗତ ଭାବରେ ମହଙ୍ଗା ମାଡ ଅନୁଭବ କରୁଛନ୍ତି ଏବଂ ଆଜି LPG ସଂଯୋଗ ବିଷୟରେ ଏକ ଚିନ୍ତାଜନକ ଖବର ଆସିଛି। ବର୍ତ୍ତମାନ ଏକ ନୂତନ LPG ସଂଯୋଗ ପାଇବା ପାଇଁ, ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା […]
ଭୁବନେଶ୍ୱର: ଭାରତ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା […]
ଭୁବନେଶ୍ୱର : ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟିଥାଏ। ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ନିମନ୍ତେ […]
ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ […]
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ସଂପର୍କରେ ସାରା ଦେଶରେ ଏକ ବିରୋଧ ଜାରି ରହିଛି। ଏହା ଯୋଗୁଁ ଦେଶରେ ହିଂସାତ୍ମକ ଘଟଣା ସାମନାକୁ ଆସିଛି। ଯାହାଫଳରେ ଦେଶରେ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିପଥ ଯୋଜନା ଉପରେ […]
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆଶ୍ବସ୍ତିକର ଖବର ଅଛି। ଖାଇବା ତେଲର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଛି। ତେଲ ଦର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ ଶନିବାର ଏଫଏମସିଜି ଫାର୍ମ ଆଦାନୀ ୱିଲମାର ଏହାର […]
ନୂଆଦିଲ୍ଲୀ: ଲୋକମାନେ ମହଙ୍ଗା ଖାଇବା ତେଲରୁ କିଛି ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ବ୍ରାଣ୍ଡେଡ୍ ଖାଇବା ତେଲର ମୂଲ୍ୟ ହ୍ରାସ କରାଯାଇଛି, ଯାହା ସାଧାରଣ ଜନତାଙ୍କ ରୋଷେଇ ଖର୍ଚ୍ଚ ହ୍ରାସ କରିବ। ବ୍ରାଣ୍ଡେଡ୍ ଖାଇବା ତେଲର ଉତ୍ପାଦକମାନେ ଖଜୁରୀ ତେଲ, ସୋୟାବିନ୍ ତେଲ […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍ – ଅନ୍, ରୋଲ୍ ଅଫ୍) ଫେରୀ ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ […]
ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଗୋଟିଏ ସ୍ୱୟଂଚାଳିତ ଟେଲର ମେସିନରୁ ପାଞ୍ଚଟି ନୋଟ୍ ବାହାରିବା ଆରମ୍ଭ କଲା। ଲୋକମାନେ ଏହି ଖବର ବିଷୟରେ ଜାଣିବା ମାତ୍ରେ ସେମାନେ ଟଙ୍କା ଉଠାଇବା ପାଇଁ ଏଟିଏମରେ ପହଞ୍ଚିଥିଲେ ଏବଂ ଏହା ଦେଖିବା ପରେ ଏଟିଏମ୍ […]
ଇସଲାମବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପାକିସ୍ତାନରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୨୩୩ ଟଙ୍କାରୁ ଅଧିକ ହୋଇଛି। ଏଠାରେ ମୂଲ୍ୟ ଦିନକୁ ଲିଟର ପିଛା […]
ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଘର ଋଣ ଉପରେ ସର୍ବନିମ୍ନ ସୁଧ ହାରକୁ ୭.୫୫ ପ୍ରତିଶତକୁ ବୃଦ୍ଧି କରିଛି। ନୂତନ ହାର ବୁଧବାର ଅର୍ଥାତ ଗତକାଲି ଠାରୁ କାର୍ଯ୍ୟକାରୀ ହୋଇଛି। ବ୍ୟାଙ୍କ ମାର୍ଜିନାଲ୍ କଷ୍ଟ […]
ନୂଆଦିଲ୍ଲୀ: ଆଜି ଲୋକମାନଙ୍କ ପାଇଁ ଦୁଃଖଦ ଖବର ଶୁଣିବାକୁ ମିଳିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜିଠାରୁ ଘରୋଇ ଗ୍ୟାସ ସଂଯୋଗ ନେବା ମହଙ୍ଗା ହୋଇଛି। ଏକ ନୂତନ ଘରୋଇ LPG ସଂଯୋଗ ପାଇବାକୁ, ଆପଣଙ୍କୁ ଆଜିଠାରୁ ଅଧିକ ଟଙ୍କା ଖର୍ଚ୍ଚ […]