ଭୁବନେଶ୍ୱର: ଆଜି ଓଡିଶା ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୁଲ୍ୟରେ ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍ ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ […]
ନୂଆଦିଲ୍ଲୀ: ବଜାରରେ ବୈଦ୍ୟୁତିକ ଦୁଇ ଚକିଆ ଚାହିଦା ବୃଦ୍ଧି ପାଉଛି। ଏଥି ସହିତ ସରକାର ଲୋକଙ୍କୁ ବୈଦ୍ୟୁତିକ ଯାନ କିଣିବାକୁ ମଧ୍ୟ ଉତ୍ସାହିତ କରୁଛନ୍ତି। ଏଥିପାଇଁ ସରକାର ବୈଦ୍ୟୁତିକ ଯାନ ଉପରେ ସବସିଡି ମଧ୍ୟ ଦେଉଛନ୍ତି। ଆସନ୍ତା ସାତ ମାସ ପାଇଁ […]
ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍ ଏବଂ ବିବାଦୀୟ ଆମେରିକୀୟ ସର୍ଟ ସେଲର ହିନ୍ଦେନବର୍ଗ ରିସର୍ଚ୍ଚ ମାମଲାରେ ନୂଆ ମୋଡ଼ ଆସୁଛି। ଦେଢ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ବିଷୟର ସମାଧାନ ହେଉନାହିଁ ଏବଂ କ୍ରମାଗତ ଭାବରେ ଏଥିରେ ନୂତନ ଅଧ୍ୟାୟ ଯୋଡାଯାଉଛି। […]
ନୂଆଦିଲ୍ଲୀ: ଆୟୋଜିତ ଏକ ବୈଠକରେ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପର୍ଯ୍ୟାୟରେ ନିଲାମ କରାଯାଇଥିବା ଏବଂ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ସ୍ଥିତି ଉପରେ ସମୀକ୍ଷା କରାଯାଇଛି। ଏହି ବୈଠକରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନାମାଙ୍କିତ ପ୍ରାଧିକରଣ ରୂପିନ୍ଦର ବ୍ରାର ଅଧ୍ୟକ୍ଷତା […]
ନୂଆଦିଲ୍ଲୀ: ଭାରତରେ ବୈଦ୍ୟୁତିକ ଯାନଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଯାନଗୁଡିକ ଉପରେ ସରକାର ନିରନ୍ତର ଧ୍ୟାନ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, […]
ଭୁବନେଶ୍ବର: ଖୁବ ଶିଘ୍ର ଭଙ୍ଗା ଯିବା ବହୁ ଲୋକଙ୍କ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀସ୍ଥିତ ଓଡିଶା ଭବନ। ଏ ନେଇ ରାଜ୍ୟ ସରକାର ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁଇ ବର୍ଷ ତଳେ ଏହି ଭବନ ଅସୁରକ୍ଷିତ ବୋଲି ଘୋଷଣା […]
ନୂଆଦିଲ୍ଲୀ: ଚାଇନାରେ ଇଲେକ୍ଟ୍ରିକ୍ ଭେଇକିଲ୍ (ଇଭି) ସେଗମେଣ୍ଟ ଦ୍ରୁତ ଗତିରେ ବଢୁଛି ଏବଂ ଏହି ସମୟରେ ଏକ ନୂତନ ଛୋଟ ବୈଦ୍ୟୁତିକ କାର ବିଷୟରେ ଅନେକ ଆଲୋଚନା ହେଉଛି। ଏହି କାର୍ ହେଉଛି ବେଷ୍ଟୁନ୍ ବ୍ରାଣ୍ଡର ଶାଓମା, ଯାହା ଗତ ବର୍ଷ […]
ଭୁବନେଶ୍ବର: ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ […]
ଭୁବନେଶ୍ବର: ଆଜିଠାରୁ ଗଡିବା ଆରମ୍ଭ ହୋଇଛି ସୁଭଦ୍ରା ରଥ। ଅର୍ଥାତ ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ସଂପର୍କରେ ସଚେତନତା କରିବା ପାଇଁ ଏହି ରଥ ବୁଲିବ। ଆଜି ଭୁବନେଶ୍ବରର ଗାନ୍ଧୀମାର୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି […]
ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ […]
ନୂଆଦିଲ୍ଲୀ: ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୮ତମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ସଡ଼କ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଭାରତରେ ବ୍ୟବସାୟିକ ଭାବରେ ଏହାର ସେବା ଆରମ୍ଭ କରିବାର ୮ ବର୍ଷ ପୂରଣ ହୋଇଛି। ଏହି ଅଷ୍ଟମ ବର୍ଷପୂର୍ତ୍ତି ଅବସରରେ ଜିଓ ନିଜର ପ୍ରିପେଡ଼ ମୋବାଇଲ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଆନିଭର୍ସାରି ଅଫର ଆଣିଛି। ଜିଓ ମୋବାଇଲ୍ […]
ଭୁବନେଶ୍ବର: ଧିରେଧିରେ ବାର୍ଡ ଫ୍ଲୁ ଆତଙ୍କ ବଢିବାରେ ଲାଗିଛି। କାରଣ ଏହି ରୋଗରେ କୁକୁଡା ଆକ୍ରାନ୍ତ ହୋଇ ମରିବାରେ ଲାଗିଛନ୍ତି। ତେବେ ଏହାକୁ ରୋକିବା ପାଇଁ ଓଡିଶା ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଶେଷ କରି ପିପିଲି […]
ଭୁବନେଶ୍ୱର: ରାଜ୍ୟରେ ୩୦ଟି ଜିଲ୍ଲା ରେ ଥିବା ୬୧୯ ଟି ସରକାରୀ ଆୟୁର୍ବେଦିକ ଦିସ୍ପେନସାରି କୁ ଯୋଗାଣ ହୋଇଥିବା ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ର ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ କରାଯାଇଛି। ଦିସ୍ପେନସାରି କୁ ପ୍ରଦାନ କରାଯାଇଥିବା ୨୦ଟି ଔଷଧ […]
ନୂଆଦିଲ୍ଲୀ: ସିଆଇଆଇ ର ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଡିଜେଲ ବିଷୟରେ ଏକ ବଡ଼ କଥା କହିଛନ୍ତି। ଶୀଘ୍ର ଡିଜେଲକୁ ବିଦାୟ କହିବା ପାଇଁ ଶ୍ରୀ ଗଡକରୀ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ଡିଜେଲ ଯାନ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନିର ୪୭ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ଜିଓଏୟାରଫାଇବରକୁ ନେଇ ଉତ୍ସାହଜନକ ଘୋଷଣା କରିଛନ୍ତି। ସାରା ଦେଶରେ ଜିଓଏୟାରଫାଇବରର ଗ୍ରହଣୀୟତାକୁ ଦୃତ ଗତିରେ […]
ଭୁବନେଶ୍ବର: କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫ କିଲୋମିଟର ଦୈର୍ଘ୍ୟରେ ଚାଲୁରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି। ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଜଟିଳ […]
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନନ୍ଦ୍ରୁସାହି ଗାଁର ଏହି ଉତ୍ସାହୀ ଯୁବ ଚାଷୀ ତାଙ୍କର ନିରନ୍ତର ପ୍ରୟାସ ମାଧ୍ୟମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । […]
ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ସୁନ୍ଦରପଦାର କୁଚିଲାପୁଟସ୍ଥିତ ଟାଟା-ୱାଟ୍କୋ ପ୍ରୋଜେକଫ ପରିସରରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛିି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ […]
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ର ୪୭ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ରେ ଅନେକ ପ୍ରମୁଖ ଘୋଷଣା କରାଯାଇଛି। କମ୍ପାନୀର ଆଗାମୀ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକରେ ସେୟାରଧାରକ ମାନଙ୍କୁ ୧:୧ ଅନୁପାତରେ ବୋନସ ସେୟାର […]