ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଲୋକେ ମଦ ପିଉଛନ୍ତି ସେଠାରେ ମଦ ବିକ୍ରି ବଢ଼ିବାକୁ ଯାଉଛି । ଆମେ ଏହା କହୁଛୁ କାରଣ ପ୍ରତିବର୍ଷ ଲୋକମାନେ ନୂଆବର୍ଷ […]
ନୂଆଦିଲ୍ଲୀ: ଆଗାମୀ ପର୍ବପର୍ବାଣୀ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ମାନଙ୍କ ହାତକୁ ସୁଦୃଢ଼ କରିବା ନିମନ୍ତେ […]
ଭୁବନେଶ୍ବର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ, ପରୀକ୍ଷାମୂଳକ ଭିତ୍ତିରେ ନିରାକାରପୁର ଠାରେ 18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଅଛି । ବେଙ୍ଗାଲୁରୁ ଠାରୁ 29 ଡିସେମ୍ବର […]
ଭୁବନେଶ୍ବର: ଚାଷୀର ଭାବାବେଗ ସହିତ ନିଜକୁ ସଂଶ୍ଳିଷ୍ଟ କରି ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ଆମକୁ କାମ କରିବାକୁ ପଡ଼ିବ। ପ୍ରତିଦିନ ନୂତନ ଜ୍ଞାନର ବିସ୍ପୋରଣ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସମୟୋପଯୋଗୀ ତଥା […]
ନୂଆଦିଲ୍ଲୀ: ସବୁକିଛି ଠିକ୍ ଠାକ୍ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଟୋଲ ପ୍ଲାଜାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଟୋଲ ଦେବାରେ ଆପଣ ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ରାଜପଥ ଟୋଲ ପ୍ଲାଜାର ବର୍ତ୍ତମାନର ବ୍ୟବସ୍ଥାକୁ ବଦଳାଇବା ପାଇଁ ସରକାର […]
ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ […]
ଭୁବନେଶ୍ୱର: ପୋଷ୍ଟପେଡ୍ ଫୋନ୍ ବିଲ୍ ପୈଠରେ ବିଳମ୍ବ ହେଲେ ଆପଣଙ୍କୁ ଜେଲ୍ ହୋଇପାରେ। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ଆପଣଙ୍କୁ ଏପରି କରି ଅଦାଲତ ଯିବବାକୁ ପଡ଼ିପାରେ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ନ […]
ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବର ମାସରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ନୂତନ ମୋବାଇଲ ଗ୍ରାହକ […]
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଗତକାଲି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍ ପ୍ୟାଲେସ୍ଠାରେ ଲୋକାର୍ପିତ ହୋଇଛି। ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜା ନିଆରା ଅନୁଭୂତି ପ୍ରଦାନ […]
ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନରେ ଭାରତ ସରକାର ଟେଲିକମ୍ୟୁନିକେସନ୍ ବିଲ-୨୦୨୩ ଆଗତ କରିଛନ୍ତି। ଏଥିରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି। ସେହିପରି ନେଟଫ୍ଲିକ୍ସ ଓ ପ୍ରାଇମ ଭିଡିଓ ଭଳି ଆପକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଏପର୍ଯ୍ୟନ୍ତ […]
ଭୁବନେଶ୍ଵର: ଡିସେମ୍ବର ୧୫ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବାର ଦିନବ୍ୟାପୀ ଜାତୀୟ ସ୍ତରୀୟ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ତୃତୀୟ ସନ୍ଧ୍ୟାକୁ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ମନୋରଞ୍ଜନ ମଲ୍ଲିକ, […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଆଉ ମାତ୍ର ୨-୩ ମାସ ବାକି ଅଛି । ଏହା ପୂର୍ବରୁ ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ସାମ୍ନାକୁ ଆସିଛି । ସଦ୍ୟତମ ଅଡିଟ୍ […]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ […]
ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍ର ଶୁଭାରମ୍ଭ କରିଛି । ଏହି ପ୍ଲାନ୍ […]
ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି। ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍ ଡିଜାୟାର-ସିଡାନ୍ ଏବଂ ୨ଟି […]
ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ […]
ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଟ୍ ବର୍ଷ ୨୦୨୩-୨୪ ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି। ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହା ମଧ୍ୟ ଆମ କାରିଗର […]
ଭୁବନେଶ୍ବର: ଚାରିଦିନ ଧରି ଚାଲିଛି ଟଙ୍କା ଗଣତି ଯେ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ମଦଭାଟିରୁ ଜବତ ସମସ୍ତ ଟଙ୍କା ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ ଭର୍ତ୍ତି କରାଯାଇ ଗଣତି ଚାଲିଛି। ହେଲେ ରୁନ୍ଧା ଘରେ ଗଦାଗଦା ଟଙ୍କା ଓ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱରରେ ଏକ ଭିନଣ୍ଟେଜ ଏବଂ କ୍ଲାସିକ୍ କାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ‘ଓଡ଼ିଶା କନକ୍ୟୁୟର୍ସ ଡି’ଲେଗାନ୍ସ ୨୦୨୩’ ଶୀର୍ଷକ ବିଶିଷ୍ଟ ଏହି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି। ଏଥିରେ […]
ଭୁବନେଶ୍ବର: ଓଡିଶାର ଦ୍ବିତୀୟ ନମ୍ବରରେ ଥିବା ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ନୂଆ ସଂପାଦକ ବା ଏଡିଟର ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ତନୟା ପଟ୍ଟନାୟକ। ଆଜି ସମ୍ବାଦ ଗ୍ରୁପ ତରଫରୁ ଏହି ଘୋଷଣା କରାଯାଇଛି। ତନୟା ବର୍ତ୍ତମାନ ସମ୍ବାଦ ଗ୍ରପର […]