ଭୁବନେଶ୍ବର, କୋଭିଡ଼୧୯ ସକର।ତ୍ମକ ମ।ମଲ।ଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳ। ଭ।ଙ୍ଗିବ। ଏବଂ ଖର।ପ ପୃଷ୍ଠପୋଷକତ। ପ।ଇଁ ଉଭୟ ଦିଗରୁ ୨୦ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ଚଳ।ଚଳ ବ।ତିଲ, ଆଂଶିକ ବ।ତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମ।ନଙ୍କରେ ଚଳ।ଚଳ କରିବ।କୁ […]
ନୂଆଦିଲ୍ଲୀ, ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନା ଗଣରାଜ୍ୟର ଉତ୍ପାଦକତା ବିକାଶ ମନ୍ତ୍ରଣାଳୟର ଖଣିଜ ନୀତି ସଚିବାଳୟ ମଧ୍ୟରେ ସହଯୋଗ ସମ୍ବନ୍ଧୀୟ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପ୍ରସ୍ତାବକୁ […]
ନୂଆଦିଲ୍ଲୀ: କରୋନା ସମୟରେ ରୋଜଗାର କରୁଥିବା ପରିବାରର ଏକମାତ୍ର ସଦସ୍ୟଙ୍କ ମୃତ୍ୟୁରେ ପରିବାରର ଆର୍ଥିକ ସଙ୍କଟକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ଏବଂ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଅଧୀନରେ ବୀମା କ୍ଷତିପୂରଣ ବୃଦ୍ଧି କରିଛନ୍ତି। […]
ନୂଆଦିଲ୍ଲୀ, କୋଭିଡ ରିଲିଫ ସାମଗ୍ରୀରୁ ଜିଏସଟି ଛାଡ ମାମଲାଗୁଡ଼ିକର ଯାଞ୍ଚ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛି। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଏହି ଆଠ ଜଣିଆ ମନ୍ତ୍ରୀ ଦଳର ଆବାହକ ଅଛନ୍ତି। ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। ୧୧ ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ ୩୩,୦୦୦ ଶିଶି ହୋଇଥିବା ବେଳେ ବର୍ତ୍ତମାନ […]
ଭୁବନେଶ୍ବର, କୋଭିଡ଼୧୯ ସକରାତ୍ମକ ମାମଲାଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 10 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ […]
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଓଡ଼ିଶାର ସମସ୍ତ ଜିଲ୍ଲାର ମୋବାଇଲ୍ ନେଟ୍ୱର୍କକୁ ସଫଳତାର ସହ ପୁନରୁଦ୍ଧାର କରାଯାଇଛି । ବାତ୍ୟା ଆଗମନର ପୂର୍ବରୁ ଜିଓ ପକ୍ଷରୁ ବ୍ୟାପକ […]
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇଛି। ମେହୁଲକୁ ସିଧା ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଆଣ୍ଟିଗୁଆ ଏବଂ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ଚୋକସି ୨୦୧୭ରେ ଆଣ୍ଟିଗୁଆର ନାଗରିକତା ଗ୍ରହଣ […]
ଭୁବନେଶ୍ବର, ଆଜି ସଂଧ୍ୟାରୁ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଥରେ ଉଡାଣ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଉଡାଣ ଗତକାଲି ରାତିରୁ ସ୍ଥଗିତ ରଖାଯାଇଥିଲା। ଆଜି ସଂଧ୍ୟା 7ଟାରୁ ଏହି ଉଡାଣ କାର୍ଯ୍ୟ ଆରମ୍ଭ […]
ଭୁବନେଶ୍ବର, ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ୱାରା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାର ଉପରେ ରିହାତି ଯୋଗାଣ ଘୋଷଣା ପରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାର ଆଗାମୀ ଖରିଫ ଋତୁରେ ଦେଶର କୃଷକମାନଙ୍କୁ ସାର ଉପରେ ୧୪,୭୭୫ କୋଟି […]
ନୂଆଦିଲ୍ଲୀ: କରୋନା ମହାମାରୀର ଭୀଷଣତାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ ଟିକସ ଓ ତତସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟର ଅନ୍ତିମ ତାରିଖକୁ ବଢାଇ ଦେଇଛନ୍ତି। ବିଭିନ୍ନ ସମ୍ପୃକ୍ତିପକ୍ଷ ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ତଦନୁସାରେ ଆୟକର […]
ନୂଆଦିଲ୍ଲୀ, ଭାରତୀୟ ବଜାର ପାଇଁ ପ୍ରତିଷ୍ଠିତ କାର ନିର୍ମାତା ଟୟୋଟା କଂପାନୀ ଏକ ଶସ୍ତା କାର ଆଣିବାକୁ ନିଷ୍ପତି କରିଛି। ଭାରତୀୟ ଗ୍ରାହକଙ୍କୁ ଲକ୍ଷ ରଖି କଂପାନୀ ଏହି କାର ଲଞ୍ଚ କରିବାକୁ ଯାଉଛି। ଏହି କାରଟି ମାରୁତି ସେଲେରିଓ ଏବଂ […]
ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ କର ଦାତାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ଟିଟର୍ଣ୍ଣ ଜମା କରିବା ଅବଧିକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି। […]
ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶର ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେ ଦୁଇଟି ହେଲା ତେଲୁଗୁ ନ୍ୟୁଜ ଚ୍ୟାନେଲ TV5 ଏବଂ ABN Andhra Jyoti । ଏହି ଚ୍ୟାନେଲରେ YSR Congressର ଅସନ୍ତୁଷ୍ଠ […]
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ୪ଜି ସ୍ପିଡ୍ ଚାର୍ଟରେ ରିଲାଏନ୍ସ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ହାରାହାରି ଡାଉନ୍ଲୋଡ୍ ସ୍ପିଡ୍ ସହ ଶୀର୍ଷରେ ରହିଥିବା ଜଣାପଡିଛି। ଏପ୍ରଲ୍ ମାସରେ ସେକେଣ୍ଡ ପିଛା ସର୍ବାଧିକ ହାରାହାରି […]
ମୁମ୍ବାଇ/ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା। ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର […]
ଭୁବନେଶ୍ବର, କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ଭୁବନେଶ୍ୱର ବିମାନ ବନ୍ଦର ଏବଂ […]