ଭୁବନେଶ୍ୱର, ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଶିକ୍ଷାନବିସଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କାଜାକସ୍ଥାନ, ଇଜିପଫ, କେନିଆ ଭଳି ମିତ୍ରରାଷ୍ଟ୍ରର ବରିଷ୍ଠ ସାମରିକ ଅଧିକାରୀମାନେ ଆଜି ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ […]
ନୂଆଦିଲ୍ଲୀ: ଗତ ୬ ଦିନ ଧରି ଦେଶରେ ପେଟ୍ରୋଲ-ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚ ୩୦ ତାରିଖରେ ପେଟ୍ରୋଲ ଦାମରେ ୨୨ ପଇସା ଏବଂ ଡିଜେଲ ଦାମରେ ୨୩ ପଇସା ହ୍ରାସ ହୋଇଥିବା ବେଳେ ତୈଳ କମ୍ପାନୀ ଆଜି ଯାଏଁ […]
ମୁମ୍ବାଇ, ଗୋଟିଏ ଘରର ମୁଲ୍ୟ କେତେ ହେବ। ବେଶୀ ହେଲା 100 କୋଟି ନଚେତ 500 କୋଟି। ହେଲେ ଆପଣ କେବେ ଶୁଣିଛନ୍ତି ଯେ ଗୋଟିଏ ଘରର ଦାମ ହେବ 1000 କୋଟି ଟଙ୍କା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ […]
ଭୁବନେଶ୍ୱର: ଜିଓର ଜବରଦସ୍ତ ରଣନୀତି, ନୂଆ ଜିଓଫୋନ ଅଫର ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ କଂପାନିକୁ ଗ୍ରାହକ ସଂଖ୍ୟାରେ ବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଜେଏମ୍ ଫାଇନାନ୍ସିଆଲ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସଦ୍ୟତମ […]
ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧ ପରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିନି ଏବଂ କପା ରପ୍ତାନି ପ୍ରସ୍ତାବକୁ ରଦ୍ଦ କରିଛି। ପୂର୍ବରୁ ପାକିସ୍ତାନର ଇକୋନୋମିକ କୋର୍ଡିନେସନ କମିଟି ଏବଂ ଭାରତ ମଧ୍ୟରେ ପୁଣି ଥରେ ବାଣିଜ୍ୟ ସମ୍ପର୍କ ପାଇଁ […]
ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଦରର ବୃଦ୍ଧି ମଧ୍ୟରେ ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା ହ୍ରାସ କରାଯାଇଛି। ହ୍ରାସ ହୋଇଥିବା ଦର ଆଜି ରାତି ୧୨ ଟା ରୁ ଲାଗୁ ହେବ। […]
ନୂଆଦିଲ୍ଲୀ/ୱାଶିଂଟନ: ଗତ ଏକ ବର୍ଷ ତୁଳନାରେ ଭାରତ ବହୁତ ଆଗକୁ ଚାଲିଯାଇଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ନିୟୋଜିତ ବିଶ୍ଵ ବ୍ୟାଙ୍କ ମୁଖ୍ୟ ଅର୍ଥଶାସ୍ତ୍ରୀ ହଂସ ଟିମର କହିଛନ୍ତି। ଯଦି ଏକ ବର୍ଷର ପୂର୍ବ […]
ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହେବ। ଆସନ୍ତା ମାସର ୩୦ ଦିନ ମଧ୍ୟରୁ ପାଖାପାଖି ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏହି ୧୫ ଦିନ ମଧ୍ୟରୁ ରବିବାର, ମାସର ଦ୍ଵିତୀୟ ଶନିବାର ଏବଂ […]
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା […]
ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ […]
ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାନ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ରହିଛି। ଯଦି ପ୍ୟାନ ସହ ଆଧାର ଲିଙ୍କ କରିନାହାନ୍ତି, ତେବ ଖୁବ ଶୀଘ୍ର କରିନିଅନ୍ତୁ। ନଚେତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା […]
ଭୁବନେଶ୍ୱର, ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଚଳିତ […]
ଭୁବନେଶ୍ବର, ଆଜି ସୁନାଦର ସର୍ବାଧିକ ହ୍ରାସ ଘଟିଛି। ଗତ ମାସେ ଧରି ଏପରି ଏହାର ଦର ଏପରି ହ୍ରାସ ପାଇ ନ ଥିଲା। ଆଜି 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 41900 ଟଙ୍କା। ଗତକାଲି ଏହା ଥିଲା […]
ଭୁବନେଶ୍ୱର: କାଞ୍ଚନ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିଠାରେ ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା […]
ଭୁବନେଶ୍ୱର: ଆଜିକାଲି ଉପଭୋକ୍ତାମାନେ ପ୍ରତି ଜାଗାରେ, ପ୍ରତି ମୁହୂର୍ତ୍ତରେ ଠକେଇର ଶିକାର ହେବାରେ ଲାଗିଛନ୍ତି। ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପଭୋକ୍ତାମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଚେତନତା ପାଇଁ କାମ କରୁଥିବା ଅନେକ ସାମାଜିକ ସଂଗଠନ ଏଥିପାଇଁ କାମ […]
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ […]
ଭୁବନେଶ୍ୱର, ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି […]
କୋଲକାତା, ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ […]
ନୂଆଦିଲ୍ଲୀ, ଗୋଟିଏ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ ପ୍ଲାଜା ହଟାଇ ଦିଆଯିବ। ସମସ୍ତ ଦେୟ ଜିପିଏସ ମାଧ୍ୟମରେ ହେବ। ଏହି ପ୍ରତିଶୃତି ଗୃହକୁ ଦେଉଛି ବୋଲି କହିଥିଲେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଆଜି ସଂସଦରେ ଗଡକରୀ କହିଛନ୍ତି ଯେ, […]
ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା ୨୦୨୧’ ପରିସରରେ ୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଅରୁଣ ସାହୁ ଏହି ନିଯୁକ୍ତି […]
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ୨୦୦୦ ଟଙ୍କା ନୋଟ ମିଳୁ ନାହିଁ। ବ୍ୟାଙ୍କ ହେଉ କିମ୍ବା ଏଟିଏମ, ୨୦୦୦ ଟଙ୍କା ନ ମିଳିବାର କାରଣ କଣ ? ଏହିପରି ଏକ ପ୍ରଶ୍ନ ସଂସଦରେ ଉତ୍ଥାପନ କରିଥିଲେ ଏମଡିଏମକେ ସାଂସଦ ଏ ଗଣେଷମୂର୍ତ୍ତି। ସରକାର […]