ନୂଆଦିଲ୍ଲୀ: ମୁମ୍ବାଇର ଜୁହୁ ଅଞ୍ଚଳରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ମୁମ୍ବାଇ ପୋଲିସ ୭୫ ବର୍ଷିୟ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ – ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ପଞ୍ଚ ତାରକା […]
ଇସଲାମବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପାକିସ୍ତାନରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୨୩୩ ଟଙ୍କାରୁ ଅଧିକ ହୋଇଛି। ଏଠାରେ ମୂଲ୍ୟ ଦିନକୁ ଲିଟର ପିଛା […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଲଣ୍ଡାକୋଟ ଜଙ୍ଗଲରୁ ବୁଧୁବାର ଦିନ ୧୦ କେଜି କୁଟୁରା ମାଂସ ଓ ଦେଶୀ ବନ୍ଧୁକ ସହ ଦୁଇ ଶିକାରୀକୁ ବନବିଭାଗ ଗିରଫ କରିଛି। ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ […]
ହାଭେରୀ: ଉତ୍ତର କର୍ଣ୍ଣାଟକର ହାଭେରୀରେ କିଛି ଚାଷୀଙ୍କ ପରିବାର ସଦସ୍ୟ କୀଟନାଶକ ବ୍ୟବହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକମାନେ ଜମିରେ ଭାଗ ନେବାକୁ ଦାବି କରି ସେମାନଙ୍କୁ ହଇରାଣ କରୁଛନ୍ତି। କିନ୍ତୁ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ପୋଲିସ୍ ଭ୍ୟାନ୍ ଧକ୍କାରେ ୬୦ବର୍ଷର ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି କୃଷ୍ନ ଚନ୍ଦ୍ର […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ରଜ ପରିପ୍ରେକ୍ଷୀରେ ଯେଉଁଠି ସାଧାରଣ ଜନତା ଘରେ ରହି ଏହାକୁ ପାଳନ କରୁଛନ୍ତି। ଅନ୍ୟ ପକ୍ଷରେ ବ୍ରାଉନ ସୁଗାର ବେପାରିଙ୍କ ପାଇଁ ସତେ ଯେମିତି ଏହା ଏକ ମଉକା […]
ସୀତାରାମ ଅଗ୍ରୱାଲ ବାଣପୁର: ରଜ ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏକାଧିକ ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ବେଳେ ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ସମ୍ପୃକ୍ତ ସ୍ଥାନଗୁଡିକରେ ଚଢ଼ାଉ କରାଯାଇ ୯ ଜଣ ଜୁଆଡ଼ିଙ୍କୁ ଗିରଫ […]
ଶ୍ରୀନଗର: କାଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ସମେତ ଦୁଇଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଏ ସମ୍ପର୍କରେ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରି ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ବରପଡ଼ା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୭ ହଜାର ୨୦୦ ଲିଟର ଗୁଡ଼ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୧୨ ଜଣ ବ୍ୟକ୍ତିଙ୍କୁ ବାଲୁଗାଁ ଥାନା ଅନ୍ତର୍ଗତ ରାହାଣାବେଲି ଗ୍ରାମର ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ଉକ୍ତ ୧୨ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡିଛି। […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କଲେଜ ରୋଡ଼ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଜଣେ କର୍ମଚାରୀ ବେକରେ ଗାମୁଛା ଲଗାଇ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଘରେ ଚାଲିଥିଲା ବେଇଆନ ଜଙ୍ଗଲି ମାଂସ ରୋଷେଇ। ଜଙ୍ଗଲି ମାଂସ ରୋଷେଇ ହେଉଥିବାର ସ୍ଥାନୀୟ ଲୋକେ ଜାଣିପାରି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଯାହାଫଳରେ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ଉକ୍ତ […]
ଜଂକିଆ: ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଥାନା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗୋରୁଗୁଡିକ ଜାତୀୟ ରାଜପଥ ଉପରେ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଘରୋଇ କଳି ହେଲା କାଳ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ। ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ […]
ତେଲେଙ୍ଗାନା: ସେଲିବ୍ରିଟି ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷା ଗରିମେଲାଙ୍କୁ ଶନିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ବଞ୍ଜାରା ହିଲ୍ସ ଘରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ବଞ୍ଜାରା ହିଲ୍ସରେ ଗାରିମେଲା ନାମକ ସଂସ୍ଥାର ପ୍ରତ୍ୟୁଷା ଏକ ଫ୍ୟାଶନ୍ ଷ୍ଟୁଡିଓ ଚଳାଉଥିଲେ ଏବଂ ଟଲିଉଡ, ବଲିଉଡ […]
ପୁଲୱାମା: ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟରରେ ମୋଟ ତିନି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ପୁଲୱାମାର ଦ୍ରବଗାମ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ନିହତ ହୋଇଥିବା ତିନିଜଣ ଆତଙ୍କବାଦୀ ସ୍ଥାନୀୟ ଏବଂ ସମସ୍ତେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ସହିତ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ। ଏସଂପର୍କରେ ଧର୍ମଗଡ ଏସଡିପିଓ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା […]
ନୂଆଦିଲ୍ଲୀ: ଘୃଣ୍ୟ ବାର୍ତ୍ତା ବିସ୍ତାର କରୁଥିବା ଏବଂ ବିଭିନ୍ନ ଗୋଷ୍ଠୀକୁ ଉତ୍ତେଜିତ କରୁଥିବା ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଛି। ଦିଲ୍ଲୀ ପୋଲିସ ଯେ, ଏହି ଲୋକମାନେ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି, ଯାହା ମହୋଲ ଖରାପ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସୁଚାନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ନୈନା ବାରିକ […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୋଡ଼ାପୁଟ ଗ୍ରାମରେ ଦେଶୀ ରନ୍ଧା ମଦ ଚୋରାଚାଲାଣ ହେଉଥିବାର ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୨୧୦ ଲିଟର ଦେଶୀ ରନ୍ଧା ମଦ, ଗୋଟାଏ […]