ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ମୁକାବିଲା ଜମ୍ମୁ କାଶ୍ମୀରର ଅନନ୍ତନାଗର ବିଜବେହାରର ଶିତିପୋରା ଅଞ୍ଚଳରେ ଚାଲିଛି। କାଶ୍ମୀର ଜୋନ୍ ପୋଲିସ ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରୀୟ ହେଉଥିବା ବେଳେ ଜୟପାଟଣା ପୋଲିସକୁ ବଡ ସଫଳତା ମିଳିଛି। କଳାହାଣ୍ଡି ଏସପି ଅଭିଲାଷ ଜି. ଆଇପିଏସ ଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ […]
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଛି। ଲୁହା ରଡ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଟ୍ରଲର ଦୁଇ ଚାଳକ ଏବଂ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଚାନ୍ଦପୁର […]
କଟକ: ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ହାଇକୋର୍ଟ ଏକ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି। ସୋସିଆଲ ମିଡିଆରେ ଦେଉଥିବା ମନ୍ତବ୍ୟକୁ […]
କୋଲକାତା: ପଶ୍ଚିମବଙ୍ଗରୁ ଆଜି ଆଉ ଏକ ଦୁଃଖଦ ଖବର ଆସିଛି। ଆଜି କୋଲକାତାର ସହରର ପାଟୁଲି ଅଞ୍ଚଳରେ ଥିବା ବାସଭବନରୁ ଅନ୍ୟ ଏକ ମଡେଲଙ୍କ ମୃତଦେହ ମିଳିଛି, ଯାହା ତିନି ଦିନ ମଧ୍ୟରେ ଦ୍ୱିତୀୟ ଘଟଣା। ଏଥି ସହିତ, ଗତ ୧୫ […]
ମୁମ୍ବାଇ /ନୂଆଦିଲ୍ଲୀ: କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ୍ ଏନସିବି ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ଆର୍ଯ୍ୟନ୍ ଏବଂ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଟିଭି କଳାକାର ଅମ୍ରିନ୍ ଭଟଙ୍କ ହତ୍ୟା ପରେ ବର୍ତ୍ତମାନ ସୁରକ୍ଷା ବାହିନୀ ମଧ୍ୟ ଏହି ଘଟଣାର ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହା କୁହାଯାଇଛି ଯେ, କାଶ୍ମୀରର ଅବନ୍ତିପୋରାରେ ଉଭୟ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏହି ଅଭିନେତ୍ରୀଙ୍କ ହତ୍ୟା […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ କେନ୍ଦୁକଟା ଗ୍ରାମ ନିକଟରୁ ବୁଧବାର ଦିନ ୭ କେଜି ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସୂଚନା ଯୋଗ୍ୟ ଯେ, […]
ନୂଆଦିଲ୍ଲୀ: ସିନେମା ଇଣ୍ଡଷ୍ଟ୍ରିରୁ ଏକ ଖରାପ ଖବର ଆସିଛି। ସୂଚନା ଅନୁଯାୟୀ ୨୧ ବର୍ଷିୟା ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି। ୨୧ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ନିର୍ଦ୍ଦଳୀୟ ସାଂସଦ ନବନୀତ୍ ରାଣାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ସାଂସଦଙ୍କ ତରଫରୁ ଦାବି କରାଯାଇଛି ଯେ ହନୁମାନ […]
ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଦ୍ଵାରା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଳିତ ମାସରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ବିଭିନ୍ନ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ କରାଯାଇଥିଲା। […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାପଙ୍ଗ କ୍ରସର କମ୍ପାନୀ ନିକଟରେ ଟ୍ରକ୍ ଡାଲାରେ ପଡିରହିଛି ଯୁବକଙ୍କ ମୃତଦେହ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ଗ୍ରାମର ପିତବାସ ବେହେରାଙ୍କ ପୁତ୍ର ସଞ୍ଜୟ ବେହେରା (୨୫) […]
ବ୍ରହ୍ମପୁର: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ସେ ହେଉଛନ୍ତି ବାଲିଗୁଡା ତୁମୁଡିବନ୍ଧର ପ୍ରୋଜେକ୍ଟ ଅସୋସିଏଟ ନଗେନ୍ଦ୍ର ସ୍ବାଇଁ। ଫାର୍ମ ପୋଖରୀଗୁଡ଼ିକର ବକେୟା ବିଲ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ସେ 50,000 ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଗ୍ରହଣ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସେଠାରେ ଏକ ଅପରେସନରେ ସୁରକ୍ଷା ବାହିନୀ ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ଅପରେସନ୍ ସମୟରେ ଜଣେ ସୈନିକ ସହିଦ ହୋଇଛନ୍ତି।
ନୂଆଦିଲ୍ଲୀ: ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ ୫୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ସିଲ୍ କରାଯାଇଛି। ତହସିଲ ଅଡିଟୋରିୟମରେ ପଞ୍ଚାୟତ […]
ନୂଆଦିଲ୍ଲୀ: ଗୁଳିମାଡରେ ଆମେରିକା ପୁଣି ଥରେ କମ୍ପିତ ହୋଇଛି। ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ୧୮ ଜଣ ଶିଶୁଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ବନ୍ଧୁକଧାରୀ ଗୁଳି ଚଳାଇଥିଲା। ଯେଉଁଥିରେ […]
ପୁରୀ: ଆଜି ସଂଧ୍ୟାରେ ପୁରୀର ଏମାର ମଠ ନିକଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ଦୁର୍ବତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଛି। ଏହି ଗୁଳି କାଣ୍ଡରେ ତଳଚ୍ଛୁ ସାହିର ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଛି। ସେ […]
ନୂଆଦିଲ୍ଲୀ: ଯଦି ଆପଣ ବିଦ୍ୟୁତ୍ ବିଲ୍ ଦେୟ ସମ୍ବନ୍ଧରେ ଏକ ବାର୍ତ୍ତା ମଧ୍ୟ ପାଆନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଠକମାନେ ଆକାଉଣ୍ଟରୁ ଟଙ୍କା ଉଡ଼ାଇବା ପାଇଁ ଏକ ନୂତନ ଉପାୟ ପାଇଛନ୍ତି। ସାଧାରଣ ଲୋକ ପ୍ରତିଦିନ ସାଇବର ଆକ୍ରମଣରେ ଫସିଯାଆନ୍ତି, […]
ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଚୋରିର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରୀରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ଗୋଟେ ସିଲେଇ ମେସିନ ଦୋକାନରୁ ସାତ […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି। ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗୁରୁଜଙ୍ଗ ଗ୍ରାମ କୋଚିଲାକନ ସାହିରେ ଆଜି […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ […]