ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି ଭାବରେ ବିବେଚନା କରାଯାଏ। ଭାରତରେ ବିବାହ ସ୍ଥିର ହେବା ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ ପୂର୍ବରୁ ବର […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ସମୟ ସମୟରେ ଭଗବାନଙ୍କ ପାଇଁ ଅନେକ ପ୍ରକାରର ଉପବାସ ରଖାଯାଏ। ନବରାତ୍ରୀ ହେଉ କିମ୍ବା କରଭା ଚୌଥ, ଜନମାଷ୍ଟମୀ ହେଉ କିମ୍ବା ସୋମବାର, ମଙ୍ଗଳବାର ଏବଂ ଗୁରୁବାର କିମ୍ବା ରମଜାନରେ ଉପବାସ ହେଉ, ଭଗବାନଙ୍କ ସହ ଜଡିତ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ଟାଉନହଲଠାରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ କବି ସମ୍ମିଳନୀର ମୁଖପତ୍ର ନିଶାନ ଉନ୍ମୋଚନ ପରେ ଆଜି ସଂପୃକ୍ତ ମୁଖପତ୍ରରେ ସ୍ଥାନୀତ କବିତାଗୁଡିକର କବିମାନେ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି। ଆଜି ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଜନଜୀବନର ଅଗ୍ରଗତି ଭଳି ଏ ଜିଲ୍ଲାର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର […]
ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ […]
ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କ ପୀଠରେ ଶ୍ରୀକ୍ଷେତ୍ରପରି ବାରମାସରେ ତେର ପର୍ବ ଲାଗି ରହିଥାଏ। ଧନୁ ମାସ ଶେଷ ପରେ ମକର ପର୍ବ। ମା’ଙ୍କ ପୀଠ ଚଳଚଞ୍ଚଳ। ଭଉଣୀ ପୂର୍ବଦିଗ ରକ୍ଷାକାରିଣୀ ମା’କାଳିଜାୟୀ […]
ଜ୍ୟୋତିଷ ଶାସ୍ତ୍ର: ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି ପର୍ବ। ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର […]
ଭୁବନେଶ୍ବର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଏହି ଦିନ ଶ୍ରୀଜିୟୁଙ୍କ ପାଖରେ ମକର ଭୋଗ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ମଙ୍ଗଳା ଆରତି ଓ ଅବକାଶ ନୀତି ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି […]
ରଣପୁର: ଆଜି ମହାପ୍ରଭୁଙ୍କ ସଂଧ୍ୟା ଆରତୀ ପରେ ତିନି ପୂଜା ପଣ୍ଡା, ଘଣ୍ଟୁଆ, କାହାଳିଆ, ଆଦି ପାରମ୍ପରିକ ବାଦ୍ୟ ନେଇ ଦଧିବାମନ ମଠକୁ ଯାଇଥିଲେ। ପରେ ଦଧି ବାମନ ମଠ ତରଫରୁ ମଠାଧିଶ ମହନ୍ତ ମହାରାଜ ଅତି ଶୁଦ୍ଧପୁତ ଭାବେ ତିନି […]
ନୂଆଦିଲ୍ଲୀ: ପିତୃପୁରୁଷଙ୍କୁ ଆଦର ସତ୍କାର କରିବାର ସମୟ ହେଉଛି ପିତୃ ପକ୍ଷ। ବିଶ୍ୱାସ କରାଯାଏ ଯେ, ଗୋଟିଏ ବର୍ଷରେ ୧୫ ଦିନ ପାଇଁ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ନୈବେଦ୍ୟ, ପିଣ୍ଡ ଦାନ ଏବଂ ଶ୍ରାଦ୍ଧରେ ସନ୍ତୁଷ୍ଟ […]
ସୀତାରାମ ଅଗ୍ରୱାଲ ଚିଲିକା: ପୁରୁଷ ହକି ବିଶ୍ୱକପକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିଅମ ରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ୧୩ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ବିଶ୍ୱକପ ରାଉରକେଲା ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର […]
ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ “ସରସ ମେଳା” ଆୟୋଜନ କରାଯିବ। ଜାନୁଆରି ୧୫ରୁ ୨୭ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ମେଳା ଚାଲିବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ମହିଳା ସ୍ୱୟଂ ସହାୟକ […]
Art For Hockey: ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ ରୁ୨୯ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ୧୧ ତାରିଖରେ କଟକରେ ରହିଛି ଉଦଘାଟନୀ ଉତ୍ସବ। ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କମନରେ ଉତ୍ସାହ ଉଦ୍ଦୀପନା […]
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଶେଷ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳାର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା […]
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ମୁଖ୍ୟ ବକ୍ତା […]
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ତୃତୀୟ ସନ୍ଧ୍ୟାର ମଜା ଉଠାଇଥିଲେ। କଟକର ସିଙ୍ଗମ […]
ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି […]
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ଵିତୀୟ ସନ୍ଧ୍ୟାର ମଜା ଉଠାଇ ଥିଲେ। ଆସାମ […]
ରଣପୁର: ରଣପୁର ଅଞ୍ଚଳର କଳା, ସାହିତ୍ୟ, ଏତିହ୍ୟ ଓ ସଂସ୍କୃତିକୁ ଉଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଆଜି ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ ହୋଇଯାଇଛି। ୧୯୩୯ ମସିହାରେ ଏହି ରକ୍ତ ରଂଜିତ ରଣପୁର ମାଟିରେ ବ୍ରିଟିଶ ସରକାର ପଲିଟିକାଲ ଏଜେଣ୍ଟ […]