ଭୁବନେଶ୍ବର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ସଚେତନତା ପାଇଁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଭିଡ୍ ୨ୟ ଲହର ଉପରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା […]
ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଭୁବନେଶ୍ବର: ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଅକ୍ଷୟ ତୃତୀୟା ଉପଲକ୍ଷେ କରିଛନ୍ତି ପେଣ୍ଟିଂ। ଯାହାର ଶୀର୍ଷକ ରହିଛି “ହଳର ଶକ୍ତି”। ଏଥିରେ ସେ ଓଡିଆର ସଂସ୍କୃତି ସହିତ ଓତଃପ୍ରାତ […]
ଭୁବନେଶ୍ବର: ପୁରୀରେ ଚନ୍ଦନ ଯାତ୍ରା ପାଇଁ କଟକଣାକୁ କଡାକଡି କରାଯାଇଛି। କୋଭିଡ଼ କଟକଣା ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ସହ ଶ୍ରୀମନ୍ଦିର ସମ୍ମୁଖରେ […]
ଭୁବନେଶ୍ୱର, ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ୬ଦିନ ଧରି ହେବାକୁଥିବା ଲିଙ୍ଗରାଜ ମହୋତ୍ସବ କୋଭିଡ଼୍ ଯୋଗୁ ବନ୍ଦ କରି ଦିଆଯାଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପଲକ୍ଷେ ଓଡ଼ିଶା ସଂସ୍କୃତ ବିଭାଗ, ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର(ଇଜେଡ଼୍ସିସି) […]
ଭୁବନେଶ୍ବର, ଛତିଶଗଡ ସୁକୁମା ବିଜେପୁରୀ ସୀମାରେ ମାଓ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏହି ସ୍ଥାପତ୍ୟ ନିର୍ମାଣ କରି […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା […]
ପୁରୀ, ଆଜି ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ଶୋଭା ପାଉଛି ଆକର୍ଷଣୀୟ ହୋଲି ଶୁଭେଚ୍ଛାର ବାଲୁକା କଳା। ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କରୋନା ଭାଇରସରୁ ଦୂରେଇ ରହିବା ପାଇଁ ଏକ ସୁନ୍ଦର […]
ଭୁବନେଶ୍ବର, ବର୍ଷିୟାନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶୀ ନୃତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କର […]
ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି […]
ଭୁବନେଶ୍ବର: ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। କରୋନା କଟକଣାକୁ ମାନି ଦଣ୍ଡଯାତ୍ରା କରିବାକୁ ଅନୁମତି ମିଳିଛି। ପୂର୍ବ ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ କଳାକାରମାନଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ନିର୍ଦ୍ଦେଶ ରହିଛି।
ଭୁବନେଶ୍ବର: ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ ଉଠିଛି। ପୂର୍ବରୁ ରାତି ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ରାତି ୯:୩୦ ମିନିଟ ସମୟରେ ମହାଦୀପ […]
ଭୁବନେଶ୍ବର: ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ପାଳନ କରାଯାଉଛି। ହେଲେ କରୋନା କାରଣରୁ ମହାଦେବଙ୍କ ଜାଗର ଯାତ୍ରାରେ ବିଭିନ୍ନ ମନ୍ଦିରରେ କଟକଣା ଲଗାଯାଇଛି। ତେବେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ […]
ପୁରୀ: ଶ୍ରୀମନ୍ଦିରରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି। ଯାହାଦ୍ୱାରା ସକାଳ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀଜିଉଙ୍କର ମହାସ୍ନାନ ପରେ ସକାଳ ନୀତିର ଆୟୋଜନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କୁ […]
ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତ୍ତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା। ୧୦ ତାରିଖ ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା […]
ଦିଲ୍ଲୀପ ହାଲି ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଓଳକଣା ମେଲଣକୁ ସୂଚାରୁ ରୂପେ ପାଳନ କରିବା ପାଇଁ ମେଲଣ ସମନ୍ୱୟ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କିରିଛନ୍ତି। ଏହା ଏକ ବିଶ୍ୱ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା […]
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଶ୍ରୀଶ୍ରୀ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ ପ୍ରକ୍ରିୟା ଶେଷ ହୋଇଛି। ନାମ ସଂକୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞ ଓ ବ୍ରାହ୍ମ ଙ୍କ ବେଦପାଠ ମଧ୍ୟରେ ରୀତିନୀତି ଅନୁଯାୟୀ […]
ରମେଶ ମହାନ୍ତି ଜଗତସିଂହପୁର: ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦେବା ଭଳି ଏକ ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା […]
ଭୁବନେଶ୍ବର, ରାଜ୍ୟ ସରକାର ଏଥର ପର୍ଯ୍ୟଟନ ବଜେଟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ବହୁ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ହେରିଟେଜ୍ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ: – ଶ୍ରେଷ୍ଠ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗକୁ […]
Bride Market: ବୁଲଗେରିଆରେ ଏପରି ଏକ ବଜାର ଅଛି ଯେଉଁଠାରେ ଆପଣଙ୍କୁ ଝିଅ ମିଳିବ। ତେବେ କିଣିବା ପାଇଁ ନୁହେଁ ବିବାହ କରିବା ପାଇଁ। କାରଣ ଏହା ଏପରି ଏକ ବଜାର ଯେଉଁଠି ଜିନିଷପତ୍ର ବିକ୍ରି କମ ହୋଇଥାଏ, ହେଲେ ବରକନ୍ୟା […]