ନୂଆଦିଲ୍ଲୀ: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି […]
ବାସ୍ତୁ ଶାସ୍ତ୍ର: ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ […]
ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଗ୍ରନ୍ଥର ବିଶେଷ ଗୁରୁତ୍ୱ ରହିଛି। ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏଥିରେ, ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ଜୀବନକୁ ସଫଳ କରିବା ଏବଂ ଅଗ୍ରଗତି କରିବା ପାଇଁ ଗରୁଡ ପୁରାଣରେ […]
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର […]
କଟକ: ଆଜି ମା ଦୁର୍ଗାଙ୍କୁ ଶେଷରେ ବିଦାୟ ଦେଇଛନ୍ତି ଭକ୍ତଗଣ। ଦୀର୍ଘ ଦଶ ଦିନ ଧରି ଚାଲିଥିଲା ମାଙ୍କ ପୂଜା। ଦିନରାତି ଏକାକାର କରିଥିଲେ ପୂଜା ସମିତି କର୍ମକର୍ତ୍ତା ଆଉ ଭକ୍ତଗଣ। ସକାଳୁ ମାଆଙ୍କ ଆରତି ସହିତ ରାତି ପୂଜା ପର୍ଯ୍ୟନ୍ତ […]
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା […]
ନୂଆଦିଲ୍ଲୀ: ରାମାୟଣ ଚରିତ୍ର ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଲାଗି ରହିଛି। ଫିଲ୍ମର ଟିଜରରେ ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ରାବଣଙ୍କ ଭଳି ଚରିତ୍ରର ସୁଟିଂକୁ ବିଶ୍ଵ ହିନ୍ଦୁ ପରିଷଦ ବିରୋଧ […]
ବାଣପୁର: ଦୀର୍ଘ ୧୭ ଦିନର ପାର୍ବଣ ପୂଜା ପରେ ଗତକାଲି ନିଶାର୍ଦ୍ଧରେ ଭଉଣୀମାନଙ୍କୁ ସ୍ଵମନ୍ଦିରକୁ ମେଲାଣୀ ଦେଇଛନ୍ତି ମା’ ଭଗବତୀ। ବର୍ଷର ବିଭିନ୍ନ ଋତୁରେ ସୂର୍ଯ୍ୟଙ୍କ ଗତି ଅନୁସାରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କୁ ପାର୍ବଣଉତ୍ସବ ପାଇଁ ଆମନ୍ତ୍ରଣ କରିଥାନ୍ତି […]
ନୂଆଦିଲ୍ଲୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। […]
ରାଶିଫଳ: ଦଶହରା ପର୍ବ ସ୍ୱତନ୍ତ୍ର। ଭଗବାନ ରାମ ଏହି ଦିନ ଅହଂକାରୀ ରାବଣକୁ ହତ୍ୟା କରି ଲଙ୍କାପତିଙ୍କ ଅତ୍ୟାଚାରରୁ ସମଗ୍ର ପୃଥିବୀକୁ ମୁକ୍ତ କରିଥିଲେ। ଏହି ଦିନ ଆପଣଙ୍କର ଭାଗ୍ୟରେ କ’ଣ ଅଛି? ଆସନ୍ତୁ ଜାଣିବା ଆଜିର ରାଶିଫଳ। ମେଷ- ଭଗବାନ […]
ପୁରୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପବିତ୍ର ପୁରୀ ଧାମ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ […]
ନୂଆଦିଲ୍ଲୀ: ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ। ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି। ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି […]
ମେଷ: ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ […]
କଟକ: ଆଜି ମା କଟକ ଚଣ୍ଡି ମା ଲକ୍ଷ୍ମୀଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ନବରାତ୍ର ପୂଜାରେ ମା କଟକ ଚଣ୍ଡି ପ୍ରତ୍ୟେକ ଦିନ ବିଭିିନ୍ନ ଦେବୀଙ୍କ ରୂପ ଧାରଣ କରିଥାନ୍ତି। ସେହି ଅନୁସାରେ ମା ମହାନବମୀରେ ମା ଲକ୍ଷ୍ମୀଙ୍କ ବେଶ […]
ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ […]
ବାସ୍ତୁଶାସ୍ତ୍ର: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଘର ନିର୍ମାଣ ହେଉଛି ସବୁଠାରୁ ବଡ ଏବଂ ଆନନ୍ଦଦାୟକ କାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ଅନୁଯାୟୀ ତାଙ୍କ ଘର ତିଆରି ଏବଂ ସଜାଇବାକୁ ଚାହାଁନ୍ତି। ହିନ୍ଦୁ ବିଶ୍ୱାସରେ ବାସ୍ତୁ ଶାସ୍ତ୍ରୀଙ୍କର ବହୁତ ଗୁରୁତ୍ୱ ରହିଛି। ଲୋକମାନେ […]
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ […]
ଭୁବନେଶ୍ବର: ପ୍ରଥମ ମାଠିଆ ପାଣିର ମୂଲ୍ୟ ଲକ୍ଷାଧିକ ଟଙ୍କା। ଆଉ ଦ୍ବିତୀୟ ଗରା ପାଣିର ମୂଲ୍ୟ ୪୭ ହଜାର ଟଙ୍କା। ଯେକେହି ଏ କଥା ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ। କାରଣ ପାଣିର ମୂଲ୍ୟ ଏତେ ଟଙ୍କା କାହିଁ ପ୍ରଶ୍ନ କରିବ। […]
ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷଙ୍କୁ ଧନୀ ହେବା ଇଚ୍ଛା ଥାଏ। ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କର ବ୍ୟବସାୟ ଏବଂ କାରବାର ବୃଦ୍ଧି ହେଉ। ଯାହାଫଳରେ ସେମାନଙ୍କ ଘରେ କେବେବି ଅର୍ଥର ଅଭାବ ରହିବ ନାହିଁ। ଏହି କାରଣରୁ ଘରେ କୌଣସି ଦୁଃଖ ରହିବ […]
ନୂଆଦିଲ୍ଲୀ: ଶାରଦୀୟ ନବରାତ୍ରୀର ସପ୍ତମ ଦିନ ମା’ କାଳରାତ୍ରୀଙ୍କୁ ସମର୍ପିତ। ଦେବୀଙ୍କର ସପ୍ତମ ରୂପ ସଙ୍କଟରୁ ଉଦ୍ଧାର କରନ୍ତି। ଏହି ବର୍ଷ ମହାସପ୍ତମୀ ତିଥି ଅକ୍ଟୋବର ୨ ତାରିଖରେ ପଡୁଛି। ରାତିରେ ଦେବୀ କାଲରାତ୍ରୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି […]