ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ଆଉ ସମୟ ନ ଥିବାରୁ ଆଜି ଚୁଡାନ୍ତ ନିଷ୍ପତି ନିଆଯାଇ ସଂଧ୍ୟାରେ ଘୋଷଣା କରାଯିବ। ଏହାପରେ ବିଜେପି ତାହାର ଲୋକସଭା ପାଇଁ […]
ଭୁବନେଶ୍ବର: ବର୍ତ୍ତମାନ 2024 ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ। କାରଣ ତାହା ଶୀର୍ଷ ନେତୃତ୍ବଙ୍କର ଆବଶ୍ୟକତା ରହିଛି। ବର୍ତ୍ତମାନ କେବଳ ଆସନ ବୁଝାମଣାକୁ ଅପେକ୍ଷା। ହେଲେ ଏହାକୁ ନେଇ ତୃଣମୂଳ ସ୍ତରରେ ଉଭୟ ଦଳର ନେତା ଓ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଜମ୍ମୁ କାଶ୍ମୀର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ। ଧାରା ୩୭୦ ହଟାଇବା ପରେ ଏଠାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଏଠାରେ ଥିବା ୬ ଟି […]
ଭୁବନେଶ୍ଵର: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡ଼ିଛି। ଗତ ୬ ତାରିଖ ଦିନ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ବିଜେପିର କୋର କମିଟି ବୈଠକ ପରେ ଏବେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ଆହୁରି ବଢ଼ିଯାଇଛି। ଏଭଳି ସ୍ଥିତିରେ […]
ଭୁବନେଶ୍ଵର: ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରିଥିଲେ ହେଁ ଠିକ୍ ସମୟରେ ଓ ସମୀକରଣରେ ନିଷ୍ପତ୍ତି ନେବାର ଦକ୍ଷତା ଯୋଗୁଁ ସେ ଗତ ୨୪ ବର୍ଷ ଧରି ଓଡ଼ିଶା କ୍ଷମତାର ସ୍ଥାପକ ରହିଛନ୍ତି। ଆଉ ମାତ୍ର ୧୬୦ ଦିନ ପରେ […]
ଭୁବନେଶ୍ବର: ଆଜି ରାତିରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଏନେଇ ଆଜି ବିଭିନ୍ନ ଟିଭି ଗଣମାଧ୍ୟମରେ ପ୍ରସାର କରାଯାଇଛି। ଉଭୟ ଏକ ସ୍ବତନ୍ତ୍ର ଚ୍ୟାଟର ଫ୍ଲାଇଟରେ ଯାଇଥିବାର ଜଣାପଡିଛି। ଫଳରେ ଆସନ୍ତାକାଲି […]
ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ଏକ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ […]
ଭୁବନେଶ୍ବର: Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ […]
ଭୁବନେଶ୍ଵର: ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଅନୁଯାୟୀ, ଯଦି ବର୍ତ୍ତମାନ ଦେଶରେ ନିର୍ବାଚନ ହୁଏ ତେବେ କଂଗ୍ରେସ ମାତ୍ର ୩୭ଟି […]
ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଆଜି ସେ ନିଜ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇ ମିଶ୍ରଣ ପର୍ବରେ […]
ନୂଆଦିଲ୍ଲୀ: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି। […]
ଭୁବନେଶ୍ବର: ଶେଷରେ ସମସ୍ତ କଥାବାର୍ତ୍ତା ସରିଲା। ଆଜି ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର। ବହୁଦିନ ଧରି ଏ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। […]
ଭୁବନେଶ୍ବର: ବହୁ ଦିନ ଧରି ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। କାରଣ ଗତକାଲି ଉଭୟ ଦଳର ବୈଠକ ଏବଂ ନେତାଙ୍କ ମନ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି। […]
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଚର୍ଚ୍ଚାରେ ରହିଛି ମହୀଶୂରର ନାମ। ଏହାର କାରଣ ହେଉଛି ନିର୍ବାଚନରେ ଭୋଟ ଦେବା ପରେ ଭୋଟରଙ୍କ ତର୍ଜନୀ […]
ଭୁବନେଶ୍ବର: ଓଡିଶାର ବିଜେଡି ବିଜେପି ମେଣ୍ଟ ହେବ। ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ହେଲେ କୌଣସି ଘୋଷଣା କରାଯାଇ ନାହିଁ। ଆଜି ନବୀନ ନିବାସରେ ବସିଥିବା ବୈଠକରେ ଏହି ମେଣ୍ଟ ବାବଦରେ ହିଁ ଆଲୋଚନା କରାଯାଇଛି। ଏହି ବୈଠକରୁ ଆସି ଗଣମାଧ୍ୟମକୁ […]
ନୂଆଦିଲ୍ଲୀ: ବିଜେପିର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି ବୈଠକ। ଏହି ବୈଠକ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ସାଂଗଠନିକ ସଂପାଦକ ମାନସ […]
ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଲକୋର ପୂର୍ବତନ ସିଏମ୍ଡି ଡ. ତପନ କୁମାର ଚାନ୍ଦ, ସେବାନିବୃତ ନୌସେନା ଅଧିକାରୀଗଣ ଡ.ବିପିନ ମିଶ୍ର, ଦିନବନ୍ଧୁ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଯାଜପୁରରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଜେଡିର ୪ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ଆଜିଠାରୁ ଏହି କାର୍ଡ […]
ଭୁବନେଶ୍ବର: ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଧ ଭାବେ କଂଗ୍ରେସ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ […]