ଭୁବନେଶ୍ୱର: ୧୯୬୨ ମସିହାରୁ ଗଠିତ ହୋଇଥିବା ବଲାଙ୍ଗୀର ଲୋକସଭା ଆସନରେ ଅନୁଷ୍ଠିତ ୧୫ଟି ନିର୍ବାଚନ ମଧ୍ୟରୁ ରାଜପରିବାରର ସଦସ୍ୟମାନେ ଏଠାରୁ ୭ଥର ଜିତିବା ସହିତ ନିଜର ଦବଦବା ବଜାୟ ରଖିଛନ୍ତି। ବିଶେଷ କରି ୧୯୯୮ ପରଠାରୁ ଏହି ସଂସଦୀୟ କ୍ଷେତ୍ର ବଲାଙ୍ଗୀର […]
ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପୂର୍ବରୁ, ବିରୋଧୀ ଦଳର ଇଣ୍ଡି ମେଣ୍ଟ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ମେଣ୍ଟ ଭାଙ୍ଗୁଥିବା ଜଣାପଡିଛି। ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ଦଳ ଏପର୍ଯ୍ୟନ୍ତ ଲୋକସଭା […]
ଭୁବନେଶ୍ବର: ବର୍ତ୍ତମାନ ଆକ୍ସନ ମୁଡରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ମହାକାଳପଡା ନିର୍ବାଚନ ମଣ୍ଡଳୀର ଚିତ୍ତରଂଜନ ଦାସ। ଏ ନେଇ ଦଳର ସାଂଗଠନିକ ସଂପାଦକ […]
ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି […]
ଭୁବନେଶ୍ବର: ଆଜି ରାଜ୍ୟସଭା ଆସନରେ ନିର୍ଦ୍ବନ୍ଦରେ ଜିତିବା ପରେ ଦୁଇ ବିଜେଡି ପ୍ରାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଉଭୟ ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ଆର୍ଶିବାଦ […]
ଭୁବନେଶ୍ବର: ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି ତିନି ରାଜ୍ୟସଭା ପ୍ରାର୍ଥୀ। ସେମାନେ ହେଲେ ବିଜେଡିର ଦେବାଶୀଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଏବଂ ବିଜେପିର ଅଶ୍ବିନୀ ବୈଷ୍ଣବ। ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। କେହି ନାମାଙ୍କନ ପତ୍ର ଦାଖଲ ନ […]
ଭୁବନେଶ୍ୱର: ଗୋଟିଏ ଦଳର ନେତା ଓ କର୍ମୀ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁଛି। କିନ୍ତୁ ନେତା କିମ୍ବା କର୍ମୀ ନୁହଁନ୍ତି ସିଧା ଘୋଡ଼ାମାନେ ଦଳର ବାଡ଼ ଡେଇଁ ଅନ୍ୟଦଳର ଖୁଆଡ଼ରେ ପଶିବାକୁ ସଜବାଜ ହେଉଛନ୍ତି। […]
ଭୁବନେଶ୍ୱର: ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ବାଲିପାଟଣା, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ପୁରୀ ଲୋକସଭା ଆସନ ଗଠିତ। ୧୯୯୮ରୁ ଏହି ଆସନଟି ଶାସକ ବିଜଦର କବ୍ଜାରେ ରହିଛି। ଏଠାରୁ ବିଜଦ ଏକାଦିକ୍ରମେ ୬ଥର ଜିତିଥିବାବେଳେ ବର୍ତ୍ତମାନର ସାଂସଦ […]
ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜଦ ଏହି ଆସନ ପାଇଁ […]
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ଶିବିରରେ ଟିକେଟ ଚୟନ ପକ୍ରିୟା ଆରମ୍ଭ ହୋଇ ନାହିଁ। ହେଲେ ତୃତୀୟ ଦଳ କଂଗ୍ରେସ ବର୍ତ୍ତମାନ ଟିକେଟ ବଣ୍ଟା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ […]
ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ଦିନ ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି […]
ଭୁବନେଶ୍ବର: ଆସନ୍ତା ଲୋକସଭା ନିର୍ବାଚନରେ ବର୍ତ୍ତମାନ କିଏ କେଉଁଠାରୁ ପ୍ରାର୍ଥୀ ହେବ ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ତେବେ ରାଜ୍ୟର 21 ଟି ଆସନ ମଧ୍ୟରୁ କଂଗ୍ରେସ ପାଇଁ ଏକୋଇର ବାଳା ବିଶିକେଶ ହେଉଛି କୋରାପୁଟ ଆସନ। କାରଣ କଂଗ୍ରେସର […]
ଭୁବନେଶ୍ବର: ଶେଷ ହେଲା ନୂଆଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେସନ। ଏଥିରେ ସାରା ଭାରତରୁ ବିଜେପି ନେତାମାନେ ଯୋଗଦେଇଥିଲେ। ସେହିପରି ଓଡିଶାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ନେତା ଏହି ଅଧିବେସନରେ ଯୋଗ ଦେଇଥିଲେ। ଏହି ଅଧିବେସନ ଥିଲା କେବଳ ସଂଗଠନର ପ୍ରଚାର […]
ଭୁବନେଶ୍ବର: ବିଜେଡିର ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତକାଲି ବାଲେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ କଂଗ୍ରେସର ଶକ୍ତିବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ି ଓ ବିଜେପିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି […]
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ […]
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ଯିବା ପରେ ସେ କଟକରୁ ଲଢିବେ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। କାରଣ ଅଶ୍ବିନୀ ସେଠାରୁ ପ୍ରାର୍ଥୀ ହେବେ ବୋଲି ଲଗାତର କଟକ ଗସ୍ତ କରୁଥିଲେ। ବିଭିନ୍ନ ଉନ୍ନୟନ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହଯୋଗୀ ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସେମାନଙ୍କ ସହଯୋଗୀମାନଙ୍କ ପାରିଶ୍ରମିକ ରାଶି ୧,୪୦୦ […]
ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ। ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି […]
ଭୁବନେଶ୍ବର: ଗତ ତିନିଦିନ ଧରି ଭାରତ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ଏହି ତିନିଦିନରେ ସେ ଓଡିଶାର ସମସ୍ତ ରାଜନୈତିକ ଦଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପୃଥକ ବୈଠକ କରିଛନ୍ତି। ଏହାପରେ […]