ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥାର ଗତିବିଧି ଉପରେ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଫ୍ଲାଇଂ କିସ୍’ କୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ତାଙ୍କ ଆଚରଣକୁ ସମାଲୋଚନା କରିଥିବାବେଳେ ବିଜେପିର ମହିଳା ସାଂସଦ ବାଚସ୍ପତିଙ୍କୁ […]
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଜୋରଦାର ବିତର୍କ ହୋଇଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆଲୋଚନାରେ ପ୍ରଥମେ କଂଗ୍ରେସ ତରଫରୁ ଆଲୋଚନା କରିଥିଲେ। ରାହୁଲ ଗାନ୍ଧି ମଣିପୁର ହିଂସାକୁ ଭାରତ ଯୋଡ଼ୋ ଯାତ୍ରାର ଅନୁଭୂତି ଉପରେ […]
ନୂଆଦିଲ୍ଲୀ: ବୁଧବାର ଧାରା ୩୭୦ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଯଦି ଜମ୍ମୁ-କାଶ୍ମୀରର ସମ୍ବିଧାନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ୧୯୫୭ ପରେ ଭାରତୀୟ ସମ୍ବିଧାନରେ କାହିଁକି ଏହା ଉଲ୍ଲେଖ କରାଗଲା ନାହିଁ? ଧାରା ୩୭୦ ଉଚ୍ଛେଦକୁ […]
ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏଭଳି ଅନେକ ଶବ୍ଦ ବ୍ୟବହାର କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତୁରନ୍ତ ଶାସକ ଦଳର ସଦସ୍ୟମାନେ ଗୃହରେ ବିରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ ଗତକାଲି […]
ଆଜି ପୂର୍ବତନ ରାଷ୍ଟ୍ରପତି ଭିଭି ଗିରଙ୍କ ଜନ୍ମଦିନ: ଆଜି ଦ୍ରୌପଦୀ ମୁର୍ମୁ ଓଡିଶାରୁ ରାଷ୍ଟ୍ରପତି ହୋଇଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଚାରିଆଡେ ଖୁସିର ବାତାବରଣ। ହେଲେ ତାଙ୍କ ପୂର୍ବରୁ ଓଡିଶାର ଆଉ ଜଣେ ବ୍ୟକ୍ତି ମଧ୍ୟ ହୋଇଥିଲେ ରାଷ୍ଟ୍ରପତି। […]
ଭୁବନେଶ୍ବର: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍ ର ପରିବେଶ ବଦଳିବ। ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ […]
ଭୁବନେଶ୍ବର: ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି। ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ […]
ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଦ୍ୱିତୀୟ ଦିନରେ ରାହୁଲଙ୍କ ‘ଗୁଳି’ ଓ ସ୍ମୃତି ଇରାନୀଙ୍କ ‘ରୌଦ୍ର ରୂପ’ ଦେଖିବାକୁ ମିଳିଥିଲା। ଗତକାଲି ଶାସକ ଦଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ରାହୁଲ ଗାନ୍ଧିଙ୍କ ଭାଷଣ ଆଜି ଶୁଣିବାକୁ ମିଳିଛି। […]
ନୂଆଦିଲ୍ଲୀ: ଲୋକସଭାରେ ଭାଷଣ ସାରି ରାହୁଲ ଗାନ୍ଧି ରାଜସ୍ଥାନ ଚାଲିଯାଇଛନ୍ତି, କିନ୍ତୁ ଏହାପରେ ସ୍ମୃତି ଇରାନୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସ୍ମୃତି ଯେତେବେଳେ ଭାଷଣ ଦେବା ପାଇଁ ଠିଆ ହୋଇଥିଲେ, ସେତେବେଳେ ଇଣ୍ଡିଆ- ଇଣ୍ଡିଆ ସ୍ଲୋଗାନ ଦିଆଯାଇଥିଲା। ଇରାନୀ ରାଗିଯାଇଥିଲେ। […]
ନୂଆଦିଲ୍ଲୀ: ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କରେ ଭାଗ ନେଇ ରାହୁଲ କହିଛନ୍ତି ଯେ ମଣିପୁରରେ ବିଜେପି ଦେଶକୁ ହତ୍ୟା କରିଛି। ତୁମେ ଜଣେ ଦେଶଦ୍ରୋହୀ! ଆପଣ ମଣିପୁରରେ ଭାରତକୁ […]
କୋଲକାତା: ବିବାଦୀୟ ଜମିରୁ ଶିବଲିଙ୍ଗ ହଟାଇବା ଉଚିତ ବୋଲି କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଦେଇଛନ୍ତି। କିନ୍ତୁ ସେହି ଶିବଲିଙ୍ଗଙ୍କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେବାବେଳେ ସହକାରୀ ରେଜିଷ୍ଟ୍ରାର ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଦ୍ୱିତୀୟ ଦିନ ରାହୁଲ ଗାନ୍ଧିଙ୍କ ଭାଷଣରୁ ଆରମ୍ଭ ହୋଇଛି। ସେ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ପ୍ରଥମେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ମୋର ସାଂସଦତ୍ୱ ପୁନରୁଦ୍ଧାର […]
ନୂଆଦିଲ୍ଲୀ: ଅଗଷ୍ଟ ୯ରେ ଭାରତ ଛାଡ଼ ଆନ୍ଦୋଳନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଆହୁରି […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ବ୍ରେକ୍ଜିଟ୍ ଭଳି ଜନମତର ପ୍ରଶ୍ନ ଉଠୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ […]
ନୂଆଦିଲ୍ଲୀ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଦିନ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି, ଯେଉଁଥିରେ କଂଗ୍ରେସ ଓ ବିଜେପି ନେତାମାନେ ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି। ଆଲୋଚନା ଆରମ୍ଭ କରି କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି, ମଣିପୁରରେ ହିଂସାକୁ […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଆଜି ହେଉଛି ଆଲୋଚନାର ଦ୍ୱିତୀୟ ଦିନ। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେବେ। ବିରୋଧୀ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଙ୍ଗଳବାର କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ମେରୀ ମାଟି ମେରା ଦେଶ ଅଭିଯାନ ଆଜିଠୁ ଆରମ୍ଭ ହେବ, ଯାହା ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ଆଜିଠାରୁ ୩୦ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ, ‘ମେରୀ ମାଟି ମେରା ଦେଶ’ ଅଭିଯାନରେ […]
ଭୁବନେଶ୍ବର: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଭୁବନେଶ୍ୱର ଖାରବେଳ ଭବନଠାରେ “ସ୍କିଲ୍-ଇନ୍-ଓଡିଶା: ପ୍ରଦର୍ଶନୀ-ତଥା -ବିକ୍ରୟ” ର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଗଷ୍ଟ ୭ରୁ ୧୧ […]
ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ବିରୋଧରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଛି। କଂଗ୍ରେସ ନେତୃତ୍ୱାଧୀନ […]
ଭୁବନେଶ୍ୱର: ଅଗଷ୍ଟ ୧୫ତାରିଖରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଦେଖିବାକୁ ପାଇବେ ଆମେରିକୀୟ ସାଂସଦଙ୍କ ଏକ ଦ୍ୱିପାକ୍ଷିକ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରୋ […]