ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ। ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ […]
ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶର ସୁରକ୍ଷାକୁ ମଝବୁତ କରିବା ପାଇଁ ଓଡିଶା ସମେତ ଅନ୍ୟ ୧୯ ଟି ସ୍ଥାନରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ […]
ସ୍ୱାସ୍ଥ୍ୟ ଟିପ୍ସ: ଓଜନ ହ୍ରାସ କରିବାର ଅନେକ ଉପାୟ ମଧ୍ୟରେ, ଗତ କିଛି ବର୍ଷ ମଧ୍ୟରେ ମଧ୍ୟବର୍ତ୍ତୀ ଉପବାସ ବହୁତ ଲୋକପ୍ରିୟ ହୋଇପାରିଛି। ଯଦିଓ ଆମ ଦେଶରେ ଉପବାସ ସବୁବେଳେ ରଖାଯାଉଥିଲା ଏବଂ ସେଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ଗତ […]
ଗୁରୁ ଗ୍ରହଙ୍କୁ ବ୍ରହ୍ମସ୍ପତି ବା ଦେବ ଗ୍ରହ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। ଯଦି କୌଣସି ଗ୍ରହ ରାଶିଫଳରେ ଖରାପ ପ୍ରଭାବ ପକାଉଛି, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ସେହିଭଳି ବୃହସ୍ପତି ଗ୍ରହ […]
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ଆଜି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍ ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ […]
ଭୁବନେଶ୍ବର: ଶେଷରେ ରାଜ୍ୟ କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ କମିଟର ସୁପାରିଶ ପରେ ଏଆଇସିସି ଏହି ବିଜ୍ଞପ୍ତି ଜାରୀ କରିଛି। ସେହି ଅନୁସାରେ ସଭାପତି ଭାବେ ନିରଂଜନ ପଟ୍ଟନାୟକ ରହିଥିବା ବେଳେ ଉପସଭାପତି 12 ଜଣ ଅଛନ୍ତି। […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ବାଧିନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷପେ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରି ପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ […]
ସ୍ୱାସ୍ଥ୍ୟ ଟିପ୍ସ: ବଦଳୁଥିବା ଏହି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ପ୍ରାୟତଃ ନିଜ ଯତ୍ନ ନେବାକୁ ଅସମର୍ଥ। ଏହାର ପ୍ରଭାବ ଅନେକ ରୋଗ ପାଇଁ ଆମନ୍ତ୍ରଣ ହୋଇପାରେ। କଳାଜୀରା ବିଷୟରେ କୁହାଯାଏ ଯେ ଏହା ଏକ ସଞ୍ଜୀବନୀ ଔଷଧ ପରି କାର୍ଯ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ […]
ସ୍ୱାସ୍ଥ୍ୟ ଟିପ୍ସ: ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ରୋଗ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଆଜି କର୍କଟ ରୋଗ ସାଧାରଣ ହୋଇଗଲାଣି, ଚିନ୍ତାର ବିଷୟ ହେଉଛି ଅନେକ ଲକ୍ଷଣ ଏକ ନିର୍ଦ୍ଦିଷ୍ଟ ପ୍ରକାରରେ ମଧ୍ୟ ଦେଖାଯାଏ ନାହିଁ। ଉଦାହରଣ ସ୍ୱରୂପ, ଫୁସଫୁସ କର୍କଟ […]
ଭୁବନେଶ୍ବର: ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଏପରିକି ଆଜି ପ୍ରଶ୍ନକାଳ ମଧ୍ୟ ଚାଲିପାରି ନାହିଁ। ଖଣି ଦୁର୍ନିତି ପ୍ରସଂଗକୁ ଆଲୋଚନା ପାଇଁ କଂଗ୍ରେସ ପ୍ରସ୍ତାବ ଆଣିଥିଲା। ହେଲେ ବାଚସ୍ପତି […]
ଭୁବନେଶ୍ବର, ଖୁବ ଶିଘ୍ର ବିଏମସି ବା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ହେବ। ଏଥର ସିଧା ମେୟର ନିର୍ବାଚନ ମଧ୍ୟ ହେବ। ସେଥିପାଇଁ ଭୁବନେଶ୍ବର ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ଏବେ ଏକ ନୂଆ ଖବର ଆସିଛି। […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ଏହି ପୋର୍ଟାଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଦେଶର ଶିକ୍ଷାର ବିକାଶ ଦିଗରେ ଏକ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ […]
ନୂଆଦିଲ୍ଲୀ : ଛତିଶଗଡ ପୋଲିସ ଏକ ସମାଜ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କୁ ଗିରଫ କରିଛି। ରାୟପୁର ଜିଲ୍ଲା ଅତିରିକ୍ତ ପୋଲିସ ଅଧୀକ୍ଷକ ତାରକେଶ୍ୱର ପଟେଲ ମଙ୍ଗଳବାର କହିଛନ୍ତି ଯେ ପୋଲିସ […]
ଭୁବନେଶ୍ବର, ପୁଣିଥରେ ସ୍କୁଲ ବନ୍ଦ କରାଯିବ। ଏହିପରି ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡିଏମଇଟି ସି.ବି କେ ମହାନ୍ତି। ଆଜି ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲରେ ଥଣ୍ଡାକାଶ ହେଉଥିବା ପିଲାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ […]
ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ହଟାଇବା ପ୍ରସଂଗକୁ କଂଗ୍ରେସ ଉତଥାପନ କରିଛି। ପୂଜା କଟକଣାକୁ ନେଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ […]
ନୂଆଦିଲ୍ଲୀ : ଆଜି ଶିକ୍ଷକ ପର୍ବ ଉଦଘାଟନୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଟେକ୍ନୋଲୋଜି ଏବଂ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଥମେ ସେ ଦୃଷ୍ଟିହୀନଙ୍କ ପାଇଁ ଭାରତୀୟ ସାଙ୍କେତିକ ଭାଷା ଅଭିଧାନ ଏବଂ ଅଡିଓ ବୁକ୍ ର ଉନମୋଚନ କରିଥିଲେ। […]
ଭୁବନେଶ୍ବର : ଗୋଟିଏ ଗୋଟିଏ ଦିନରେ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲା ନିୟନ୍ତ୍ରଣକୁ ଆସୁଛି। ହେଲେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟରେ ଏହି ଜିଲ୍ଲା ପ୍ରଥମ ହୋଇ ରହିଛି। ସେହିପରି ପୂର୍ବରୁ କଟକ ଜିଲ୍ଲାରେ ମଧ୍ୟ ସର୍ବାଧିକ […]
ନୂଆଦିଲ୍ଲୀ, ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍କୋ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ଏକ ଆଧୁନିକ ଓ ଅଭିନବ ପ୍ଲାଟଫର୍ମ ନାଲ୍କୋ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍ର ଶୁଭାରମ୍ଭ […]