Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ବୃଦ୍ଧି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ବିଶେଷ ଖବର

World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ବୃଦ୍ଧି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
World Cup Final
World Cup Final: ଅହମଦାବାଦ ହୋଟେଲ ଓ ବିମାନ ଭଡା ଯେପରି ବଢିଛି ଶୁଣିଲେ ହେବେ ଆଶ୍ଚର୍ଯ୍ୟ

World Cup Final: ବର୍ତ୍ତମାନ ସାରା ବିଶ୍ବର ନଜର ଅହମଦାବାଦ ଉପରେ। କାରଣ ହେଲା ସେଠାରେ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଫାଇନାଲ ମ୍ୟାଚ। ସେଥିପାଇଁ ଅହମଦାବାଦ ଯିବା ପାଇଁ ସାରା ବିଶ୍ବର ଲୋକେ ବହୁ ଦିନର ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି।

ହେଲେ ଏହି ଆଗ୍ରହକୁ ଲକ୍ଷ୍ୟ କରି ସେଠାକାର ହୋଟେଲ ଏବଂ ବିମାନ କଂପାନୀ ସେମାନଙ୍କ ଭଡାକୁ ନାହିଁ ନ ଥିବା ବୃଦ୍ଧି କରିଦେଇଛନ୍ତି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ପୂର୍ବରୁ ଅହମଦାବାଦ ହୋଟେଲ ରାତିକ ପାଇଁ 25 ହଜାର ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ତାହା ଏକ ଲକ୍ଷ 25 ହଜାରକୁ ଛୁଇଁଛି। ଏତେ ଚଢା ରେଟ ହୋଇଥିଲେ ମଧ୍ୟ ଲୋକେ ରହିବାକୁ ବାଧ୍ୟ ହୋଇଛନ୍ତି।

ତେବେ ଯଦି କୌଣସି ବିଦେଶୀ ନାଗରିକ ରହିବା ପାଇଁ ହୋଟେଲ ବୁକ କରୁଛି ତେବେ ସେ ପୂର୍ବ ଅପେକ୍ଷା ଦଶ ଗୁଣା ଅଧିକ ଭଡା ଦେବାକୁ ପଡୁଛି। ମୁଖ୍ୟତଃ ଅଷ୍ଟ୍ରେଲିଆ ସେମି ଫାଇନାଲ ଖେଳିବା ପରେ ସେହି ଦେଶରୁ ଅଧିକ ପ୍ରଶଂସକ ଅହମଦାବାଦ ଆସି ଭିଡ ଜମାଇସାରିଲେଣି। ସେମାନଙ୍କ ଆଗ୍ରହକୁ ଲକ୍ଷ୍ୟ କରି ହୋଟେଲଗୁଡିକ ନାହିଁ ନ ଥିବା ଭଡା ଆଦାୟ କରିବାରେ ଲାଗିଛନ୍ତି।

କେବଳ ହୋଟେଲ ନୁହେଁ ବିମାନ ସେବା କଂପାନୀମାନେ ମଧ୍ୟ ସେମାନଙ୍କର ଭଡା ବୃଦ୍ଧି କରିଦେଇଛନ୍ତି। ଯେଉଁମାନେ ଜରୁରୀ ଟିକେଟ କାଟୁଛନ୍ତି ସେମାନେ ଏହି ଅଧିକ ଭଡାର ଶୀକାର ହେଉଛନ୍ତି। ପୂର୍ବେ ଚେନ୍ନାଇରୁ ଅହମଦାବାଦ ଅତିକମରେ 5 ହଜାର ଟଙ୍କା ପଡୁଥିବା ବେଳେ ତାହା ବର୍ତ୍ତମାନ 25 ହଜାର ଟଙ୍କାକୁ ଛୁଇଁଛି। ଫଳରେ ଯାତ୍ରୀମାନେ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ଅହମଦାବାଦ ଷ୍ଟାଡିୟମର କ୍ଷମତା ହେଉଛି ଏକ ଲକ୍ଷ 25 ହଜାର। ତେଣୁ ଅହମଦାବାଦକୁ କ୍ରିକେଟ ପ୍ରଶଂସକ, ବ୍ୟବସାୟୀ ଏବଂ ଷ୍ଟାଡିୟମ ବାହାର ଦର୍ଶକ ଏହିପରି ରବିବାର ଦିନ ପ୍ରାୟ 3 ଲକ୍ଷ ଲୋକଙ୍କର ପ୍ରବେଶ ଘଟିବ। ସେମାନଙ୍କ ମଧ୍ୟରୁ ପ୍ରାୟ 30 ହଜାରରୁ 40 ହଜାର ବିଦେଶୀ ପ୍ରଶଂସକ ନିଶ୍ଚିତ ରହିବେ।

WORLDCUPFINAL
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ରାଜନୀତିରେ ନୂଆ ଝଡ଼! ଜିତିବା ପରେ ନୀରଜ କୁମାରଙ୍କ ବଡ଼ ବୟାନ

October 29, 2026

‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣରେ ସମାବେଶୀ ବିକାଶ ଆମର ଲକ୍ଷ୍ୟ: ଅମିତ ଶାହ

October 29, 2026

ପୋଲିସ ସେବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରମାଣପତ୍ର ଅପଡେଟ୍ ସମୟସୀମା ବୃଦ୍ଧି

October 29, 2026

ଚାଷୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ପ୍ରଦାନ କରାଯିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି

October 29, 2026
Latest News

ଆସିକାରେ ଜଳପ୍ରଳୟ! ୧୦ରୁ ୧୨ ଫୁଟ ପାଣିରେ ବୁଡ଼ିଲା ସହର, ଡାକ୍ତରଖାନାରେ ଫସିଲେ ପ୍ରସୂତି

October 29, 2026

ବିହାର ରାଜନୀତିରେ ନୂଆ ଝଡ଼! ଜିତିବା ପରେ ନୀରଜ କୁମାରଙ୍କ ବଡ଼ ବୟାନ

October 29, 2026

‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣରେ ସମାବେଶୀ ବିକାଶ ଆମର ଲକ୍ଷ୍ୟ: ଅମିତ ଶାହ

October 29, 2026

ପୋଲିସ ସେବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରମାଣପତ୍ର ଅପଡେଟ୍ ସମୟସୀମା ବୃଦ୍ଧି

October 29, 2026

ଚାଷୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ପ୍ରଦାନ କରାଯିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.