ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ଲୋକସଭା ନିର୍ବାଚନରେ ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଯଦିଓ ଏନଡିଏର ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି ଏବଂ କେନ୍ଦ୍ରରେ ସେହି ସରକାର ଚାଲିଛି। କିନ୍ତୁ ଏହି ସରକାର ଏହାର ପାଞ୍ଚ ବର୍ଷ ପୂରଣ […]
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରେ ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ମୋଦୀ ୩.o ର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ। ବେତନ ପ୍ରାପ୍ତ ଶ୍ରେଣୀ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବ୍ୟବସାୟ ଶ୍ରେଣୀ, ଛାତ୍ର ଇତ୍ୟାଦି […]
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ବିଧାନସଭାରେ ଦଳ କିପରି ବିରୋଧୀ ଦର ଭୂମିକା ଗ୍ରହଣ କରିବ ସେ ନେଇ ରଣନୀତି ପ୍ରସ୍ତୁତ […]
ପୁରୀ/ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି। ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ […]
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଦାୟିତ୍ୱରେ ଥିବା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି) କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଭିନ୍ନ ସୁରକ୍ଷା ମୁଖ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହିତ […]
ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ୩ ଲକ୍ଷ କୋଟି ଛୁଇଁବ, ଯାହା ପୂର୍ବ ବିଜେଡି ସରକାର ଆକଳନ କରିଥିବା ବଜେଟ୍ଠାରୁ ପାଖାପାଖି ୫୦ ହଜାର କୋଟି ଟଙ୍କା ଅଧିକ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ […]
ପୁରୀ: ପୁଣି ଖୋଲାଗଲା ଭିତର ରତ୍ନ ଭଣ୍ଡାର। ଗତଥର ଏହାକୁ ଖୋଲାଯାଇଥିଲେ ମଧ୍ୟ ଭିତରେ କଣ ଥିଲା ତାହା ଦେଖାଯାଇ ନ ଥିଲା। ହେଲେ ଆଜି ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନ ଭଣ୍ଡାରକୁ ଯାଇ ଆଲମାରା ଓ ସିନ୍ଧୁକ […]
ଭୁବନେଶ୍ଵର: ବିଜେଡି ସରକାର ସମୟରେ ସବୁ କାମ ବିଶ୍ବସ୍ତରୀୟ ହେଇଥିଲା। ଏପରିକି ସ୍ବାସ୍ଥ୍ୟସେବା ମଧ୍ୟ ବିଶ୍ବସ୍ତରୀୟ ବୋଲି ପ୍ରଚାର ହେଉଥିଲା। କିନ୍ତୁ ଏହା ବାସ୍ତବ ନ ହୋଇ କେବଳ ପ୍ରଚାରରେ ସୀମିତ ଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁହାରରେ ଦେଶରେ […]
ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ […]
ଭୁବନେଶ୍ୱର: ନିଜର ସମୃଦ୍ଧ ସଂସ୍ମୃତି ଓ ଜୀବନ୍ତ ପରଂପରା ପରି ଓଡ଼ିଶାର ନୃତ୍ୟ ଓ ସଂଗୀତ ମଧ୍ୟ ଆକର୍ଷକ। ଓଡ଼ିଶାରେ ସଂଗୀତ ଓ ନୃତ୍ୟର ଏକ ଗୌରବଶାଳୀ ପରଂପରା ରହିଛି। ଓଡ଼ିଶୀ ନୃତ୍ୟ ଓ ସଂଗୀତର ମଧ୍ୟ ସମୃଦ୍ଧ ପରପଂରା ରହିଛି। […]
ଭୁବନେଶ୍ବର: ଆଜି ବିଜେଡି ସମାନ୍ତରଳାରେ ଗଠନ କରିଛି ଏକ ଛାୟା ମନ୍ତ୍ରୀ ମଣ୍ଡଳ। ସେମାନେ ମନ୍ତ୍ରୀ ପଦବାଚ୍ୟ ହେବେ ନାହିଁ, ହେଲେ ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବେ। ଏ ନେଇ ଆଜି ବିରୋଧୀ ଦଳର ନେତା ନବୀନ […]
ଭୁବନେଶ୍ବର: ଅଭିମାନିନୀ ଏ ଅମାନିଆ ଢେଉ…., ଏ ଜୀବନ ମାନେ ନୁହେଁ ଆହା…, ମା ତୁମେ ମମତାର ସୀମା ହୀନ ସାଗର…ଏହିପରି ବେଶ ଶ୍ରୁତିମଧୁର ଗୀତରେ ଭରପୁର ଓଡିଆ ଚଳଚିତ୍ରଟି ହେଉଛି ଉଲକା। ସେତେବେଳେ ଏହି ଗୀତଗୁଡିକ ବେଶ ଚହଳ ପକାଇଥିଲା। […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯୋଜନା ଗୁଡିକୁ ତ୍ୱରାନ୍ୱିତ କରି ସହର ଗୁଡିକରେ ଲୋକଙ୍କ ପାଇଁ ଆଧୁନିକ ସୁବିଧାର ବିକାଶ ପାଇଁ […]
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଲା। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୁରଲୀଧରଙ୍କ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ […]
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ […]
ମେଲାନିଷ୍ଟିକ୍ ବାଘ ସଫାରି: ରାଜ୍ୟରେ ବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ […]
ଭୁବନେଶ୍ବର: ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି […]
ଭୁବନେଶ୍ୱର: ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା […]
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜି-ବ୍ଲକରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନଏସ) ସେକ୍ରେଟାରିଏଟ୍ ପରିଦର୍ଶନ କରିବା ଅବସରରେ ଆଇଏନଏସ ଟାୱାରକୁ ଉଦଘାଟନ କରିଛନ୍ତି। ଏହି ନୂତନ କୋଠା ମୁମ୍ବାଇରେ ଏକ ଆଧୁନିକ ଏବଂ ଦକ୍ଷ […]