ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟରେ କ୍ରୀଡା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟରେ ଏକାଥରେ ୮୯ ଟି ଇନଡୋର ଷ୍ଟାଣ୍ଡିୟମ ନିର୍ମାଣ କରାଯିବ। ସେଥିପାଇଁ ଖର୍ଚ୍ଚ ହେବ ୬୯୩ କୋଟି ଟଙ୍କା। ଏହାକୁ କ୍ୟାବିନେଟ ମଂଜୁରୀ […]
ନୂଆଦିଲ୍ଲୀ: ଆଜିକାଲି ଅବସରକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଲୋକମାନେ ଚାକିରି ଆରମ୍ଭରୁ ଅବସର ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି। ଯାହା ଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରସଙ୍ଗ” ଉପରେ ଆୟୋଜିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅଗଷ୍ଟ ୯ ତାରିଖ […]
ଭୁବନେଶ୍ବର, ଆଜି ସମ୍ବାଦ ଖବରକାଗଜ ଯେ କେହି ଦେଖିବ ସେ ପ୍ରଥମ ପୃଷ୍ଠା ପଢି ଆଶ୍ଚର୍ଯ୍ୟ ହେବ। କାରଣ ହେଲା ଆଜି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ‘ ଶ୍ରେଣୀରେ […]
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଆସନ୍ତାକାଲି ମଧ୍ୟାହ୍ନ ୧୨.୩୦ ମିନିଟରେ ଏହି ଯୋଜନା ସହିତ […]
ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା […]
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ସହଜରେ ଆପଣଙ୍କର ହ୍ଵାଟସ୍ ଆପ୍ ମାଧ୍ୟମରେ କରୋନା ଟିକା ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ ଆପଣଙ୍କୁ ତିନୋଟି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମଣ୍ଡଭିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆପଣ […]
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ସଦସ୍ୟମାନଙ୍କ ପାଇଁ ସେମାନଙ୍କର ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ ନକରିବା ହେତୁ ସଦସ୍ୟମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ […]
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦେୟ ଏବଂ ଟଙ୍କା ସ୍ଥାନାନ୍ତର କେବଳ ଅନଲାଇନରେ କରାଯାଉଛି। କିନ୍ତୁ ଅନେକ ଥର ଆମେ ଦେୟ ଦେବାବେଳେ ଭୁଲ୍ କରିଥାଉ। ଏପରି ପରିସ୍ଥିତିରେ ଟଙ୍କା ଭୁଲ ଆକାଉଣ୍ଟକୁ ଅର୍ଥାତ୍ ଅନ୍ୟର ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏହି ପରିସ୍ଥିତିରେ […]
ନୂଆଦିଲ୍ଲୀ, 23 ବର୍ଷୀୟ ଆଥେଲେଟସ୍ ନୀରଜ ଚୋପ୍ରା ଆଜି ଟୋକିଓ ଅଲିମ୍ପିକରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପାଇଁ 87.58 ର ଶ୍ରେଷ୍ଠ ଥ୍ରୋ ଦେଇଥିଲେ। 2008 ରେ […]
ଭୁବନେଶ୍ବର, କୋଭିଡ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନ ମାନଙ୍କରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ବାତିଲ୍ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍କ୍ରିଷ୍ଣା ଆଜି ସୁନ୍ଦରଗଡ […]
ନୂଆଦିଲ୍ଲୀ, ପୂର୍ବ ଲଦାଖର ଗୋଗ୍ରା ଅଞ୍ଚଳରେ ଭାରତ ଏବଂ ଚୀନ୍ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିଛନ୍ତି। ଉଭୟ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ଦ୍ୱାଦଶ ରାଉଣ୍ଡ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଆଲୋଚନା ଚଳିତ ବର୍ଷ ଜୁଲାଇ […]
ମୁମ୍ବାଇ /ଭୁବନେଶ୍ୱର : ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ କଲେକ୍ସନ, “ଆଭାର” ର ସଂପ୍ରସାରିତ ସମ୍ଭାରର ଶୁଭାରମ୍ଭ କରିବା ସହିତ ଏହାର ୧୪ତମ ବାର୍ଷିକିର ପାଳନ କରୁଛି। ଏହି କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା […]
ଭୁବନେଶ୍ୱର, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର କରିବାରେ […]
ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ […]
ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି। ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ […]
ନୂଆଦିଲ୍ଲୀ, ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା। ସେହି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ମାନ ଦିଆଯାଏ ନାହିଁ। ଏପରି ଏକ ବିସ୍ପୋରକ କଥା କହିଛନ୍ତି ଏମକ୍ୟୁଏମ ର ପ୍ରତିଷ୍ଠାତା ଅଲତାଫ୍ ହୁସେନ। ଲଣ୍ଡନରେ ରହୁଥିବା ଅଲତାଫ ଆଜି ତାଙ୍କ […]
ଭୁବନେଶ୍ବର, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ବିରୋଧୀ ବୁଝିବା ଭାରି କଷ୍ଟକର ବ୍ୟାପାର। ବିଭିନ୍ନ ସମୟରେ ସେ ଏପରି ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି ଯେ, ବିରୋଧୀ ପୁରା ବାଟବଣା। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ […]
ମୁମ୍ବାଇ, ଏକ ସୁସଂହତ ବିଦ୍ୟୁତ ଚାଳିତ ବାହନ (ଇଭି) ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଗଦାନ ସ୍ୱରୂପ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ ଏବଂ ସ୍ୱିଗି ପକ୍ଷରୁ ସମ୍ମିଳିତ ଉଦ୍ୟମ ଆକାରରେ ଆଜି ପରୀକ୍ଷାମୂଳକ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଭାରତର […]