ବିଶେଷ ଖବର

ଭୁବନେଶ୍ୱର: ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫%…

ନୂଆଦିଲ୍ଲୀ: ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧିନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ…

ଭୁବନେଶ୍ବର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ବେଳେ ସେ ଉଭୟ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶର ଶତ୍ରୁମାନଙ୍କୁ ଧ୍ୱଂସ କରିବା ପାଇଁ…

ନୂଆଦିଲ୍ଲୀ: ଦେଶର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରୋର 10 ଟି ଉପଗ୍ରହ ଦିନ-ରାତି କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍…

ଭୁବନେଶ୍ବର: ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। କାରଣ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ଉପରେ ଦଣ୍ଡବିଧାନ ହେବ ବୋଲି ସମ୍ଭାବନା ରହିଥିଲା।…

ଭୁବନେଶ୍ୱର: ସମାବେଶୀ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଦ୍ୱାରା ଭୟଭୀତ ହୋଇ ପାକିସ୍ତାନ ଶଆଜି ଅସ୍ତ୍ରବିରତି ଘୋଷଣା କରିଥିଲା, ଯେଉଁଥିରେ ଭାରତ ସରକାର ରାଜି ହୋଇଛନ୍ତି। ତଥାପି ପାକିସ୍ତାନର ସମସ୍ୟା ଏପର୍ଯ୍ୟନ୍ତ…

ନୂଆଦିଲ୍ଲୀ: ଭାରତୀୟ ସେନା ଜମ୍ମୁ ଏବଂ କାଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅବସ୍ଥିତ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ନଷ୍ଟ କରିଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନ…

ନୂଆଦିଲ୍ଲୀ: ପାକିସ୍ତାନ ୧୫ଟି ଭାରତୀୟ ସହରକୁ ଟାର୍ଗେଟ କରିବାର ପ୍ରୟାସ ବିଫଳ ହେବାର କିଛି ଘଣ୍ଟା ପରେ, ଜମ୍ମୁ ଏବଂ କାଶ୍ମୀରର କିଛି ଅଂଶ ଉପରେ ଏକ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୁରର ସଫଳତାରେ ହତାଶ ହୋଇପଡିଥିବା ପାକିସ୍ତାନ ଗତକାଲି ରାତିରେ ଭାରତର 15ଟି ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସାମରିକ ବାହିନୀ…

ନୂଆଦିଲ୍ଲୀ: ରାତି ଅଧରେ ପାକିସ୍ଥାନରେ ଥିବା ଆତଙ୍କବାଦୀ ସ୍ଥାନଗୁଡିକରେ ହାମଲା କରିଛି ଭାରତ। ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଏକ ଐତିହାସିକ ତ୍ରି-ସେବା ଅଭିଯାନରେ ସାମିଲ…

ଭୁବନେଶ୍ବର: ବିଜୁ ଜନତା ଦଳ ବଡ ଘୋଷଣା କରିଛି। ସଭାପତି ନିର୍ବାଚନ ପରେ ବର୍ତ୍ତମାନ ସଂଗଠନକୁ ସଜାଡିବାରେ ଲାଗିଛି। ସେହି ହିସାବରେ ବିଜେଡି ତାହାକର ସଂଗଠନ ସମ୍ଭାଳିବା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି…

ଭୁବନେଶ୍ବର: ପୁଣି କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ନହତ୍ୟା କରିଛନ୍ତି। ଗତକାଲି ରାତିରେ ନେପାଳୀ ଛାତ୍ରୀ ଜଣଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର କମିଶନରେଟ…

ସୁବାସ କୁମାର ତାରଣିଆଁ ପାଣିପାଗ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ମଣିଷର ନିୟନ୍ତ୍ରଣ ବାହାରେ। ଏବେ ଋୁତୁଚକ୍ରରେ ଖରା, ବର୍ଷା ଓ ଶୀତ ଆଦି ନିର୍ଦ୍ଧାରିତ ସମୟରେ…

ବ୍ରହ୍ମପୁର: ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା…

Mann Ki Baat 121: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ର ୧୨୧ତମ ଏପିସୋଡରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ…