ଲଲାଟେନ୍ଦୁ ଶତପଥୀ ପିଲାବେଳ କଥା ମୋର ମନେ ଅଛି ଯେବେ କେହି ଗାଁରେ ମାତାଲ ଅବସ୍ଥାରେ ଟହଲି ଟହଲି ଆସି ଦାଣ୍ଡରେ ଅଭଦ୍ର ଭାଷାରେ ଚିଲ୍ଲାଏ, ଲୋକ ତାଟି କବାଟ ବନ୍ଦ କରି ଦିଅନ୍ତି। ମନ ଭିତରେ ଏକ ଅଜଣା ଆତଙ୍କ […]
ସମୀକ୍ଷା ବ୍ୟୁରୋ ଜଣେ କଳାକାରର କେବେ ମୃତ୍ୟୁ ହୋଇନଥାଏ । ସେ ତା’ର ପ୍ରତିଟି ଚରିତ୍ର ଭିତରେ ପୁନର୍ଜୀବନ ପାଇଥାଏ । ଯଦିଓ ସେ ଆମ ଗହଣରେ ନଥା‘ନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକ ସ୍ବାକ୍ଷରରେ ସେ ସର୍ବଦା ଜୀବିତ ରହିଥାନ୍ତି । […]
କେଦାର ମିଶ୍ର ଶେଷରେ ରାଜର୍ଷି ଜନକଙ୍କର ରାଜ୍ୟ ଓ ଭୂମିସୂତା ମା ସୀତାଙ୍କର ଜନ୍ମସ୍ଥାନ ବି ଭାରତର ଶତ୍ରୁ ଭାବେ ବିବେଚିତ ହେବ କି? ଭାରତୀୟ ସେନା ବାହିନୀରେ ୩୨ ହଜାର ଗୁର୍ଖା ସୈନିକ, ଯେଉଁମାନେ ନେପାଳର ନାଗରିକ। ଆଜି ସେମାନଙ୍କର […]
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ କିଛିଦିନ ତଳେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରି କହିଲେ ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି ଉପୁଜିଛି। ଯେଉଁ କରୋନା ଆକ୍ରାନ୍ତମାନେ […]
ନୂଆଦିଲ୍ଲୀ, କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବିଶ୍ୱସ୍ତରୀୟ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ ଜିଓ […]
ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ଗ୍ରୁପ୍ର ଚେୟାରମ୍ୟାନ୍ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ସିଂ ମଧ୍ୟରେ ଆଲୋଚନା ହୋଇଛି । ଏହି ଭିଡିଓ କନ୍ଫରେନ୍ସିଂରେ ଲକ୍ଷ୍ମୀ ମିତ୍ତଲ ସଫଳତାର ସହ […]
କେଦାର ମିଶ୍ର ଆସନ୍ତା ଜୁନ ୧୯ ତାରିଖରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କର ନିର୍ବାଚନ ପ୍ରଚାର ପୁଣି ଆରମ୍ଭ କରିବେ। ଆମେରିକାର ଟୁଲ୍ସା ନାମକ ଏକ ସହରରେ ଟ୍ରମ୍ଫ ତାଙ୍କର ରାଲି ଆୟୋଜନ କରୁଛନ୍ତି। ଟୁଲ୍ସା ସହର, ୧୯୨୧ ମସିହାରେ […]
ସମୀକ୍ଷା ବ୍ୟୁରୋ ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପୂରା ଜୋରସୋର୍ରେ ଚାଲିଛି । ସ୍ନାନଯାତ୍ରାରେ ମହପ୍ରଭୁ ସ୍ନାନ ସାରି ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଥିବାବେଳେ ତାଙ୍କୁ ଓଷୁଅ […]
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍ଡାଉନ ସମୟରେ ଓଡିଶା ପୋଲିସ ଯେଭଳି […]
କେଦାର ମିଶ୍ର ଭାରତର ବିବିଧତା କେବଳ ଭୌଗୋଳିକ ବା ସାମାଜିକ ନୁହେଁ, ଏହା ଅନେକାଂଶରେ ପ୍ରତିଟି କ୍ଷେତ୍ରରେ ଅଲଗା। କରୋନା ସଂକ୍ରମଣ ସମୟରେ ମଧ୍ୟ ଏ ବିବିଧତାର ଏକ ବିଶେଷ ଗୁରୁତ୍ଵ ରହିଛି। ଯେତେବେଳେ ଗୋଟେ ବଡ ଜନସ୍ୱାସ୍ଥ୍ୟ ଜନିତ ସଙ୍କଟ […]
କେଦାର ମିଶ୍ର ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ ଗୋଟେ ସମୟରେ ଚୀନର […]
କେଦାର ମିଶ୍ର ଓଡିଶାରେ ଏକ ଭର୍ଚ୍ୟୁଆଲ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ […]
କେଦାର ମିଶ୍ର ଭାବିନିଅନ୍ତୁ, ଭାରତରେ କରୋନା ସଂକ୍ରମଣର ବିପଦ ଆଉ ନାହିଁ। ସତରେ ନାହିଁ, ହେଲେ ଭାବିବାରେ କିଏ କାହାକୁ ବା ଅଟକାଇ ପାରିବ!! ଗତ କିଛିଦିନ ହେଲା ଭାରତର ଶାସନ ଦାୟିତ୍ଵ ସମ୍ଭାଳିଥିବା ବିଜେପିର ରାଜନୈତିକ ଗତିବିଧି ଦେଖି ମନେ […]
କେଦାର ମିଶ୍ର ଭାରତରେ ଯେତେବେଳେ ଭ୍ରଷ୍ଟାଚାରର ଇତିହାସ ଲେଖାହେବ, ସେତେବେଳେ ୨୦୧୪ ମସିହାକୁ ଏକ ଲକ୍ଷ୍ମଣରେଖା ଭାବରେ ବିବେଚନା କରାଯିବ। ୨୦୧୪ ପୂର୍ବରୁ ଭ୍ରଷ୍ଟାଚାରର ଅଭିଯୋଗ ଆସିଲା ମାତ୍ରେ ସମ୍ପୃକ୍ତ ସରକାରଙ୍କୁ ଏଥିଲାଗି ଦାୟୀ କରା ଯାଉଥିଲା। ଅନେକ ସମୟରେ ଅଭିଯୋଗ […]
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଆଜି ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା […]
କେଦାର ମିଶ୍ର କରୋନା ଭୂତାଣୁର ମାରକ ଗୁଣ ନାହିଁ ବୋଲି ଆମେ କହିପାରିବା ନାହିଁ। ହେଲେ ଅନ୍ୟାନ୍ୟ ମହାମାରୀ ତୁଳନାରେ ଏହାର ମାରକ ଗୁଣ ନିଶ୍ଚିତ ଭାବରେ କମ। ଯଦିଓ ଏହି ଭୂତାଣୁର ନିରାକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ ବା […]
ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କରୋନା ଅପଡେଟ ନେଇ କୋଭିଡ୍-19 ଓଡ଼ିଶାର ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି । ଜୁନ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବା୍ଗ୍ଚୀ । ଜୁନ୍ […]
କେଦାର ମିଶ୍ର ଆମେ ଯାହା କିଛି କରୁଛୁ ଆପଣମାନଙ୍କ ଜୀବନ ରକ୍ଷା ପାଇଁ କରୁଛୁ, ତେଣୁ ଆପଣମାନେ ଆମ କଥା ମାନିବାକୁ ବାଧ୍ୟ- ଏମିତି ଏକ ଧାରଣା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଦେଖିବାକୁ ମିଳୁଛି। ସରକାର […]
ସମୀକ୍ଷା ବ୍ୟୁରୋ କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି । ଭାରତରେ ମଧ୍ୟ ଏହାର ସ୍ଥିତି ବେଶ୍ ସଂକଟଜନକ ଅବସ୍ଥାରେ ରହିଛି । କରୋନା ମୁକାବିଲା ପାଇଁ ଭାରତରେ 4ଟି ପର୍ଯ୍ୟାୟରେ ଲକ୍ ଡାଉନ୍ କରାଯାଇଥିବାବେଳେ ଏବେ ଅନଲକ୍ କରାଯାଉଛି […]
କେଦାର ମିଶ୍ର ଯେଉଁ ଭୟ ଆମେ ଆରମ୍ଭରୁ କରୁଥିଲେ, ସେ ଭୟ ଏବେ ସାକାର ହେବା ଆରମ୍ଭ କଲାଣି। ବର୍ତ୍ତମାନ ସମୟରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ହେଉଥିବାର ଖବର ଏବେ ମିଳୁଛି। ଯୁଦ୍ଧ କରିବାକୁ […]